ମନୋରଞ୍ଜନ

ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ

ମୁମ୍ବାଇ,୧୫।୮: ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କୁଲ୍‌ଫି କୁମାର ବାଜଓ୍ବୋଲା’ର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ପରଲୋକ ହୋଇଛି। ଫୁସ୍‌ଫୁସ୍‌ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କିଛି…

୪ଶହ ସୁନା ମୁଦି ବାଣ୍ଟିଲେ ସାଉଥ୍‌ ସୁପରଷ୍ଟାର

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଥାଲାପତି ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ବିଗିଲ’ ପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର ଶୁଟିଂ ସରିଥିବା ବେଳେ ବିଜୟ ପ୍ରାୟ ୪ ଶହ ସୁନା ମୁଦି ବାଣ୍ଟିଥିବା ଜଣାପଡିଛି। ଫିଲ୍ମରେ ଥିବା ସମସ୍ତ…

ଚର୍ଚ୍ଚିତ ଦେଶପ୍ରେମ ଗୀତ

ଥରେ ମନେପକାନ୍ତୁ ନା ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କର ସେହି କାଳଜୟୀ ଗୀତ ‘ୟେ ମେରେ ଓ୍ବତନ କି ଲୋଗଁା’କୁ। କବି ପ୍ରଦୀପଙ୍କ ଦ୍ୱାରା ରଚିତ ଏହି ଦେଶାତ୍ମବୋଧ ଗୀତ କେବଳ ସେ ସମୟରେ ନୁହେଁ ଏବେ ମଧ୍ୟ ଜନାଦୃତ ହୋଇ…

ସିନେମାରେ ରାଖୀ

ଦେବ ଆନନ୍ଦଙ୍କ ଅଭିନୀତ ‘ହରେ ରାମା ହରେ କ୍ରିଷ୍ଣା’ ସେ ସମୟରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ବେଶ୍‌ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ନିର୍ଦ୍ଦେଶକ ଦେବ ଆନନ୍ଦ। ସେଥିରେ ରାଖୀକୁ ନେଇ ଏକ ହୃଦୟସ୍ପର୍ଶୀ ଗୀତ ଦୃଶ୍ୟାୟିତ ହୋଇଥିଲା।…

ବଡ଼ ପରଦାରେ ଦେଶପ୍ରେମ

ଦେଶପ୍ରେମକୁ ନେଇ କେବଳ ପ୍ରାନ୍ତୀୟ ଭାଷାରେ ନୁହେଁ, ବଲିଉଡ୍‌ରେ ଅନେକ ସିନେମା ନିର୍ମିତ ହୋଇଛି। ଉପଯୁକ୍ତ କାହାଣୀ ଚୟନ, ମନକୁ ଛୁଇଁଲା ଭଳି ଉପସ୍ଥାପନା ଶୈଳୀ ଏହି ଚଳଚ୍ଚିତ୍ରଗୁଡିକୁ ହିଟ୍‌ ପର୍ଯ୍ୟାୟଭୁକ୍ତ କରିବାରେ ସହାୟକ ହୋଇଛି। ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚିତ…

ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏଥିରେ ତାଙ୍କୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର…

ପ୍ରେମିକ ପରିକ୍ଷୀତଙ୍କ ସହ ନିର୍ବନ୍ଧ କଲେ ନୀତି

ମୁମ୍ବାଇ: ପ୍ରଥମେ ବନ୍ଧୁତା ତା’ ପରେ ପ୍ରେମ, ଆଉ ଏବେ ବିବାହ। ଏଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ନୀତି ଟେଲରଙ୍କ ଜୀବନରେ। ଟେଲିଭିଜନ ଜଗତରେ ଜଣେ ଚୁଲବୁଲି ନାୟିକା ଭାବେ ନୀତିଙ୍କୁ ସମସ୍ତେ ଜାଣନ୍ତି। ଏବେ ସେ ହାତକୁ ଦୁଇ…

ଶାର୍ଦ୍ଦୁଳଙ୍କ ପ୍ରେମରେ ନେହା, ଖୁବ୍‌ଶୀଘ୍ର କରିପାରନ୍ତି ବିବାହ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବଲିଉଡ୍‌ ଅଭିନେତ୍ରୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିଂଙ୍କୁ ସେ ନିର୍ବନ୍ଧ କରିଥିବା ଖବର ପ୍ରଚାରିତ ହେବା ପରେ ଏବେ ବିବାହକୁ ନେଇ ଅନେକ କିଛି ଚର୍ଚ୍ଚା ହେବାରେ ଲାଗିଛି। ତେବେ ନିର୍ବନ୍ଧ ଖବରକୁ ଏଡ଼ାଇ…

ଡ୍ରାଇଭରଙ୍କଠାରୁ ଜାହ୍ନବୀ ଧାରନେଲେ ଟଙ୍କା

ବିନା ଟଙ୍କାରେ ଅଭିନେତ୍ରୀ ଜାହ୍ନବୀ କପୁର ଘରୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଏମିତି ଘଟିଲା ସେ ବାଧ୍ୟ ହୋଇ ତାଙ୍କ ଡ୍ରାଇଭରଙ୍କଠାରୁ ଧାର ନେଲେ। ଜାଣିଲେ ଆପଣ ବି ପ୍ରଶଂସା ନ କରି ରହି ପାରିବେନି। ଏହାର ଭିଡିଓ ସୋସିିଆଲ ମିଡିଆରେ…

ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ, ଗୋଟିଏ ଗୋଟିଏ ଫିଲ୍ମର କିଛି ଦେଶଭକ୍ତି ସଂଳାପ ଶୁଣିଲେ ଆଜି ବି ଲୋମ ଟାଙ୍କୁରି…

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ ବଲିଉଡ ଅଭିନେତ୍ରୀର ମାନ୍ୟତା ପାଇଛନ୍ତି। ଏଥିରେ ମୁଖ୍ୟ ଚରିତ୍ରରେ ଅକ୍ଷୟ କୁମାର, ବିଦ୍ୟା ବାଲାନ,…

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ ସହ ନଜର ଆସିବେ। ଫିଲ୍ମରେ ସଲ୍ଲୁଙ୍କ ପ୍ରେମିକା ହେବେ ସାଇ ଏବଂ ତାଙ୍କ ପତ୍ନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri