Video: ଶାହାରୁଖ ଖାନ୍ଙ୍କ ଘର ଭିତର ଦୃଶ୍ୟ ଲିକ୍, ପଡ଼ୋଶୀଙ୍କ ଏଭଳି କାର୍ଯ୍ୟ ଦେଖି ପ୍ରଶଂସକ ଖପ୍ପା
ବମ୍ବେ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କର ଘର ‘ମନ୍ନତ’କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ପଛରେ ଅଭିନେତାଙ୍କ ପଡୋଶୀ ରହିଛନ୍ତି। ଭିଡିଓରେ ମନ୍ନତ ଭିତରର...
ମା’ ହେବାକୁ ଯାଉଛନ୍ତି ୟାମୀ ଗୌତମ
ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଫିଲ୍ମ ଆର୍ଟିକିଲ ୩୭୦ର ଟ୍ରେଲର ଆଜି ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ଲଞ୍ଚରେ ୟାମି ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇଥିଲେ। ୟାମି ଗୌତମ ଏବଂ ଆଦିତ୍ୟ ଧର ମାତାପିତା...
‘ରାମାୟଣ’ ପାଇଁ ଆମିଷ-ମଦ ଛାଡୁଛନ୍ତି ରଣବୀର, ନେଉଛନ୍ତି ସ୍ପେଶାଲ ଟ୍ରେନିଂ
ମୁମ୍ବାଇ: ବଲିଉଡରେ ଏବେ ନୀତୀଶ ତିୱାରୀଙ୍କ ରାମାୟଣକୁ ନେଇ ଚର୍ଚ୍ଚା ଜୋରଶୋରରେ ଚାଲିଛି। ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। କିନ୍ତୁ ମାତା ସୀତାଙ୍କ ଠାରୁ...
‘ଲାଲ୍ ସଲାମ’ରେ ୪୦ ମିନିଟର ଚରିତ୍ର ପାଇଁ ମିନିଟ୍ ପିଛା କୋଟିଏ ଟଙ୍କା ନେବେ ରଜନୀକାନ୍ତ
ନୂଆଦିଲ୍ଲୀ,୭।୨: ଝିଅ ଐଶ୍ଵରିୟା ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ ଲାଲ ସଲାମରେ ନଜର ଆସିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ଖୁବଶୀଘ୍ର ଏହି ସିନେମା ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ପ୍ରଶଂସକମାନେ ବାପା ଝିଅର କେମେଷ୍ଟ୍ରି ଦେଖିବାକୁ ଚାହିଁ ବସିଛନ୍ତି। ଏହାରି ମଧ୍ୟରେ ଖବର...
ପୁଅର ମୃତଦେହ ଆଣିବାକୁ ଏହି ପ୍ରସିଦ୍ଧ ଗାୟକଙ୍କୁ ଦେବାକୁ ପଡିଥିଲା ଲାଞ୍ଚ
ଗଜଲ ଗାୟକ ଜଗଜିତ ସିଂ କମ ବୟସରେ ପୁଅକୁ ହରାଇଥିଲେ। ତାଙ୍କ ପୁଅ ୨୦ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ପୁଅର ମୃତ୍ୟୁ ପରେ ଜଗଜିତ ସିଂ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପୁଅର ମୃତଦେହ...
ପାକିସ୍ତାନରେ ରିଲିଜ୍ ହୋଇଥିବା ପ୍ରଥମ ରଙ୍ଗୀନ ବଲିଉଡ ଫିଲ୍ମ, ମିଳିଥିଲା ଲୋକପ୍ରିୟତା ହେଲେ ଲଗାଯାଇଥିଲା ବ୍ୟାନ୍
ଇସଲାମବାଦ,୮।୨: ‘ମୋଗଲ-ଏ-ଆଜମ’ ଫିଲ୍ମ ୧୯୬୦ଦଶକ ବଲିଉଡର ଐତିହାସିକ ଡ୍ରାମା ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଫିଲ୍ମକୁ ଦିଲୀପ କୁମାରଙ୍କ ତାଙ୍କ କ୍ୟାରିଅରର କ୍ଲାସିକ ଫିଲ୍ମ ଭାବେ ପରିଚିତ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହି ଫିଲ୍ମର...
ଫସିଲେ ସୋନାକ୍ଷୀ, ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ
ମୁମ୍ବାଇ,୮।୨:ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସୋନାକ୍ଷୀଙ୍କ ମ୍ୟାନେଜରଙ୍କ ସମେତ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି।...
ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ ଦୈତାରୀ ପଣ୍ଡା
ପୁରୀ, ୮ା୨(ଅଜିତ୍ ମହାନ୍ତି)ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ, ଯାହାକୁ ନେଇ ପଣ୍ଡାଙ୍କ ବିରୋଧରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପଣ୍ଡା ପୁରୀ...
ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’
ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍ର ହିଟ୍ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା।...
ବାପା ହେଲେ ’12th fail’ ସୁପରଷ୍ଟାର ବିକ୍ରାନ୍ତ ମେସି
ମୁମ୍ବାଇ,୭ା୨: ’12th fail’ ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ ଷ୍ଟାର ବିକ୍ରାନ୍ତ ମେସି ବାପା ହୋଇଛନ୍ତି। ବୁଧବାର ବିକ୍ରନ୍ତ ଏବଂ ତାଙ୍କ ସ୍ତ୍ରୀ ଶୀତଲ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ...
ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା
ପଞ୍ଜାବୀ ସିନେମାର ଜଣାଶୁଣା ଗାୟକ ଗୁରୁ ରାନ୍ଧୱା ‘କୁଛ୍ ଖଟ୍ଟା ହୋ ଜାୟେ’ ଫିଲ୍ମ ମାଧ୍ୟମରେ ହିନ୍ଦୀ ସିନେମାରେ ଅଭିନେତା ଭାବରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ଟ୍ରେଲର ବୁଧବାର ମୁମ୍ବାଇରେ ଲଞ୍ଚ କରାଯାଇଥିଲା। ଫିଲ୍ମର ଟ୍ରେଲର ଲଞ୍ଚ ପରେ...
ପୁନମ ପାଣ୍ଡେଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ହୋଇ ପାରନ୍ତି ଗର୍ଭାଶୟ କର୍କଟ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର…
ନୂଆଦିଲ୍ଲୀ,୭।୨ : ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗର୍ଭାଶୟ କର୍କଟ ଅଭିଯାନର ଚେହେରା ହୋଇପାରନ୍ତି। ଗତ କିଛି ଦିନ ହେବ ପୁନମ ପାଣ୍ଡେ ତାଙ୍କ ମୃତ୍ୟୁକୁ ନେଇ ଖବରରେ ଥିଲେ। ପିଟିଆଇ ଖବର...
Archives


