ମନୋରଞ୍ଜନ

ଜୟାଙ୍କୁ ବିବାହ କରିବା ପୂର୍ବରୁ ଏମିତି ସର୍ତ୍ତ ରଖିଥିଲେ ଅମିତାଭ ବଚ୍ଚନ, ଯାହାକୁ ମାନିବା ପରେ…

ମୁମ୍ବାଇ: ବଲିଉଡର ଚିର ସବୁଜ କପୁଲ ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚନ ନିଜର ୫୧ବର୍ଷିୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। କିନ୍ତୁ ଜାଣି ତାଜୁବ ହେବେ ବିବାହ ପୂର୍ବରୁ ସୋଲେ ଅଭିନେତା ଅମିତାଭ ଜୟାଙ୍କ ଆଗରେ ଏମିତି…

ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟା ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୂର୍ଯ୍ୟ ଜୁଲାଇ ୨୩, ୧୯୭୫ରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରଭାନନ ଶିବକୁମାର। ସେ ତାମିଲ ଅଭିନେତା ଶିବକୁମାରଙ୍କ ପୁଅ।…

ଗ୍ୟାଙ୍ଗଷ୍ଟର ଭୂମିକାରେ ମୋନା

ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ କେବଳ ଟିଭି ପରଦାରେ ନୁହେଁ ବରଂ ବଲିଉଡ୍‌ରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରଡକ୍ସନ୍‌ ହାଉସ୍‌ର ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି।…

ଅରମାନ-କ୍ରିତିକାଙ୍କ ଭିଡିଓ ଭାଇରାଲ ହେବା ପରେ ବ୍ୟାନ୍‌ ହେବ Bigg Boss OTT 3! ସରକାରଙ୍କୁ ଏହି ନିବେଦନ କଲେ ଶିବସେନା ନେତା

ମୁମ୍ବାଇ,୨୨।୭: ବିଗ୍‌ ବସ୍‌ ଓଟିଟି ସିଜିନ୍‌ରେ ଅରମାନ ମଲିକ-କ୍ରିତିକା ମଲିକଙ୍କ ବିଷୟରେ ଚର୍ଚ୍ଚା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ବର୍ତ୍ତମାନ ଶିବସେନା ନେତା ମନୀଷା…

ଅମୀରଙ୍କଠାରୁ ଛାଡ଼ପତ୍ର ପରେ ବହୁତ ଖୁସି ଅଛନ୍ତି କିରଣ, କହିଲେ ମୁଁ କେବେ ବି…

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ଥରେ ନୁହେଁ ଦୁଇଥର ବିବାହ କରିଥିଲେ ଏବଂ ପରେ ଦୁଇଜଣଙ୍କଠାରୁ ଛାଡ଼ପତ୍ର ହୋଇଥିଲା। ୨୦୨୧ରେ ସେ ସୋସିଆଲ ମିଡିଆରେ ଦ୍ୱିତୀୟ ସ୍ତ୍ରୀ…

‘ଛାଡପତ୍ର ସ୍ବର୍ଗରେ ସ୍ଥିର ହୋଇଥାଏ,ବିବାହ ନର୍କରେ’, ନତାଶା-ହାର୍ଦ୍ଦିକ ଅଲଗା ହେବା ପରେ…

ମୁମ୍ବାଇ,୨୧।୭: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା(ଆରଜିଭି) ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଅଲଗା ହେବାର ଘୋଷଣା ପରେ ଖୁବ ଶୀଘ୍ର ବିବାହ ଏବଂ ଛାଡପତ୍ର ସମ୍ପର୍କରେ ଏକ କ୍ରିପ୍ଟିକ ପୋଷ୍ଟ ଶେୟାର କରିଛନ୍ତି। ରାମ ଗୋପାଳ ବର୍ମା ତାଙ୍କ…

୫୬ ବର୍ଷରେ ବାପା ହେବେ ଅକ୍ଷୟ କୁମାର

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ଅଭିନେତା ତଥା ଖିଲାଡ଼ି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ଅଭିନେତ୍ରୀ ତଥା ଲେଖିକା ସ୍ତ୍ରୀ ଟ୍ବିଙ୍କଲ୍‌ ଖାନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଟ୍ବିଙ୍କଲ୍‌…

ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ ସଲମାନ, କାରଣ ଜାଣିଲେ…

ମୁମ୍ବାଇ: ଉଭୟ ଖାନ୍‌ ସଲମାନ ଏବଂ ଶାହାରୁଖ ବିଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ରାଜ୍‌ କରିଆସୁଛନ୍ତି। ଉଭୟଙ୍କୁ ଫଲୋ କରୁଥିବା ପ୍ରଶଂସକ ମଧ୍ୟ ବହୁତ ଷ୍ଟ୍ରଙ୍ଗ୍‌। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ବିଷୟରେ ଜାଣିବାକୁ ଉତ୍ସାହିତ ଥାନ୍ତି। ଶାହାରୁଖ ଏବଂ…

୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୪୮ ବର୍ଷରେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ୧୬ ବର୍ଷ ସାନ ରୋହମାନ ଶଲଙ୍କଠାରୁ ବ୍ରେକ୍‌ଅପ୍‌ ପରେ ସୁସ୍ମିତାଙ୍କ ନାଁ ଲଲିତ ମୋଦିଙ୍କ ସହ ମଧ୍ୟ…

ମୋ ଆଖିକୁ ଆଉ କିଛି ଦେଖାଯାଉନି, ଦୁଃଖ ବଖାଣିଲେ ଅଭିନେତ୍ରୀ

ଅଭିନେତ୍ରୀ ଜସ୍ମିନ ଭାସିନ କଠିନ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ଆଖିରେ ସମସ୍ୟା ଦେଖାଦେଇଛି। ଲେନ୍ସ ଲଗାଇବାରୁ ତାଙ୍କର ସବୁ ସମସ୍ୟା ସୃଷ୍ଟି ହୋଇଛି। ନିକଟରେ ମୁଁ ଲେନ୍ସ ଲଗାଇବା ମାତ୍ରେ ମୋର ଆଖି ନଷ୍ଟ ହୋଇଗଲା, ଯନ୍ତ୍ରଣା ଆରମ୍ଭ…

ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଜୀବନସାଥୀ: ଏହି ଅଭିନେତ୍ରୀଙ୍କୁ କଲେ ଫଲୋ

ମୁମ୍ବାଇ,୨୧।୭: ଟି-୨୦ ବିଶ୍ୱକପ ୨୦୨୪ର ବିଜୟ ପରେ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ସ୍ତ୍ରୀ ନତାଶା ଷ୍ଟାନକୋଭିକ ଅଲଗା ହୋଇଛନ୍ତି। ନତାଶାଙ୍କଠାରୁ ଅଲଗା ହେବା ପରେ ପାଣ୍ଡ୍ୟା ବର୍ତ୍ତମାନ ଅନ୍ୟ ଜଣେ ଅଭିନେତ୍ରୀଙ୍କ…

୧୦ ବର୍ଷ ବଡ଼ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍‌ କରୁଛନ୍ତି ଫହମାନ୍‌? ଖବରକୁ ନେଇ…

ବମ୍ବେ:ଟେଲି ଅଭିନେତା ଫହମାନ୍‌ ଖାନ୍‌ ପୁଣି ନିଜ ଡେଟିଂ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ‘ଇମ୍‌ଲି’ ଫେମ୍‌ ଏହି ଅଭିନେତା ନିଜଠାରୁ ଦଶ ବର୍ଷ ବଡ଼ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍‌ କରୁଥିଲେ। ଏଭଳି କିଛି ଖବର ସାମ୍ନାକୁ ଆସିବା ପରେ ଅଭିନେତା ନିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?