ଭାଇଜାନ୍ଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: ସଲମାନଙ୍କୁ ମିଳିଛି ହତ୍ୟା ଧମକ୍। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ଆସନ୍ତା ଶୁକ୍ରବାର ଅର୍ଥାତ ୨୭ ସେପ୍ଟେମ୍ବରରେ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ସେସନ୍ ଓ ଜିଲା କୋର୍ଟରେ ହାଜର ହେବେ। ତେବେ ଶୁଣାଣି ପୂର୍ବରୁ ଭାଇଜାନଙ୍କୁ ସୋସିଆଲ…
ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା
ଜଣେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ‘ତୁ ମୋ ଲଭ୍ଷ୍ଟୋରି’ ଫିଲ୍ମରେ ମୁଖ୍ୟ ନାୟକ ଭାବେ ନଜରକୁ ଆସିଥିଲେ ସ୍ବରାଜ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚୁଲ୍ବୁଲ୍ ନାୟକ ଭାବେ ଜଣାଶୁଣା ସ୍ବରାଜଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍କାର। ଧାରାବାହିକ, ଫିଲ୍ମରେ…
ଓଡ଼ିଆ ଧାରାବାହିକରୁ ୨ୟ ଇନିଂସ ଆରମ୍ଭ କରିବେ ରଚନା ବାନାର୍ଜୀ
ଭୁବନେଶ୍ୱର, ୨୫-୯(ବ୍ୟୁରୋ): ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଟେଲିଭିଜନ୍ ପରଦାରେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଆ ଦର୍ଶକଙ୍କ ପାଇଁ ପରଦାକୁ ଫେରିବେ ରଚନା। ସିନେମାରେ ନୁହେଁ,…
ବିଗ୍ ବି ପାଇବେ ଦାଦା ସାହେବ୍ ଫାଲ୍କେ ପୁରସ୍କାର
ମୁମ୍ବାଇ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ପାଇବେ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ପୁରସ୍କାର। ସିନେମା ଜଗତକୁ ଜୀବନ ବ୍ୟାପି ଅବଦାନ ଲାଗି ତାଙ୍କୁ ଏହି ପୁରସ୍କାର ମିଳିବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ…
‘ଲାଲ କପ୍ତାନ’ର ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଅପ୍ କମିଂ ଫିଲ୍ମ ‘ଲାଲ କପ୍ତାନ’ ଟ୍ରେଲରର ପ୍ରଥମ ଭାଗ ରିଲିଜ୍ ହୋଇଛି। ଏହି ଟ୍ରେଲରର ଟାଇଟଲ ରହିଛି ‘ହଣ୍ଟ’। ୧ ମିନିଟ ୨୨ସେକେଣ୍ଡର ରହିଥିବା ଏହି ଟ୍ରେଲରରେ ପ୍ରଥମରୁ…
ରାନୁ ମଣ୍ଡଳଙ୍କୁ ଫ୍ଲାଟ୍ ଉପହାର ଦେବା ଖବର ଏକ ଗୁଜବ: ସଲମାନ୍ ଖାଁ
ମୁମ୍ବାଇ,୨୪।୯: ରେଳଷ୍ଟେଶନରେ ଗୀତ ଗାଇ ପରେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କୁ ସଲମାନ୍ ଖାଁ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ ଉପହାର ଦେଇଥିବା ଖବର କିଛିଦିନ ତଳେ ପ୍ରଚାରିତ ହୋଇଥିଲା। ତେବେ ଏହା ଏକ ଗୁଜବ ବୋଲି…
ମାଆ ହେବାକୁ ଡରୁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ବୋଲ୍ଡ କୁଇନ୍ ମଲ୍ଲିକା ସେରାଓ୍ବତ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି ସତ। ହେଲେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ମଝିରେ ମଝିରେ ଆସନ୍ତି ଚର୍ଚ୍ଚାକୁ। ନିକଟରେ ସେ ଏକ ସାକ୍ଷାତ୍କାରରେ ଏମିତି କିଛି…
ଏହି ବଲିଉଡ୍ ଷ୍ଟାର୍ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?
ବଲିଉଡ୍ ଷ୍ଟାର୍ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ ବାବଦରେ କେତେ ଫିସ୍ ନିଅନ୍ତି। ବିଜ୍ଞାପନରେ ସବୁଠୁ ଅଧିକ ଟଙ୍କା ନିଅନ୍ତି ଅମିର୍ ଖାନ୍।…
ଇମୋଶନାଲ ହେଲେ ପରିଣିତି
ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ସବୁବେଳେ ତାଙ୍କ ମନକଥା ଖୋଲି କହିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ଇମୋଶନାଲ ହୋଇ ଯାଇଥିବା ଦେଖିବାକୁ ମିଳିଛି। ପାଖାପାଖି ୭ ସପ୍ତାହ ପରେ ସେ ତାଙ୍କ…
ସଲମାନ୍ଙ୍କ ପିଛା ଛାଡୁନି ବୁଲା କୁକୁର
ବଲିଉଡ୍ର ଭାଇଜାନ୍ ସଲମାନଙ୍କ ପିଛା ଛାଡିଲାନି ବୁଲା କୁକୁର। କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସତ। ନିକଟରେ ସଲମାନ ଆଇଫା ଆଓ୍ବାର୍ଡରେ ଭାଗ ନେବା ଅବସରରେ ତାଙ୍କୁ ପିଛା କରିଥିଲା ଏକ ବୁଲା କୁକୁର। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ…
ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା
ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି। ୩୯ ନମ୍ବର ସ୍ଥାନରେ ଥିବା ଅନୁଷ୍କା ଉକ୍ତ ତାଲିକାର ସର୍ବ କନିଷ୍ଠା ମହିଳା ବୋଲି…
ଫିଲ୍ମ ‘ଗଲି ବୟ୍’ ଓସ୍କାର ଏଣ୍ଟ୍ରି ପରେ ଏମିତି କହିଲେ ଆଲିଆ, ରଣବୀର
ଓସ୍କାର ୨୦୨୦ ପାଇଁ ଫିଲ୍ମ ‘ଗଲି ବୟ’କୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ଓସ୍କାର ଏଣ୍ଟ୍ରି ପାଇବା…

