ମନୋରଞ୍ଜନ

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ…

ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ

ମୁମ୍ବାଇ,୧୪।୪: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟୀ କରିଛନ୍ତି। ଆମେରିକାରେ ଅନମୋଲ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର…

ସଲମାନଙ୍କ ଘର ଉପରକୁ ଗୁଳିମାଡ଼, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ

ମୁମ୍ବାଇ: ରବିବାର ସକାଳେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା। ଦୁଇଜଣ ବାଇକ୍‌ ଆରୋହୀ ବାନ୍ଦ୍ରାସ୍ଥିତ ଭାଇଜାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ଗୁଳି ଚଳାଇ ପବନ ବେଗରେ ପଳାଇ ଯାଇଥିଲେ।…

୩୯ବର୍ଷ ବୟସରେ ଡକ୍ଟରେଟ ଡିଗ୍ରୀ ପାଇଲେ ଅଭିନେତା ରାମଚରଣ, ପୋଷ୍ଟ କରି ଖୁସି ବାଣ୍ଟିଲେ ସ୍ତ୍ରୀ

ମୁମ୍ବାଇ: ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏନେଇ ରାମ ଚରଣଙ୍କ…

କଳାକାରଙ୍କୁ ଭାଗ କରୁଛି ବିଜେଡି: ଭାଜପା

ଭୁବନେଶ୍ୱର, ୧୪।୪(ସୁନିତ୍‌ ମିଶ୍ର)ରାଜ୍ୟର କେତେଜଣ କଳାକାରଙ୍କୁ ଶୁକ୍ରବାର ନବୀନ ନିବାସରୁ ଡକରା ଆସିବା ପରେ ବହୁ ଜଣଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ବହୁ ଓଡ଼ିଆ ସିନେ ତାରକା ନବୀନ ନିବାସ ଯାଇ ସେଠାରେ ରାଜ୍ୟରେ କିପରି ଭଲ ଚଳଚ୍ଚିତ୍ର ଆଦି ହେବ…

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଗୁଳି ଫୁଟିଛି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨…

ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ରିତୁଶ୍ରୀ

ଭୁବନେଶ୍ୱର,୧୪।୪(ଶର୍ମିଷ୍ଠା ପାଣିଗ୍ରାହୀ)ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। ହେଲେ ଏହି ସଂଘର୍ଷ ଭିତରେ ଏକାକୀ ସମସ୍ତ ପରିସ୍ଥିତିକୁ ସାମ୍ନା କରି ନିଜ ଭବିଷ୍ୟତ ଗଢ଼ିବା ସହ ନିଜ ମାଟି ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା ଜଣେ ପ୍ରେରଣାଦାୟୀ ଟ୍ରାନ୍ସଜେଣ୍ଡର ହେଉଛନ୍ତି ରିତୁଶ୍ରୀ ପାଣିଗ୍ରାହୀ।…

ବଦଳିଗଲେଣି ଅନୁଭବ

ଭୁବନେଶ୍ୱର,୧୩ା୪: ଅଭିନେତା ଅନୁଭବ ମହାନ୍ତି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ହନୁମାନ ଜୟନ୍ତୀ ପୂର୍ବରୁ ତାଙ୍କର ଏହି ଲୁକ୍‌ ଏବେ ଭାଇରାଲ ହେଉଛି। ସେ ଏବେ ବହୁତ ବଦଳିଗଲେଣି ବୋଲି ଏହି ଲୁକ୍‌ ଦେଖି ଲୋକେ କହୁଛନ୍ତି। ବାସ୍ତରେ ସେ…

ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହ କଲେ ଘୋଷଣା

ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍‌ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍‌ ଦେଇଛି। ତେବେ…

ହେମା ମାଳିନୀଙ୍କୁ ସ୍ୟାଣ୍ଡେଲ ପିନ୍ଧାଇ ଦେଲେ ଶାହାରୁଖ

ମୁମ୍ବାଇ: ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ଏମିତିରେ ଜେଣ୍ଟଲ ମ୍ୟାନ କୁହାଯାଏ ନାହିଁ। ଶାହାରୁଖଙ୍କୁ ଅନେକ ସମୟରେ ଲୋକମାନଙ୍କ ସହ ବହୁତ ସମ୍ମାନର ସହିତ ମିଶୁଥିବା ଦେଖିବାକୁ ମିଳିଥାଏ । ଇଣ୍ଡଷ୍ଟ୍ରିର ଜଣେ ନୂତନ ଅଭିନେତା ହୁଅନ୍ତୁ, ତାଙ୍କ ପ୍ରଶଂସକ…

୨ ବାନ୍ଧବୀଙ୍କୁ ଡେଟ୍‌

ମୁମ୍ବାଇ: ଦିନ ଥିଲା ନବାଗତ ଯୋଗୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ନାକ ଟେକୁଥିଲେ। ହେଲେ ଏବେ ତାଙ୍କ ସହ କାମ କରିବାକୁ ଡେଟ୍‌ ମିଳିବା କଷ୍ଟକର। ଆମେ କହୁଛୁ ବଲିଉଡ୍‌ର ଚକ୍‌ଲେଟ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ବିଷୟରେ। ଏଯାବତ ସେ…

ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

ସିଓଲ,୧୩ା୪: ଦକ୍ଷିଣ କୋରିଆର ପପ୍‌ ଗାୟିକା ପାର୍କ ବୋ ରାମ୍‌ଙ୍କର ଗୁରୁବାର ରାତିରେ ମାତ୍ର ୩୦ ବର୍ଷ ବୟସରେ ପରଲୋକ ଘଟିଛି। ଏଭଳି ଦୁଃଖଦ ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ ଚାଲିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri