ମନୋରଞ୍ଜନ

ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋଟିରେ ଶେରଓ୍ବାନୀ ପିନ୍ଧିଛନ୍ତି ସୈଫ୍‌। ସେହିଭଳି କରିନା ବୋହୁ ବେଶରେ ଅଛନ୍ତି। ପରିବାରର…

ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ ସୁନୀଲଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ସମସ୍ତ ଘଟଣା ନିକଟରେ ଥାଇ ଦେଖୁଥିବା…

ମୋଦିଙ୍କ ସହ ଡିନର୍‌ କରିବାକୁ ଚାହାଁନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ ଏବେ ତାଙ୍କ ଅପ୍‌ କମିଙ୍ଗ୍‌ ଫିଲ୍ମ ଭାରତ ପାଇଁ ଖୁବ୍‌ ବିଜି ରହୁଛନ୍ତି। ଲଗାତର ଫିଲ୍ମର ପମୋଶନ ଇଭେଣ୍ଟରେ ଦେଖିବାକୁ ମିଳୁଛି କ୍ୟାଟ୍ରିନା ଓ ସଲମାନଙ୍କୁ। ତେବେ ନିକଟରେ ଏମିତି ଏକ ଇଭେଣ୍ଟରେ ଯୋଗ…

କ୍ୟାଟ୍ରିନାଙ୍କ ଶାଢ଼ିପିନ୍ଧା ଫଟୋ ଦେଖି ଏମିତି କ୍ୟାପଶନ୍‌ ଲେଖିଲେ ଭାଇଜାନ୍‌

ଆଉ ୪ ଦିନ ପରେ ‘ଭାରତ’ ଫିଲ୍ମ ରିଲିଜ ହେବ। ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କାରଣ କ୍ୟାଟ୍ରିନା ଆଉ ଭାଇଜାନ୍‌ଙ୍କ ଫିଲ୍ମକୁ ମିସ୍‌ କରିବାକୁ ବିଲ୍‌କୁଲ୍‌ ଚାହୁଁନାହାନ୍ତି। ଏପଟେ ଫିଲ୍ମର ପ୍ରମୋଶନରେ କେହି କାହାକୁ କମ୍‌ ନୁହଁନ୍ତି।…

ମା’ ନର୍ଗିସଙ୍କୁ ମନେପକାଇ କାନ୍ଦି ପକାଇଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ନାୟିକା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ମା’ ନର୍ଗିସ ଦତ୍ତ। ଜୁନ୍‌ ପହିଲାରେ ଜନ୍ମ ନେଇଥିବା ନର୍ଗିସଙ୍କୁ ମନେ ପକାଇ ଶୁକ୍ରବାର ଏକ ପୁରୁଣା ଫଟୋ ଶେୟାର କରି ଭାବୁକ ହୋଇ ପଡିଛନ୍ତି ପୁଅ ସଞ୍ଜୟ।…

ପୁଲ୍‌ଓ୍ବାମା ସହିଦଙ୍କୁ ମନେ ପକାଇ ଗୀତ ରେକର୍ଡିଂ କଲେ ଐଶ୍ୱର୍ଯ୍ୟା

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ ଷ୍ଟାରମାନେ ଏକ ଗୀତ ରେକର୍ଡିଂ କରିଛନ୍ତି। ଏହି ଗୀତର ନାଁ ‘ତୁ ଦେଶ୍‌ ମେରା’। ଅମିତାଭ ବଚ୍ଚନ, ଅମୀର ଖାନ୍‌, ରଣବୀର କପୁର ଏବଂ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ପରି ଅନେକ ଅଭିନେତ୍ରୀ ଅଭିନେତା…

ତୈମୁରଙ୍କ ହାତରେ ଟାଟୁ

ମୁମ୍ବାଇ,୧।୬: ନିକଟରେ ଶାହରୁଖ ଖାଁ ନିଜ ସାନ ପୁଅ ଅବରାମଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ। ଏହି ବାର୍ଥଡେ ପାର୍ଟିରେ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁଙ୍କ ସହ ତୈମୁର ମଧ୍ୟ ପହଞ୍ଚିଥିଲେ। ପାର୍ଟିରେ ତୈମୁର ଖୁବ୍‌ ଏନଜୟ କରିବା ସହ…

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ ବୟଫ୍ରେଣ୍ଡ ରକି ଜୈସଓ୍ବାଲଙ୍କ ସହ ସେ ପ୍ୟାରିସ୍‌ରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି। ସୋସିଆଲ…

ପ୍ରିୟଙ୍କାଙ୍କୁ କିଛି ନ କହିବାକୁ ସଲମାନଙ୍କୁ ଅନୁରୋଧ କଲେ କ୍ୟାଟ୍ରିନା

କ୍ୟାଟ୍ରିନା କୈଫ ସବୁବେଳେ ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ଦୁର୍ଭାଗ୍ୟବଶତଃ ତାଙ୍କ ଜୀବନରେ ବେଳେବେଳେ କିଛି ନା କିଛି ବିବାଦ ଉପୁଜିଥାଏ। ଯେଉଁଥିରେ କି ତାଙ୍କର କୌଣସି ଲେଣଦେଣ ନ ଥାଏ। ଏବେ ଏମିତି ଏକ ବିବାଦ ଉପୁଜିଛି ସେଥିରେ…

ନୂଆ ହେୟାରଷ୍ଟାଇଲ୍‌ ଯୋଗୁ ଟ୍ରୋଲ୍‌ ହେଲେ ରିତେଶ

ମୁମ୍ବାଇ: ସ୍ତ୍ରୀ ଜେନେଲିଆଙ୍କୁ ଖୁସି କରିବାକୁ ଯାଇ ଟ୍ରୋଲ ହୋଇଛନ୍ତି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ। ସେ ବି ନିଜ ହେୟାରଷ୍ଟାଇଲ୍‌(କେଶ ବିନ୍ୟାସ) ଲାଗି। ନିକଟରେ ରିତେଶ ରେଡ୍‌ ସ୍କାଇରଲ୍‌ ଟେଲ୍‌ ଲୁକ୍‌ କରି ଜେନେଲିଆକୁ ସର୍‌ପ୍ରାଇଜ୍‌ କରିବାକୁ ଚେଷ୍ଟା କରିଥିଲେ।…

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ ହେଁ ଏହାକୁ ଚ୍ୟାଲେଞ୍ଜ୍‌ ରୂପେ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସାଧାରଣ ସାଲଓ୍ବାର-ସୁଟ୍‌…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ପହଞ୍ଚିଥିବା ବେଳେ ବଲିଉଡ୍‌ ଦୁନିଆର କେତେଜଣ ବଛାବଛା କଳାକାର ମଧ୍ୟ ପହଞ୍ଚିଥିଲେ। ହେଲେ ଅତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?