ଗର୍ଲଫ୍ରେଣ୍ଡ୍ଙ୍କ ଜନ୍ମଦିନରେ ସଲମାନ ଉପହାର ଦେଲେ ହୀରା ମୁଦି
ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍ ଲୁଲିଆ ଭନ୍ତୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ମା’ ସଲମାଙ୍କ କଥା ମାନି ସେ ଏହି ଦାମୀ ଉପହାର ଲୁଲିଆଙ୍କୁ ଦେଇଛନ୍ତି ବୋଲି ସଲ୍ଲୁଙ୍କ ଜଣେ ବନ୍ଧୁ କହିଛନ୍ତି। ମଙ୍ଗଳବାର ସଲ୍ଲୁଙ୍କ…
ଆଲିଆଙ୍କ ପରେ ଜ୍ୟାକ୍ଲିନ୍ ଲଞ୍ଚ କଲେ ୟୁଟ୍ୟୁବ୍ ଚ୍ୟାନେଲ୍
କିଛିଦିନ ତଳେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ୟୁଟ୍ୟୁବ୍ ଚ୍ୟାନେଲ୍ ‘Aliabe’ ଲଞ୍ଚ କରିଥିଲେ। ଏବେ ଜ୍ୟାକ୍ଲିନ୍ ଫର୍ନାଡିଜ୍ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ପ୍ରଥମ ଦିନରେ ଜ୍ୟାକ୍ଲିନଙ୍କ ଫ୍ୟାମିଲି ଭିଡିଓ, ମଡେଲିଂ, ବଲିଉଡ୍ ଅଡିଶନ ଆଦି ଶେୟାର କରିଥିବା…
ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍’ର ହିନ୍ଦୀ ରିମେକ୍, କରନ୍ ଜୋହର କିଣିଲେ ରାଇଟ୍ସ
ମୁମ୍ବାଇ: ବଲିଉଡ୍ରେ ରିମେକ୍ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍ କରାଯାଇଛି। ଏହା ହିଟ୍ ହୋଇଛି ମଧ୍ୟ। ଏବେ ବହୁଚର୍ଚ୍ଚିତ ଫିଲ୍ମ ‘ଡିଅର କୋମରେଡ୍’ର ହିନ୍ଦୀ ରିମେକ୍ ନିର୍ମାଣ…
ହୋଟେଲରେ ଦୁଇଟି କଦଳୀର ବିଲ୍ ଆସିଲା ୪୪୨ଟଙ୍କା, ଚକିତ ହେଲେ ରାହୁଲ ବୋଷ
ମୁମ୍ବାଇ: ବଲିଉଡ୍ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବା ସମୟରେ ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସେ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। କଥାଟି ଏପରି। ଫିଲ୍ମର ଶୁଟିଂ ଚାଲୁଥିବା…
‘ନଟ୍ଖଟ୍’ ନିର୍ମାଣ କରିବେ ବିଦ୍ୟା
ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲାନ୍ ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ‘ନଟ୍ଖଟ୍’ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ସେ ନିଜେ ମଧ୍ୟ ଅଭିନୟ କରିବେ। ଏଥିପାଇଁ ସେ ପ୍ରଯୋଜକ ରୋନି ସ୍କ୍ରିଉବାଲାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ନିର୍ମାତାଙ୍କ…
୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା
ମୁମ୍ବାଇ: ବଲିଉଡ୍ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ ଜିଉଁଥିବା ପରି ମନେହୁଏ। ଇତି ମଧ୍ୟରେ ସେ ବଲିଉଡ୍ ସିନେମାଜଗତରେ ୧୩ ବର୍ଷ ବିତାଇସାରିଲେଣି।…
ଦେଖିବାକୁ ମିଳିପାରେ ଖିଲାଡି ବୟଙ୍କ ଆଉ ଏକ ଟ୍ୟାଲେଣ୍ଟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟଙ୍କର ରହିଛି ଭିନ୍ନ ଭିନ୍ନ ଟ୍ୟାଲେଣ୍ଟ। ସିରିୟସ, କମେଡି ସିନ୍ ସହ ଷ୍ଟଣ୍ଟ କରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଏହି ନାୟକଙ୍କୁ ଏବେ ଭିନ୍ନ ଅବତାରରେ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ଫିଲ୍ମ…
ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ
ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍ ହେବାକୁ ଥିବା ବଲିଉଡ୍ ମୁଭି ‘ସାହୋ’ରେ ଉଭୟ ନଜର ଆସିବେ। ହେଲେ ଏବେ ଏହାର ଏକ ପୋଷ୍ଟର…
ମା’ଙ୍କ ସହ ଡ୍ୟାନ୍ସ କଲେ ସଲମାନ
ବଲିଉଡର ଭାଇଜାନ ସଲମାନ ଖାନ୍ ଫିଲ୍ମ ‘ଭାରତ’ର ସଫଳତା ପରେ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ପ୍ରତିଦିନ କିଛି ଫଟୋ ହେଉ କିମ୍ବା ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରୁଥିବାର ନଜିର ରହିଛି। ନିକଟରେ ସେ ନିଜ ମା’…
୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍ କି ଜିତ୍ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର
ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍ କି ଜିତ୍’। ନିର୍ମାତା ଅନୀଲ ଶର୍ମା ଏବେ ଏହାର ସ୍ବିକ୍ୱେଲ ଉପରେ କାମ କରୁଛନ୍ତି। ଏହି ରୋମାଣ୍ଟିକ୍, ଡ୍ରାମା ଭିତ୍ତିକ ଫିଲ୍ମ ପାଇଁ…
ଅଭିନେତ୍ରୀଙ୍କୁ ୬ ମାସ ଜେଲଦଣ୍ଡ
ମୁମ୍ବାଇ,୨୩ା୭(ପି.ଟି.): ଏକ ଚେକ୍ ବାଉନ୍ସ ମାମଲାରେ ଅଭିନେତ୍ରୀ କୋଏନା ମିତ୍ରଙ୍କୁ ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅନ୍ଧେରୀ ମେଟ୍ରୋପଲିଟାନ୍ କୋର୍ଟ ମାଜିଷ୍ଟ୍ରେଟ୍ କେତକୀ ଚଭନ୍ ରାୟରେ ମଡେଲ୍ ତଥା ଅଭିଯୋଗକାରିଣୀ…
ଗୁପ୍ତଚର ଭୂମିକାରେ କଙ୍ଗନା
ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍ନା ରଣାଓ୍ବତ୍ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍ନା କହନ୍ତି, ‘ଏହା ଏକ ଆକ୍ସନ୍ ଫିଲ୍ମ। ଏଥିରେ ଜଣେ ମହିଳା ଅତି ଦୁଃସାହସିକତା ପରିଚୟ ଦେଇ ଏକ…
Archives


