ବ୍ୟକ୍ତିତ୍ୱ: ଜାଭେଦ ଅଖତର; ଭାରତୀୟ ଗୀତି ସାହିତ୍ୟରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ତାଙ୍କ ନାମ
ଜାଭେଦ ଅଖତର କହିଲେ ହୁଏତ ଆମ ଆଖିରେ ଜଣେ ସୁପରହିଟ୍ ଗୀତର ଗୀତିକାରଙ୍କ ଚେହେରା ନାଚି ଉଠିପାରେ। ମାତ୍ର ଜାଭେଦ ଅଖତରଙ୍କ ପରିଚୟ ସେତିକିରେ ସୀମିତ ନୁହେଁ। ଭାରତୀୟ ଗୀତି ସାହିତ୍ୟ କ୍ଷେତ୍ରରେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଲାବା, ଇନ୍…
ମଲାଇକାଙ୍କ ସହ କେବେ ବିବାହ କରୁଛନ୍ତି ପ୍ରଶ୍ନର ଉତ୍ତର ଦେଲେ ଅର୍ଜୁନ, କହିଲେ ଯେତେବେଳେ କରିବି ଜଣାଇବି
ମୁମ୍ବାଇ: ବି-ଟାଉନ୍ର ହଟ୍ କପୁଲ ପାଲଟିଛନ୍ତି ଅର୍ଜୁନ କପୁର ଏବଂ ମଲାଇକା ଅରୋରା। ଉଭୟଙ୍କୁ ସବୁବେଳେ ବିଭିନ୍ନ ପାର୍ଟି ଅଥବା ଡିନର୍ ଡେଟ୍ରେ ଦେଖିବାକୁ ମିଳୁଛି। ଅର୍ବାଜଙ୍କଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନଙ୍କ ପ୍ରେମରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି।…
ଚର୍ଚ୍ଚା: ମା’ ହେବାକୁ ଯାଉଛନ୍ତି ପ୍ରିୟଙ୍କା !
ମୁମ୍ବାଇ: ଜଣେ ବଲିଉଡ୍ କଳାକାର ଭାବେ ହଲିଉଡ୍ରେ ବେଶ୍ ନା କମାଇଛନ୍ତି ପ୍ରିୟଙ୍କା ଚୋପ୍ରା। ପିସିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ହେଉଥିବା ବେଳେ ଏବେ ଅନ୍ୟ ଏକ କଥା ଶୁଣିବାକୁ ମିଳୁଛି। ପ୍ରିୟଙ୍କା ମା’ ହେବାକୁ ଯାଉଥିବା କୁହାଯାଉଛି।…
ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ
ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ ଏହା ସ୍ପଷ୍ଟ ହୋଇଛି। ଫିଲ୍ମଟି ତାମିଲ ଫିଲ୍ମ ‘କଞ୍ଚନା’ର ରିମେକ୍। ଅକ୍ଷୟଙ୍କ ସହ ପ୍ରମୁଖ…
କ୍ୟାଟ୍ରିନାଙ୍କ ଶାଢି ସଜାଡିଲେ ସଲମାନ: ଫଟୋ ଭାଇରାଲ
ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ୍ ଏବେ ତାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଏକ ଗୀତ ରିଲିଜ୍ ହୋଇଥିଲା। ଏହି ଗୀତର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିଲେ ‘ଭାରତ’ର ଲିଡ୍…
ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍
ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହିନାଙ୍କ ଅପ୍ କମିଂ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ…
ବକ୍ସ ଅଫିସ୍ରେ ଧମାଲ୍ କରୁଛି ‘ଦେ ଦେ ଫ୍ୟାର ଦେ’
ମୁମ୍ବାଇ,୧୮।୫: ଅଜୟ ଦେବଗନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଜୟ ଦେବଗନ ନଜର ଆସିଥିବା ବେଳେ ଏଥିରେ ତବ୍ବୁ ଓ ରକୁଲ ପ୍ରୀତ ନଜର…
ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ପସନ୍ଦ: କରୀନା
ମୁମ୍ବାଇ: ସାମାଜିକ ପ୍ରାସଙ୍ଗିକତା ଥିବା ଫିଲ୍ମରେ ଅଭିନୟ କରିବାକୁ ସବୁବେଳେ ପସନ୍ଦ କରନ୍ତି ବୋଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପ୍ରକାଶ କରିଛନ୍ତି। ରିିଲିଜ ହୋଇଥିବା ତାଙ୍କର କେତେକ ଫିଲ୍ମ ହେଉଛି ‘ଉଡ୍ତା ପଞ୍ଜାବ’, ‘କି ଆଣ୍ଡ୍ କା’, ‘ବୀରେ…
ପରଦାରେ ଅଜୟଙ୍କ ‘ଦେ ଦେ ପ୍ୟାର ଦେ’, କାହାଣୀ ଦର୍ଶକଙ୍କ ମନ କିଣୁଛି
ବମ୍ବେ: ଶୁକ୍ରବାର ପରଦାକୁ ଆସିଛି ବଲିଉଡ୍ ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’। ଅଜୟ ଦେବଗନ, ରକୁଲପ୍ରିତ, ତବ୍ବୁ ଅଭିନିତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ସୋସିଆଲ ମିଡିଆରେ ଏହାକୁ ପଇସା ବସୁଲ, ବ୍ଲକବଷ୍ଟର ଭଳି କମେଣ୍ଟ ମିଳୁଥିବା…
ରିଲିଜ୍ ପୂର୍ବରୁ ‘ଇଣ୍ଡିଆସ୍ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଲା ଝଟ୍କା
ମୁମ୍ବାଇ: ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆସ୍ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଛି ଝଟ୍କା। ରିଲିଜ୍ ପୂର୍ବରୁ ସେନ୍ସର ବୋର୍ଡ ଏଥିରେ ଥିବା କିଛି ବିବାଦୀୟ ସିନ୍ ହଟାଇବାକୁ କହିଛି। ନିକଟରେ ଏହାର ଟ୍ରେଲର୍ ରିଲଜ୍ ହୋଇଥିବା ବେଳେ ଆସନ୍ତା ୨୪ରେ ଏହା…
୨୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଲେ ରିଷି-ଶାହାରୁଖ
ମୁମ୍ବାଇ: ବଲିଉଡ୍ର ବରିଷ୍ଠ କଳାକାର ରିଷି କପୁର କିଛି ଦିନ ହେବ ବିଦେଶରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଦେଖା କରିବାକୁ ବଲିଉଡ୍ର ବହୁ କଳାକାର ପହଞ୍ଚିଥିବା ଖବର ଆସିଛି। ହେଲେ ଏଥର ନ୍ୟୁୟର୍କରେ ତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ବଲିଉଡ୍ କିଙ୍ଗ…
ବିବାହ କରିବି ତ କେବଳ ସନ୍ନି ଲିଓନୀଙ୍କ ଭଳି ଯୁବତୀଙ୍କୁ..
ବଲିଉଡ ଫିଲ୍ମରେ ନିଜର ହଟ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ। ସନ୍ନି ଲିଓନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ସୋସିଆଲ ମିଡିଆରେ ବି ଅନେକ ଲୋକପ୍ରିୟ। ସନ୍ନି ଲିଓନୀଙ୍କ ଇନଷ୍ଟ୍ରାଗ୍ରାମରେ ଫଲୋୟର୍ସଙ୍କ ସଂଖ୍ୟା ୨୦ ମିଲିୟନ। କିଛି…
Archives


