‘ସାହୋ’ ଦର୍ଶକଙ୍କ ପାଇଁ ଖୁସି ଖବର
ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ନେଇ ଦର୍ଶକେ ବେଶ୍ ଉତ୍ସାହିତ ଅଛନ୍ତି। ଏହା ଚଳିତ ବର୍ଷର ସବୁଠାରୁ ବଡ ଫିଲ୍ମ ହେବ ବୋଲି କୁହାଯାଉଛି। ନିକଟରେ ଏହାର ଟିଜର୍ ରିଲିଜ୍ ହୋଇଥିବା ବେଳେ…
ଅଚଳ ଚଳଚ୍ଚିତ୍ର ଜଗତ
ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ ଅବସ୍ଥା ପାଇଁ ଆମେ ନିଜକୁ ପ୍ରଥମରୁ ଦାୟୀ କରିନେବା ଠିକ୍ ହେବ। ଅନେକ ପ୍ରଯୋଜକ…
ବର୍ଷାରେ ଭିଜି ଭିଜି କାଉଡ଼ିଆ ବେଶରେ ଆଲବମ୍ ଗୀତ ଶୁଟିଂ କଲେ ଅକ୍ଷରା ସିଂ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ମୁମ୍ବାଇ,୧।୮: ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ ଏକ ଆଲବମ୍ ଗୀତ ଶୁଟିଂରେ ଏକଦମ୍ ଧମାଲ୍ କରିଛନ୍ତି। ସେ ଏହି ଗୀତରେ ବର୍ଷାରେ ଭିଜି ଭିଜି କାଉଡ଼ିଆ ବେଶରେ ଶୁଟିଂ କରିଛନ୍ତି। ଗୀତଟି ଶ୍ରାବଣ ମାସରେ କାଉଡ଼ିଯାତ୍ରା ଉପରେ ଶୁଟିଂ କରାଯାଇଛି। ମୁମ୍ବାଇର…
ପ୍ରେମ ଏଟିଏମ୍
ପ୍ରେମ ଏଟିଏମ୍-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରେମ ଏଟିଏମ୍ ପଛରେ କି ରହସ୍ୟ ରହିଛି ତାହା ତ…
ସ୍ତ୍ରୀ ହେବ ତ ଏମିତି
ସୋନମ୍ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ ଜଣା। ଦେଖୁନାହାନ୍ତି, ଏବେ ସେ ଯୁଆଡ଼େ ଗଲେ କେମିତି ସ୍ବାମୀ ଆନନ୍ଦ ଆହୁଜାଙ୍କୁ ପ୍ରଶଂସାରେ…
ପୋଷାକକୁ ନେଇ ଆକ୍ରୋଶର ଶିକାର ଅଜୟ
ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ ତାଙ୍କ ଅଭିନୟ ଓ ଆକ୍ସନ୍ ପାଇଁ ବେଶ୍ ପରିଚିତ। ବଡ ପରଦାରେ କେତେ ଗୁଡିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କର ନିକଟତର ହୋଇ ପାରିଛନ୍ତି। ହେଲେ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ…
ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା
ବି ଟାଉନ୍ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ ଆପୋସ ସହମତିରେ ଏପରି ନିଷ୍ପତ୍ତି ନେଇଥିବା ଦିୟା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି…
ଛାଡପତ୍ର ପରେ ଭାଙ୍ଗିନି ଏହି ବଲିଉଡ ଯୋଡିଙ୍କ ସମ୍ପର୍କ
ସାଧାରଣତଃ ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କୌଣସି ସମ୍ପର୍କ ରଖନ୍ତି ନାହିଁ। କିନ୍ତୁ ବଲିଉଡର ୫ଟି ଆଗଧାଡିର କଳାକାର ବ୍ୟକ୍ତିଗତ ଜୀବନରେ ଛାଡପତ୍ର ନେଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଦୃଢ ରହିଛି। ଅମିର ଖାନ୍-ରୀନା ଦତ୍ତ ବଲିଉଡ ଅଭିନେତା ଅମିର ଖାନ୍…
ଭୁଲିପାରୁ ନାହାନ୍ତି ପ୍ରିୟଙ୍କା
ପ୍ରିୟଙ୍କା ଚୋପ୍ରା ବଲିଉଡ୍ଠାରୁ ଦୂରେଇ ଗଲେଣି କହିଲେ କିଛି ଭୁଲ୍ ହେବନାହିିଁ। ନିକଟରେ ରିଲିଜ୍ ହୋଇଥିବା ‘ଭାରତ’ରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। ହେଲେ କେତେକ କାରଣରୁ ଏହାକୁ ସେ ହାତଛଡ଼ା କରିଥିଲେ। ହେଲେ ବଲିଉଡ୍ଠାରୁ ସେ ସମ୍ପୂର୍ଣ୍ଣ ଦୂରେଇ…
ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍ କରେ
ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନ ଜିଣି ପାରିଛନ୍ତି। ୧୯୯୮ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଲିଉଡ଼ ଚଳଚ୍ଚିତ୍ର…
ତିନ୍ ତଲାକ୍ ଜାଲରେ ଫଶିଥିଲେ ‘ଟ୍ରାଜେଡି କୁଇନ୍’
ବଲିଉଡର ଟ୍ରାଜେଡି କୁଇନ୍ ମୀନା କୁମାରୀଙ୍କ ଆଜି ୮୬ତମ ଜନ୍ମଦିନ। ସାହେବ ବିବି ଔର ଗୁଲାମର ଛୋଟି ବହୁ ଚରିତ୍ର, ପାକିଜାର ମାହଜବିନ ବା ମେରେ ଅପନେ ଫିଲ୍ମର ଆନନ୍ଦୀ ଦେବୀ ଭୂମିକାରେ ତାଙ୍କ ଅଭିନୟ ଏବେ ବି ଫ୍ୟାନଙ୍କ ହୃଦୟରେ…
ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ
ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ ଆଗକୁ ବଢ଼ିଛନ୍ତି। ଚାକିରିର ଚଉହଦି ବାନ୍ଧିପାରିନି ତାଙ୍କ ନାଟକର ମୋହକୁ। ଆଳାପ କ୍ରମରେ ତାଙ୍କ…
Archives


