ମନୋରଞ୍ଜନ

ଗର୍ଭବତୀ ଅଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା? ୪ ମାସ ପୂର୍ବରୁ ହୋଇଥିଲା ବିବାହ

ଇସଲାମାବାଦ/ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କର ଜଣେ ପ୍ରଶଂସକ ଅଛନ୍ତି। ଏହି ଅଭିନେତ୍ରୀ ପାକିସ୍ତାନୀ ଶୋ’ ସହିତ ବଲିଉଡରେ ମଧ୍ୟ କାମ କରିଛନ୍ତି। ଅଭିନେତ୍ରୀ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଏକ ଭଲ ସନ୍ତୁଳନ ବଜାୟ ରଖନ୍ତି । ସେ…

ସବୁଠାରୁ କମ ବୟସରେ ଓସ୍କାର ଜିତି ରେକର୍ଡ କଲେ ଭଉଣୀ-ଭାଇ

ଓ୍ବାଶିଂଟନ,୧୦।୩: ଦୁନିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଓସ୍କାର ଉପରେ ସମସ୍ତଙ୍କ ନଜର ସବୁବେଳେ ରହିଥାଏ। ଏଥର ୯୬ ତମ ଏକାଡେମୀ ପୁରସ୍କାର ଅନେକ କ୍ଷେତ୍ରରେ ସ୍ବତନ୍ତ୍ର ଏବଂ ଭିନ୍ନ ହୋଇଛି। ଏହାର ଗୋଟିଏ କାରଣ ହେଉଛି ବିଜେତା। ଏଥର ଅନେକ ଲୋକଙ୍କୁ…

Oscar award 2024: କିଲିଆନ ମର୍ଫି ଶ୍ରେଷ୍ଠ ଅଭିନେତା, ଏମା ଷ୍ଟୋନ୍‌ ଶ୍ରେଷ୍ଠ ଅଭିନେତ୍ରୀ

ଓ୍ବାଶିଂଟନ,୧୧ା୩: ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ୧୧ରେ ଓଟିଟି ପ୍ଲାଟଫର୍ମ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାରରେ ଭାରତରେ ସିଧା ପ୍ରସାରଣ କରାଯାଇଛି। ତେବେ…

୨୦୨୪ ଓସ୍କାର ପୁରସ୍କାର ଘୋଷଣା: କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ

ଓ୍ବାଶିଂଟନ,୧୧ା୩: ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ।  ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧…

ଶ୍ରେଷ୍ଠ କଷ୍ଟ୍ଯୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା

ନୂଆଦିଲ୍ଲୀ, ୧୧।୩: ସୋମବାର ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ପ୍ରଥମ ପୁରସ୍କାର ଭାବେ ଶ୍ରେଷ୍ଠ କଷ୍ଟ୍ଯୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ମଞ୍ଚକୁ ଆସିଥିବା ଜନ୍ ସିନାଙ୍କୁ ଦେଖି ଗ୍ୟାଲେରୀରେ ବସିଥିବା ଦର୍ଶକେ…

ମିସ୍‌ ଓ୍ବାର୍ଲଡ ନ ମିଳିବାରୁ ବହୁତ କାନ୍ଦିଲେ ସିନି ଶେଟ୍ଟୀ

ନୂଆଦିଲ୍ଲୀ: ମାର୍ଚ୍ଚ ୯ ରେ, ମିସ ୱାଲର୍‌ଡ ୨୦୨୪ ଏହାର ବିଜେତା ପାଇଛି । ଚଳିତ ବର୍ଷ ଚେକ ରିପବ୍ଲିକର ଖ୍ରୀଷ୍ଟିନା ପିସ୍ଜକୋଭାଙ୍କ ମୁଣ୍ଡରେ ବିଜୟର ମୁକୁଟ ସଜାଯାଇଛି। ଲେବାନନର ୟସ୍ମିନା ପ୍ରଥମ ରନର୍‌ ଅପ ହୋଇଛନ୍ତି। ଚଳିତ ବର୍ଷ ଭାରତକୁ…

Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା

ମୁମ୍ବାଇ: ମାର୍ଚ୍ଚ ୯ ଶନିବାର ୭୧ତମ ମିସ୍‌ ଓ୍ବାଲର୍‌ଡ ବିଜେତା ଘୋଷିତ ହୋଇଛି। ଏଥର ଏହି ଟାଇଟଲ ଚେକ୍‌ ରିପବ୍ଲିକର କ୍ରିଷ୍ଟ୍ରିନା ପିସ୍‌କୋଭାଙ୍କ ନିକଟକୁ ଯାଇଛି। ଯେତେବେଳେ କି ଲେବାନନର ୟସ୍ମିନା ପ୍ରଥମ ରନର୍ସଅପ୍‌ ହୋଇଥିଲେ। ୨୮ ବର୍ଷ ପରେ ଜିଓ…

ଆଡଲ୍ଟ ଷ୍ଟାର ସୋଫିଆ ଲିଓନଙ୍କ ୨୬ ବର୍ଷ ବୟସରେ ପରଲୋକ

ଓ୍ବାଶିଂଟନ,୧୦।୩: ଆଡଲ୍ଟ ମୁଭି ଷ୍ଟାର ସୋଫିଆ ଲିଓନଙ୍କର ପରଲୋକ ହୋଇଛି। ସୋଫିଆ ମାତ୍ର ୨୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବାସଭବନରେ ସେ ଚେତାଶୂନ୍ୟ ହୋଇପଡିଥିଲେ।ଏହାପରେ ତାଙ୍କର ମୃତ୍ୟୁ ଖବର ମିଳିଛି। ସାବତ ପିତା ମାଇକ ରୋମେରୋ…

ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ଜିତିଲେ ୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ,୯ା୩: ୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା। ଶନିବାର ମୁମ୍ବାଇରେ ଥିବା ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏହି ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ବିଜେତା ପୋଲାଣ୍ଡର ମିସ୍ ୱାର୍ଲ୍ଡ ୨୦୨୨…

ଅଟୋ ଡ୍ରାଇଭର ହେବେ ହୁମା କୁରେଶୀ

ମୁମ୍ବାଇ: ଅଭିନେତ୍ରୀ ହୁମା କୁରେଶୀ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଜଣେ ଅଟୋରିକ୍ସା ଡ୍ରାଇଭର ଭୂମିକାରେ ନଜରକୁ ଆସିବେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରେ ଜିଓ ଷ୍ଟୁଡିଓ ଏବଂ ଇଚେଲୋନ୍‌ ପ୍ରଡକ୍ସନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ନାମକରଣ କରାଯାଇ ନାହିଁ।…

ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ‘ଅନୁପମା’ ଜରିଆରେ ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଅଭିନୟରେ ସେ ମହିଳାସଶକ୍ତିକରଣକୁ ପ୍ରୋତ୍ସାହିତ କରିଆସିଛନ୍ତି। ଦର୍ଶକେ ତାଙ୍କର ବଳିଷ୍ଠ ଅଭିନୟକୁ ପସନ୍ଦ କରିଥାନ୍ତି। ହେଲେ ଏବେ କିଛି…

ଶାହାରୁଖଙ୍କୁ ‘ଅଙ୍କଲ୍‌’ ଡାକିଲେ ଅମ୍ବାନୀଙ୍କ ଭାବି ବୋହୂ, ଭାଇରାଲ ହେଉଛି Video

ବମ୍ବେ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ କ୍ରେଜ୍‌ ଆଜି ବି ରହିଛି। ମହିଳା ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି। ହେଲେ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂରେ ଏକ ଭିନ୍ନ ଘଟଣା ଘଟିଛି। ଭାବି ବୋହୂ ଶାହାରୁଖଙ୍କୁ ‘ଅଙ୍କଲ’ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri