ରିଲିଜ୍‌ ପୂର୍ବରୁ ‘ଇଣ୍ଡିଆସ୍‌ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଲା ଝଟ୍‌କା

ମୁମ୍ବାଇ: ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆସ୍‌ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଛି ଝଟ୍‌କା। ରିଲିଜ୍‌ ପୂର୍ବରୁ ସେନ୍‌ସର ବୋର୍ଡ ଏଥିରେ ଥିବା କିଛି ବିବାଦୀୟ ସିନ୍‌ ହଟାଇବାକୁ କହିଛି। ନିକଟରେ ଏହାର ଟ୍ରେଲର୍‌ ରିଲଜ୍‌ ହୋଇଥିବା ବେଳେ ଆସନ୍ତା ୨୪ରେ ଏହା ପରଦା ଉପରକୁ ଆସି ଥାଆନ୍ତା। ହେଲେ ଏଥିରେ ଥିବା କିଛି ସିନ୍‌ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଦର୍ଶାଇ ସେନ୍‌ସର ବୋର୍ଡ ସେଗୁଡିକୁ ହଟାଇ ଦେଇଥିବା ଜଣାପଡିଛି। ଫିଲ୍ମ ମେକରଙ୍କ କହିବା କଥା ହେଲା ଭଗପାନ କୃଷ୍ଣ ଓ କୋରାନ ଉପରେ ଯେଉଁ କେତୋଟି ସିନ୍‌ ଥିଲା ତାକୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଭିତରେ ମାସ୍କ ପିନ୍ଧି ଶୁଟିଂ ଆରମ୍ଭ କଲେ ଅକ୍ଷୟ !

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ହେଲେ ପୂର୍ବପେକ୍ଷା ନିୟମରେ କିଛିଟା କୋହଳ କରାଯାଇଥିବାରୁ ଅଧିକାଂଶ...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ...

ଭଉଣୀଙ୍କ ସହ ଏଥର ଜନ୍ମଦିନ ପାଳିବେ ଭାଇଜାନ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଡିସେମ୍ବର ୨୭ରେ ନିଜର ୫୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସଲ୍ଲୁଙ୍କ ଘରେ ଖାସ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।...

ମଲାଇକାଙ୍କ ସହ କେବେ ବିବାହ କରୁଛନ୍ତି ପ୍ରଶ୍ନର ଉତ୍ତର ଦେଲେ ଅର୍ଜୁନ, କହିଲେ ଯେତେବେଳେ କରିବି ଜଣାଇବି

ମୁମ୍ବାଇ: ବି-ଟାଉନ୍‌ର ହଟ୍‌ କପୁଲ ପାଲଟିଛନ୍ତି ଅର୍ଜୁନ କପୁର ଏବଂ ମଲାଇକା ଅରୋରା। ଉଭୟଙ୍କୁ ସବୁବେଳେ ବିଭିନ୍ନ ପାର୍ଟି ଅଥବା ଡିନର୍‌ ଡେଟ୍‌ରେ ଦେଖିବାକୁ ମିଳୁଛି।...

ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା...

ରଣବୀର ସିଂଙ୍କୁ ଦେଖି କାନ୍ଦିଲେ ଶିଶୁ

ବଲିଉଡ୍‌ ଅଭିନେତା ରଣବୀର ସିଂ ସର୍ବଦା ନିଜ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ସେ ଫ୍ୟାଶନ ଶୋ’ ହେଉ କିମ୍ବା ରେଡ୍‌ କାର୍ପେଟ୍‌ ତାଙ୍କୁ ସବୁବେଳେ...

ଫିଲ୍ମ ଲାଇନ୍‌ ଛାଡ଼ି ଚାଷକାର୍ଯ୍ୟରେ ବ୍ୟସ୍ତ ଜୁହି

ସୁନ୍ଦର ଚେହେରା ଏବଂ ହସରେ କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିବା ଅଭିନେତ୍ରୀ ଜୁହି ଚାଓ୍ବାଲା ଏବେ ଫିଲ୍ମ କରୁନାହାନ୍ତି ସତ ମାତ୍ର ସୋସିଆଲ...

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ...

Coronavirus Update


Archives

Model This Week

Why Dharitri