ହିନ୍ଦୀ ହିଟ୍, ତାମିଲ ଫ୍ଲପ୍
ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ ଏହି ଗୀତ ଏବେ ବି ମନରେ ଶିହରଣ ସୃଷ୍ଟି କରିଥାଏ। ତେବେ ଏହି ସିନେମାଟି…
ସାଙ୍ଗମାନେ ମୋତେ ମିଛୁଆ ଭାବୁଥିଲେ
ସଙ୍ଗୀତ ଦୁନିଆରେ ପାଦ ଥାପିବା ପରେ ପ୍ରତିଷ୍ଠା ପାଇବାକୁ ବହୁତ ବିଳମ୍ବ ହୋଇଥିଲା। ଓଡ଼ିଶାରେ ଏହା ଜଣେ କଳାକାରଙ୍କ ପାଇଁ ବି ଏତେ ସହଜ ନୁହେଁ। ଏଣୁ ପ୍ରାୟ ୧୦ବର୍ଷ ଧରି ବିଭିନ୍ନ ଜାତୀୟ ଗଣମାଧ୍ୟମର ରିଏଲିଟି ଶୋ’ରେ ଭାଗ ନେଇଛି।…
କେବିସିରେ ‘ସିନ୍ଧୁତାଇ’, ପାଦ ଛୁଇଁ ସ୍ବାଗତ କଲେ ଅମିତାଭ
ମୁମ୍ବାଇ: ଆରମ୍ଭ ହୋଇଛି ସୋନି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ‘କୌନ୍ ବନେଗା କରୋଡ଼ପତି’। ସୁପରଷ୍ଟାର ଅମିତାଭ ଏଥର ମଧ୍ୟ ଶୋ’ ହୋଷ୍ଟ ଭାର ସମ୍ଭାଳିଛନ୍ତି। ତେବେ ଶୁକ୍ରବାର ପ୍ରସାରିତ ହେବାକୁ ଥିବା ଏପିସୋଡ୍ରେ ଅମିତାଭ ଜଣେ ମହିଳାଙ୍କୁ ସମ୍ମାନ…
ବିଜ୍ଞାନକୁ ଛାଡ଼ିି ରହିବା ମୋ ପାଇଁ କଷ୍ଟଦାୟକ
ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ଭାରତ ମହାକାଶ ବିଜ୍ଞାନରେ ଆଗୁଆ ରାଷ୍ଟ୍ରମାନଙ୍କର ସମକକ୍ଷ ହୋଇପାରିଛି। ବିଶ୍ୱରେ ଆଣିିଛି ଏକ ନୂଆ ପରିଚୟ। ଭାରତର ମହାକାଶ ବିଜ୍ଞାନର ବିକାଶ ଧାରାରେ ନିଜକୁ ସାମିଲ କରିଥିବା ବୈଜ୍ଞାନିକ କାର୍ତ୍ତିକ ସ୍ବାଇଁଙ୍କ ସହ ଅଳ୍ପ…
ହିମାଂଶୁଙ୍କ ସହ ବ୍ରେକ୍ଅପ୍ ପରେ ଏବେ ରଘୁଙ୍କ ପ୍ରେମରେ ସ୍ବରା
ମୁମ୍ବାଇ: ଲେଖକ ହିମାଂଶୁ ଶର୍ମାଙ୍କ ସହ ବ୍ରେକ୍ଅପ୍ ହେବା ପରେ ଏକୁଟିଆ ହୋଇ ଯାଇଥିଲେ ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର। ହେଲେ ଏବେ ତାଙ୍କ ଜୀବନରେ ନୂଆ ମଣିଷଙ୍କ ଏଣ୍ଟ୍ରି ହୋଇଛି, ଯାହାକୁ ନେଇ ସ୍ବରା ବେଶ୍ ଖୁସୀ। ସ୍ବର୍ଗତ ଅଭିନେତା…
୨୫ ବର୍ଷ ପରେ ପରଦାରେ ଏକାଠି କାମ କରିବେ ଦୁଇ ସୁପରଷ୍ଟାର
୧୯୯୪ରେ ହୋଇଥିବା ଫିଲ୍ମ ‘ଅନ୍ଦାଜ ଅପ୍ନା- ଅପ୍ନା’ର ସ୍ବିକେଲ୍ ନିର୍ମାଣ ହେବ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ପ୍ରଥମେ କୁହାଯାଉଥିଲା ରଣବୀର କପୁର, ବରୁଣ ଧାଓ୍ବନ ଏହି ଫିଲ୍ମରେ ନଜର ଆସିବେ। ମାତ୍ର ଏହି କମେଡି ଫିଲ୍ମର ସ୍ବିକେଲ ପାଇଁ ଅମୀର…
୬୦୦ଟଙ୍କିଆ ଶାଢି ପିନ୍ଧି ଟ୍ରୋଲ ହେଲେ କଙ୍ଗନା
ବଲିଉଡର ବିନ୍ଦାସ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କୁ ଅଧିକାଂଶ ସମୟରେ ଶାଢି ପିନ୍ଧିଥିବାର ଲକ୍ଷ୍ୟ କରାଯାଏ। ଶାଢି ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ମଧ୍ୟ ରହିଛି। ନିକଟରେ ମାତ୍ର ୬୦୦ଟଙ୍କିଆ ଶାଢି ପିନ୍ଧି ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି କଙ୍ଗନା। ତାଙ୍କ ଭଉଣୀ…
କନ୍ୟା ସନ୍ତାନର ବାପା ହେଲେ ଜୟ ଭାନୁଶାଳୀ
ଛୋଟ ପରଦାର ଚର୍ଚ୍ଚିତ କଳାକାର ଜୟ ଭାନୁଶାଳୀ ବାପା ହୋଇଛନ୍ତି। ସ୍ତ୍ରୀ ମାହି ବିଜ ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମାହି ଏବଂ ଜୟ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇବା ସହ ଝିଅର…
୧୩ ବର୍ଷ ପରେ ବଲିଉଡ୍ ଫେରିବେ ଶିଳ୍ପା
କିଛିବର୍ଷ ହେବ ଶିଳ୍ପା ଶେଟ୍ଟୀ ବଲିଉଡ୍ଠାରୁ ଦୂରେଇ ଯାଇଛନ୍ତି। କେବଳ ରିୟଲିଟି ଶୋ’ରେ ଯାହା ତାଙ୍କୁ ଦେଖିବାକୁ ମିଳୁଛି। ୯୦ ଦଶକରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ବେଶ୍ କିଛିବର୍ଷ ଧରି କୌଣସି କାରଣରୁ ଫିଲ୍ମରୁ ଦୂରେଇ ଯାଇଥିଲେ। ଫ୍ୟାନ୍ଙ୍କ ପାଇଁ…
‘ତେରେ ନାମ୍’ରୁ ହିଟ୍ ହୋଇଥିବା ଏହି ଅଭିନେତ୍ରୀ ଅଚାନକ ଛାଡ଼ିଦେଇଥିଲେ ଇଣ୍ଡଷ୍ଟ୍ରି
ଫିଲ୍ମ ‘ତେରେ ନାମ୍’ରୁ ହିଟ୍ ହୋଇଥିବା ଜଣେ ଅଭିନେତ୍ରୀ ଇଣ୍ଡଷ୍ଟ୍ରି ଛାଡ଼ି ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହୁଛନ୍ତି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭୂମିକା ଚାଓ୍ବଲା। ଆଜି ଅର୍ଥାତ ୨୧ ଅଗଷ୍ଟରେ ସେ ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି।…
ବାପା ଶାହିଦଙ୍କ ଅବିକଳ ନକଲ ହୋଇଛନ୍ତି ଜୈନ୍, ଚର୍ଚ୍ଚାରେ ଫଟୋ
ମୁମ୍ବାଇ: ପିଲାମାନେ ନିଜ ପିତାମାତାଙ୍କ ଭଳି ଲକ୍ଷଣ ଆଣିବା ସ୍ବାଭାବିକ କଥା। ହେଲେ କିଛି କିଛି ସନ୍ତାନ ଅବିକଳ ବାପା ଅଥବା ମା’ଙ୍କ ଭଳି ଦେଖାଯାଇଥାନ୍ତି। ସେପରି ଜଣେ ହେଲେ ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ପୁଅ ଜୈନ୍। ଶାହିଦ ନିଜର…
୭୫% ଲିଭର ନଷ୍ଟ ସ୍ବୀକାର କଲେ ବିଗ୍ ବି
ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ୭୫ ପ୍ରତିଶତ ଲିଭର ନଷ୍ଟ ହୋଇଯାଇଥିବା ସେ ସ୍ବୀକାର କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍ର ‘ସ୍ବାସ୍ଥ୍ୟ ଇଣ୍ଡିଆ ଲଞ୍ଚ୍’ରେ ଯୋଗଦେଇ ବିଗ୍ ବି କହିଲେ, ବ୍ୟକ୍ତିଗତ ସ୍ବାସ୍ଥ୍ୟ ସମ୍ପର୍କରେ ସବୁବେଳେ କହିଆସିଛି। କାରଣ ଅନ୍ୟମାନେ…
Archives


