ମନୋରଞ୍ଜନ

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ଷ୍ଟଣ୍ଟ୍‌

ମୁମ୍ବାଇ: ଆକ୍ସନ ପାଇଁ ବଲିଉଡରେ ପ୍ରିସିଦ୍ଧି ଅର୍ଜନ କରିବା ସହିତ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଛି ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି। ୫୧ ବର୍ଷୀୟ ଏହି କଳାକାର ୧୯୯୧ରେ ‘ସୌଗନ୍ଧ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ…

ମୋଦିଙ୍କୁ ଭେଟିଲେ ଅନୁପମ ଖେର

ନୂଆଦିଲ୍ଲୀ, ୧।୭: ବଲିଉଡ ଅଭିନେତା ଅନୁପମ ଖେର ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଆଗାମୀ ଫିଲ୍ମ ‘ଓ୍ବାନ୍‌ ଡେ’ର ପ୍ରମୋଶନ ପାଇଁ ଦିଲ୍ଲୀ ଆସିଥିବା ଅନୁପମ ମୋଦିଙ୍କୁ ଭେଟିବାର ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି,…

ଖେଳାଳିଙ୍କ ଜର୍ସି ଉପରେ ମତ ଦେଇ ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ, ୧।୭: ବଲିଉଡ ଅଭିନେତ୍ରୀ ହ୍ୟୁମା କ୍ୟୁରେସୀ ଭାରତୀୟ କ୍ରିକେଟ ଦଳର ଜର୍ସି ଉପରେ ମତ ଦେଇ ଟ୍ରୋଲ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ କମଳା ଏବଂ ବ୍ଲୁ ମିଶା ନୂଆ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା। ପରେ ଇଂଲଣ୍ଡଠାରୁ…

ଟିଭି ଦେଖି ଆକ୍ଟିଙ୍ଗ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନ ଏବେ ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆକ୍ଟିଙ୍ଗ ଶିଖୁଥିବା ଦେଖିବାକୁ ମିଳିଛି। ତାହା ପୁଣି ଟେଲିଭିଜନ ଧାରାବାହିକ ‘କୁଙ୍କୁମ ଭାଗ୍ୟ’ରୁ। ଏହି ଭିଡିଓଟି ଶେୟାର କରିବା ସହ…

ଆସୁ ଆସୁ ଧମାଲ ମଚାଇଲାଣି ଏହି ରିମେକ୍‌ ସଙ୍ଗ୍‌

ମୁମ୍ବାଇ: ୯୦ ଦଶକରେ ପରଦାକୁ ଆସିଥିବା ଅଧିକାଂଶ ଫିଲ୍ମ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ମାଧୁରୀ ଦିକ୍ଷିତ ଓ ସଞ୍ଜୟ ଦତ୍ତଙ୍କ ଷ୍ଟାର କାଷ୍ଟରେ ପରଦାକୁ ଆସିଥିବା ଫିଲ୍ମ ‘ସାଜନ’ ମଧ୍ୟ ଏବେବି ତା’ର ଏକ ସ୍ବତନ୍ତ୍ର ପରିଚୟ…

ସୂର୍ଯ୍ୟବଂଶୀରେ ଅକ୍ଷୟଙ୍କ ଦମ୍‌ଦାର ଆକ୍ସନ: ଅଭିନେତା ଶେୟାର କଲେ ପାଓ୍ବାର ପ୍ୟାକ୍‌ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଓ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି। ଯେଉଁଠି ଦୁଇଜଣ ମାଷ୍ଟର ଏକାଠି କାମ କରୁଛନ୍ତି ସେଠାରେ ଭରପୁର ଆକ୍ସନ ମିଳିବା ତ ସ୍ବାଭାବିକ କଥା।…

ନ୍ୟୁୟର୍କରେ ଛୁଟି ମନାଇ ମୁମ୍ବାଇ ଫେରିବା ପରେ କ୍ୟାମେରା ସାମ୍ନାରେ ମୁହଁ ଲୁଚାଇଲେ ରଣବୀର, ମୁରୁକି ହସୁଥିଲେ ଆଲିଆ

ଆଲିଆ ଏବଂ ରଣବୀରଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା କମୁନି। କିଛିଦିନ ତଳେ ଦୁଇଜଣ ଯାକ ନ୍ୟୁୟର୍କରେ ଛୁଟି ମନାଉଥିବା ଖବର ଆସିଥିଲା। ତେବେ ଛୁଟି କଟାଇ ମୁମ୍ବାଇ ଫେରିବା ପରେ କ୍ୟାନସର ପୀଡ଼ିତ ଋଷି କପୁରଙ୍କ ଭେଟିବା ପାଇଁ ଯାଇଥିଲେ। ଏୟାରପୋର୍ଟରେ…

ମାଙ୍କଡକୁ ପାଣି ପିଆଇଲେ ସଲମାନ

ବଲିଉଡର ଭାଇଜାନ୍‌ ସଲମାନ ଖାନ କେବଳ ଜଣେ ମଣିଷ ପ୍ରେମୀ ନୁହଁନ୍ତି, ସେ ପଶୁପକ୍ଷୀମାନଙ୍କୁ ବି ବେଶ୍‌ ଭଲ ପାଆନ୍ତି।ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ସଲ୍ଲୁ ନିଜ ହାତରେ ଏକ ମାଙ୍କଡକୁ ପାଣି ପିଆଇଛନ୍ତି। ଏହାର ଏକ ଭିଡିଓ…

ରିଲେସନଶିପରେ ରହିଛନ୍ତି ଅନନ୍ୟା !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ସୁପୁତ୍ରି ଅନନ୍ୟା ପାଣ୍ଡେ ଏବେ ଲାଇମ୍‌ ଲାଇଟ୍‌ରେ। ବଲିଉଡ୍‌ ନବାଗତା ନାୟିକା ତଥା ଷ୍ଟାର କିଡ୍‌ଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅନନ୍ୟା। ଏବେ ତାଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଯୋର ଧରିଛି। ୟଙ୍ଗଷ୍ଟରଙ୍କ ମୁଣ୍ଡ…

ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ସ୍ବର୍ଗତ ରାଉତ ‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ‘ଭୀଷ୍ମପ୍ରତିଜ୍ଞା’…

ବଲିଉଡ୍‌ ଛାଡି ପାରନ୍ତି ଦଙ୍ଗଲ ଗର୍ଲ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ପାରଦର୍ଶିତା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଙ୍ଗଲ ଗର୍ଲ ଜାଇରା ଓ୍ବାସିମ ବୋଧହୁଏ ବଲିଉଡ୍‌ ଛାଡିବାକୁ ସ୍ଥିର କରିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଛନ୍ତି…

ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ ସଫି ଟର୍ନରଙ୍କ ଦ୍ୱିତୀୟ ବିବାହ ଉତ୍ସବରେ ସେ ଶାଢ଼ି ପିନ୍ଧିବାକୁ ଜମା ବି ଭୁଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri