ମନୋରଞ୍ଜନ

ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର ଯାତ୍ରାନୁଷ୍ଠାନରେ ପାଦ ଥାପିଥିବା ସତ୍ୟ ନୂଆ ହେଇପାରନ୍ତି ସତ; ମାତ୍ର ତାଙ୍କ ଅଭିନୟ କଦାଚିତ…

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି ଶୋ’ ‘ନଚ୍‌ ବଲିଏ’ର ସିଜିନ୍‌ ୯ର ସେ ପ୍ରଯୋଜନା କରିବେ। ଆଜି ପର୍ଯ୍ୟନ୍ତ ଏହି…

ପରଦାକୁ ଆସିବ କି ‘ବାହୁବଳୀ ୩’!

ମୁମ୍ବାଇ: ଫିଲ୍ମମେକର ଏସ୍‌ ଏସ୍‌ ରାଜମୌଳିଙ୍କ ଫିଲ୍ମ ‘ବାହୁବଳୀ ୨-ଦି କନକ୍ଲୁଜନ୍‌’ ରିଲିଜ୍‌ ହେବା ପରେ ଦର୍ଶକେ ଧରି ଦେଇଥିଲେ କି ବାହୁବଳୀ ସିରିଜ୍‌ ଏତିକିରେ ସରିଲା। ଏମିତିକି ଫିଲ୍ମ ନିର୍ମାତା ମଧ୍ୟ ତାହାହିଁ କହିଥିଲେ। ହେଲେ ଭଲ ସ୍କ୍ରିପ୍ଟ ମିଳିଲେ…

ପୁଣି ଥରେ କମାଲ କରିବେ ଥ୍ରି ଇଡିଅଟ୍‌ ଷ୍ଟାର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଓ ଥ୍ରି ଇଡିଅଟ୍‌ ଷ୍ଟାର କରିନା କପୁର ଖାଁ ପୁଣିଥରେ ଏକାଠି ନଜର ଆସିବେ ବୋଲି ଜଣାପଡିଛି। ଆମିରଙ୍କ ଅପ୍‌ କମିଙ୍ଗ ପ୍ରୋଜେକ୍ଟରେ ଉଭୟ କାମ କରିପାରନ୍ତି ବୋଲି କୁହାଯାଉଛି। ଫିଲ୍ମ ‘ଲାଲ…

ଛୋଟ ପରଦାକୁ ଫେରିଲେ କରଣ, ଏକ୍‌ତାଙ୍କ ସାମ୍ନାରେ ରଖିଥିଲେ ସର୍ତ୍ତ

୬ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ଅଭିନେତା କରଣ ସିଂହ ଗ୍ରୋଭର। ଏକ୍‌ତା କପୁରଙ୍କ ଟିଭି ଶୋ ‘କସୌଟି ଜିନ୍ଦେଗିକି-୨’ରେ ତାଙ୍କୁ ଦେଖିବାକୁ ମିଳିବ। ଇତି ମଧ୍ୟରେ ତାଙ୍କ ଚରିତ୍ର ମିଷ୍ଟର ବଜାରର ପ୍ରଥମ…

ଲାଲ୍‌ ଲେହେଙ୍ଗାରେ ସାରାଙ୍କ ଫଟୋଶୁଟ: ଫଟୋ ଦେଖି ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଜଗତରେ ପାଦ ଥାପିବା ଦିନଠାରୁ ସୈଫ ଲଳନା ସାରାଙ୍କ କ୍ରେଜ୍‌ କାହାଠାରୁ କମ୍‌ ନୁହେଁ। ଫିଲ୍ମ ‘କେଦାରନାଥ’ ଓ ‘ସିମ୍ବା’ରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିବା ପରେ ଏବେ ତାଙ୍କ ଆଗରେ ନିର୍ମାତାଙ୍କ ଲମ୍ବା ଲାଇନ୍‌। ଗୋଟିଏ…

ହୋସ୍‌ ଉଡାଇଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ କୁଇନ୍‌ ଯେତେବେଳେ ବି ସ୍ପଷ୍ଟ ହୁଅନ୍ତି ସେତେବେଳେ ସେ ଏକ ଭିନ୍ନ ଅନ୍ଦାରେ ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସୋନମ୍‌ ବେଳେବେଳେ ଏମିତି କିଛି ଫଟୋ ଶେୟାର କରନ୍ତି ଯାହାକୁ ଦେଖି ଫିଦା ହୁଅନ୍ତି…

ଭଲ ବ୍ୟବସାୟ କରୁଛି ଭାଇଜାନ୍‌ଙ୍କ ‘ଭାରତ’, ଖୁବ୍‌ଶୀଘ୍ର ସାମିଲ ହେବ ୨ଶହ କୋଟି କ୍ଲବରେ

ମୁମ୍ବାଇ: ଇଦ୍‌ରେ ପରଦାକୁ ଆସିଥିବା ସଲ୍‌ମାନ-କଟ୍ରିନା ଅଭୀନିତ ‘ଭାରତ’କୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳୁଛି। ଏହାର ପ୍ରମାଣ ହେଉଛି ଫିଲ୍ମର ବ୍ୟବସାୟ। ରିଲିଜ୍‌ର ପ୍ରଥମ ସପ୍ତାହରେ ଏହା ଶହେ କୋଟିରୁ ଅଧିକ ରୋଜଗାର କରିଥିବା ବେଳେ ଧୀରେ ଧୀରେ ଏହା ଦୁଇଶହ…

ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍‌ଚିଟ୍‌

ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଫଳରେ ସେ ଦୋଷମୁକ୍ତ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ମୁମ୍ବାଇ ଓସିୱାରା ବୋଲିସ ଷ୍ଟେଶନରେ…

ରିଲିଜ୍‌ ହେଲା ‘ସାହୋ’ର ଟିଜର: ଦେଖିବାକୁ ମିଳୁଛି ପ୍ରଭାସଙ୍କ ଆକ୍ସନ ସହ ରୋମାନ୍ସ

ମୁମ୍ବାଇ: ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟିଜର। ଏଥିରେ ରୋମାନ୍ସ ସହ ଭରପୂର ଆକ୍ସନ ଦେଖିବାକୁ ମିଳୁଛି। ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଏଥିରେ ଅଭିନୟ କରିଛନ୍ତି। ତେବେ ଟିଜରକୁ ଦେଖିବା ପରେ ଦର୍ଶକଙ୍କ ମନରେ ଫିଲ୍ମକୁ…

ଦବଙ୍ଗ-୩ରେ ଆଇଟମ୍‌ ନଂ କରିବେ ଏହି ଅଭିନେତ୍ରୀ

‘ଭାରତ’ ବକ୍ସ ଅଫିସରେ ଧୂମ୍‌ ମଚାଇବା ପରେ ସୁପରଷ୍ଟାର ସଲମାନ ଖାନ୍‌ ଦବଙ୍ଗ-୩ ପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି। ତେବେ ଏହି ଫିଲ୍ମରେ ଆଇଟମ୍‌ ନଂରେ କିଏ କରିବ ତାକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି।…

ଅଭିନୟ ଅପେକ୍ଷା ରିଲେଶନସିପକୁ ନେଇ ଚର୍ଚ୍ଚାରେ ରୁହନ୍ତି ଦିଶା

ମୁମ୍ବାଇ: ବଲିଉଡ୍‌ର ନବାଗତା ନାୟିକା ଦିଶାା ପାଟନୀ ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରଥମେ ତେଲଗୁ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିବା ଦିଶା ଏବେ ବଲିଉଡ୍‌ରେ ବେଶ୍‌ ଆକ୍ଟିଭ। ହେଲେ ସେ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ନୁହେଁ ତା’ଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri