ମନୋରଞ୍ଜନ

ରିଲିଜ ହେଲା ‘ଆର୍ଟିକଲ-୧୫’

ଫିଲ୍ମ ଫ୍ରାଇଡେ’ରେ  ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଆର୍ଟିକଲ-୧୫’। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଜାତିଗତ ଭେଦଭାବ ଉପରେ ଆଧାରିତ। ପ୍ରଥମଥର ପାଇଁ…

ଗାୟିକା ସାଜିଲେ ପ୍ରିୟା ପ୍ରକାଶ

ଥିରୁଭାନନ୍ଥପୁରମ୍‌: ଗତବର୍ଷ ଯାହାଙ୍କ ଆଖିମରା ଦୃଶ୍ୟ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟକୁ ଜିଣିପାରିଥିଲା, ସେଇ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ପ୍ରିୟା ପ୍ରକାଶ ବାରିୟର। ସେ ଆଗାମୀ ମାଲାୟାଲମ୍‌ ଫିଲ୍ମ ‘ଫାଇନାଲ୍ସ’ର ଏକ ସଂଗୀତରେ ସ୍ବର ଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ‘ମୋର…

ରବୀନାଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ରେ ଧୂମ ମଚାଇବେ ଡାଏନା

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଖାନଦାନୀ ଶଫାଖାନା’ରେ ଦେଖିବାକୁ ମିଳିବ। ଏହା ଏକ କମେଡି ଫିଲ୍ମ। କିଛି ଦିନ ତଳେ ଫିଲ୍ମର ଟ୍ରେଲର ସମ୍ମୁଖକୁ ଆସିଥିଲା।…

ୟେଲୋ ଶାଢିରେ ଭାଇରାଲ ହେଲା ଆଲିଆଙ୍କ ହଟ୍‌ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଆଲିଆ ଭଟ୍ଟଙ୍କ ଏକ ନୂଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ନିଜର ଅପ୍‌ କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ବିଜି ରହୁଥିବା ଆଲିଆ ଏବେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ…

‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା

ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ ସିନେମା ଦୋସ୍ତାନା-୨ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ କାର୍ତ୍ତିକ…

‘କବିର ସିଂହ’ ବକ୍ସ ଅଫିସରେ ହିଟ୍‌ ହେବା ପରେ ସାହିଦଙ୍କ ଘରେ ଉତ୍ସବର ମାହୋଲ

ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍‌ ହିଟ୍‌ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ ନେଇ ଏବେ ତାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସାହିଦଙ୍କ ସ୍ତ୍ରୀ ମିରା…

ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ ସମୟ ବିତାଉ ଥାଆନ୍ତୁ। ଏହି ସବୁ ଭିତରେ ମଧ୍ୟ ସେ ଜିମ୍‌ ପାଇଁ ସମୟ…

ଝିଅ ସହ ଫଟୋ ଶେୟାର କଲେ ଅମିତାଭ: କହିଲେ, ଜଣାପଡ଼ିଲାନି କେତେ ଶୀଘ୍ର ହୋଇଗଲା ବଡ଼

ମୁମ୍ବାଇ: ବଲିଉଡ୍‌ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ନିଜର କିଛି ନା କିଛି ଫଟୋ ଓ ଭିଡିଓକୁ ଶେୟାର କରିଥାନ୍ତି। ଝିଅ ଶ୍ୱେତା ବଚ୍ଚନଙ୍କ ସହ ତାଙ୍କର ସ୍ପେଶିଆଲ ବଣ୍ଡିଂ ରହିଛି। ତେବେ ଏହାରି ଭିତରେ…

ଆଲିଆ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ : ପ୍ରଥମ ଦିନରେ ୮୭ ହଜାରରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର

ଆଲିଆ ଏବେ ଫ୍ୟାନମାନଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ଆଲିଆ ବୁଧବାର ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ‘Aliabe’ ଲଞ୍ଚ କରିଛନ୍ତି। ପ୍ରଥମ ଦିନରେ ୮୭ ହଜାରରୁ ଅଧିକ ଲୋକ ସବ୍‌ସ୍କ୍ରାଇବ୍‌ କରିଥିବାବେଳେ…

ଅର୍ଜୁନଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଟ୍ରୋଲ ହେଲେ ମଲାଇକା

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ ଜୁନ୍‌ ୨୬ରେ ଥିଲା। ପ୍ରେମିକା ମଲାଇକା ଆରୋରା ସ୍ପେଶାଲ ଡେ’ରେ ତାଙ୍କୁ ସ୍ପେଶାଲ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରି ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇବା…

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର ସାଧାରଣ ମୃତ୍ୟୁ ହୋଇଥିବା ପ୍ରକାଶ। ଅଭିନେତା ମହେଶ ବାବୁଙ୍କର ସେ ସାବତ ମା’। ପାଖାପାଖି…

ଖୁବ୍‌ଶୀଘ୍ର ପାଟଣାଗଡ଼

ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ପାଟଣାଗଡ଼’। କିନ୍ତୁ ଶୁଟିଂ ସମୟରେ କେତେକ ଆଇନଗତ କାରଣରୁ ଫିଲ୍ମଟି ବେଶ୍‌ କିଛି ମାସ ହେବ ପଡ଼ିରହିଥିଲା। ହେଲେ ଖୁବ୍‌ଶୀଘ୍ର ଫିଲ୍ମଟି ପରଦା ଉପରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri