‘ସୁଭାଷ ଚନ୍ଦ୍ର ବୋଷ’ଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଟ୍ରୋଲ ହେଲେ କଙ୍ଗନା
ନୂଆଦିଲ୍ଲୀ,୫।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଚଳିତ ନିର୍ବାଚନରେ ଭାଜପାରୁ ତାଙ୍କୁ ଟିକେଟ୍ ମିଳିଛି। ଗତକାଲି ଅର୍ଥାତ୍ ଗୁରୁବାର ଏକ ସାକ୍ଷତକାରରେ ତାଙ୍କର ବୟାନକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ଯାହାକୁ…
ରଶ୍ମିକାଙ୍କ ଉପହାର
ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶୁକ୍ରବାର ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଶ୍ମିକା ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ‘ପୁଷ୍ପା ୨: ଦ ରୁଲ’ର ମେକର୍ସ ଏହି ଚଳଚ୍ଚିତ୍ରରୁ ରଶ୍ମିକାଙ୍କ ଫାଷ୍ଟ ଲୁକ ମୁକ୍ତିଲାଭ କରିଛନ୍ତି, ଯାହାକୁ…
ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍ କୁନାଲ କପୁର
ନୂଆଦିଲ୍ଲୀ,୪।୪: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲିବ୍ରିଟି ସେଫ୍ କୁନାଲ କପୁର। ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରେ…
ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେବେ ଅଲୁ ଅର୍ଜୁନ
୨୦୨୧ରେ ମୁକ୍ତିଲାଭ ସାଉଥ ଫିଲ୍ମ ‘ପୁଷ୍ପା’ର ଜଲଓ୍ବା ଏବେଯାଏଁ ଲୋକଙ୍କ ମନରୁ ଲିଭିନି। ‘ପୁଷ୍ପା’ର ଗୀତ, ଆକ୍ସନ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ସିନେମାଟି ଦେଶବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଥିଲା।…
ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶାହାରୁଖଙ୍କ ପୁଅ ଆର୍ୟନ! ଭାଇରାଲ ହେଉଛି Video
ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ୍। ବ୍ରାଜିଲ୍ର ଜଣେ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ସେ। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି…
ଭଜି ଭଜି ଚାଲିଗଲେ…
ଭୁବନେଶ୍ୱର, ୨।୪(ବନ୍ଦନା ସେଠୀ):ଭଜି ଭଜି ତୋ ନାମ ଚକାନୟନ, ମୋର ଯାଉ ଜୀବନ ପ୍ରଭୁ….। ୮୦ ଦଶକର ଏହି ଗୀତକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ଭଜନ ସମ୍ରାଜ୍ଞୀ ଭାବେ ପରିଚିତ ଶାନ୍ତିଲତା ବାରିକ ଛୋଟରାୟ। ସେ ନିଜକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ…
ବହୁ ସଂଘର୍ଷ କରିଛନ୍ତି ଭାରତୀ
ମୁମ୍ବାଇ: ଭାରତରେ ହାସ୍ୟ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରିଥିବା କେଇଜଣ ମହିଳାଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ଅତୀତରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ଭାରତୀ ଏକ ସାକ୍ଷାତ୍କାରରେ କହିଛନ୍ତି। ଭାରତୀଙ୍କୁ ମାତ୍ର ୨ ବଷ ହୋଇଥିବାବେଳେ…
ନିର୍ଦ୍ଦେଶନା ଦେବେ ସାରା!
ମୁମ୍ବାଇ: ଇଣ୍ଟରନେଟରେ ସକ୍ରିୟ ଥିବା କଳାକାରମାନଙ୍କ ମଧ୍ୟରେ ଅଭିନେତ୍ରୀ ସାରା ଅଲି ଖାନ ଅନ୍ୟତମ। ନିକଟରେ ତାଙ୍କୁ ‘ମର୍ଡର ମୁବାରକ’ ଏବଂ ‘ଏ ଓ୍ବତନ ମେରେ ଓ୍ବତନ’ ମୁଭିରେ ଦେଖିବାକୁ ମିଳିଛି। ସାରା ତାଙ୍କ ଫିଲ୍ମର ସୁଟିଂ ପୂର୍ବରୁ ଇନଷ୍ଟାଗ୍ରାମରେ କ୍ଲାପ…
ଆବଶ୍ୟକତାଠାରୁ ଅଧିକ ବୋଲ୍ଡ ଉର୍ଫି ଜାଭେଦଙ୍କ ଡେବ୍ୟୁ ମୁଭି
ମୁମ୍ବାଇ: ମାର୍ଚ୍ଚ ୧୯, ୨୦୧୦ରେ ମୁକ୍ତିଲାଭ କରିଥିବା ‘ଏଲଏସଡି’ କାଫି ବୋଲ୍ଡ ଏବଂ ଆଡଲ୍ଟ କଣ୍ଟେଣ୍ଟରେ ଭରପୁର ମୁଭି। ମୁଭିରେ ସମୟର ପରିବର୍ତ୍ତନଶୀଳ ଜିନିଷ ଏବଂ ଯୁବକମାନଙ୍କ ଉପରେ ଏହାର ପ୍ରଭାବ ଦେଖାଯାଇଥିଲା । କିନ୍ତୁ ଏହି ମୁଭି ଦର୍ଶକଙ୍କ ମନରେ…
ପରଲୋକରେ ଅଭିନେତା ଡାନିଏଲ ବାଲାଜୀ
ଚେନ୍ନାଇ, ୩୧।୩: ଦକ୍ଷିଣ ଭାରତୀୟ ଅଭିନେତା ଡାନିଏଲ ବାଲାଜୀ(୪୮)ଙ୍କ ହୃଦ୍ଘାତରେ ଶନିବାର ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଶୁକ୍ରବାର ଚେନ୍ନାଇର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାନିଏଲଙ୍କ ମୃତ୍ୟୁର ଖବର ଜଣାପଡ଼ିବା ପରେ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ…
‘ସ୍ବପ୍ନ ପୂରଣ ପାଇଁ କଠିନ ପରିଶ୍ରମ ହିଁ ଗୋଟିଏ ଶବ୍ଦ’
ଭାରତୀୟ ରାପ୍ ଜଗତରେ ଇକ୍କା ସିଂ ହେଉଛନ୍ତି ଜଣେ ପରିଚିତ ଚେହେରା। ୨୦୧୪ରୁ ଇନ୍ ଦ କ୍ଲବ୍ ନାମକ ଗୀତରେ ରାପ୍ କରି ସେ ବଲିଉଡ୍ରେ ନିଜର ସ୍ଥାନ ପକ୍କା କରିଥିଲେ। ଇକ୍କାଙ୍କ ପୂରା ନାମ ଅଙ୍କିତ ସିଂ ପଟୟାଲ୍। ନୂଆଦିଲ୍ଲୀର…
‘ଏଠି ସଙ୍ଗୀତ, ସଂସ୍କୃତି, କଳାର ସ୍ବତନ୍ତ୍ର ଚାହିଦା ରହିଛି’
ନିଜ ସୁରିଲା କଣ୍ଠରେ ବିଭିନ୍ନ ଭାଷାରେ ଗୀତ ଗାଇ ଶ୍ରୋତାଙ୍କୁ ନିଜର କରିପାରୁଥିବା କଣ୍ଠଶିଳ୍ପୀ ହେଉଛନ୍ତି ନୀତିମୋହନ ଶର୍ମା, ଯାହାଙ୍କୁ ସମସ୍ତେ ନୀତିମୋହନ ନାମରେ ଜାଣନ୍ତି। ୧୯୭୯ ନଭେମ୍ବର ୧୮ରେ ଦିଲ୍ଲୀଠାରେ ତାଙ୍କର ଜନ୍ମ। ବଲିଉଡ୍କୁ ଅନେକ ହିଟ୍ ଗୀତ ଦେଇ…
Archives


