ମନୋରଞ୍ଜନ

କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁଇଜଣ ଏକ ସଫାରୀ ଗାଡ଼ିରେ…

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ। ଏହି ସମାରୋହ ସେପ୍ଟେମ୍ବର ୬ରେ ଅସ୍‌ଲୋରେ ଆୟୋଜିତ ହେବ। ଏଥିରେ ବୋମନ ୧ହଜାରକୁ ଊର୍ଦ୍ଧ୍ୱ…

ରାନୁଙ୍କୁ ସହିପାରୁନାହାନ୍ତି ଲତା ମଙ୍ଗେସକର: ସୋସିଆଲ୍‌ ମିଡିଆରେ ଚର୍ଚ୍ଚା

ଦିଲ୍ଲୀରୁ ପଲ୍ଲୀ। ସବୁଠି ଏବେ ରାନୁ ମଣ୍ଡଳଙ୍କ ସୁମଧୁର କଣ୍ଠସ୍ବରର ଚର୍ଚ୍ଚା। ଭାଗ୍ୟ କିଭଳି ମଣିଷକୁ ରାସ୍ତାରୁ ନେଇ ସିଂହାସନରେ ବସାଇଦିଏ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ଦିନେ ପେଟ ପୋଷିବାପାଇଁ ରେଳ ଷ୍ଟେଶନରେ ବସି ଗୀତ…

‘ଗୋଲମାଲ’ ଭଳି ଫିଲ୍ମ ପସନ୍ଦ କରନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ। ଅପ୍‌କମିଙ୍ଗ ଫିଲ୍ମ ‘ବାଲା’କୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ତାଙ୍କୁ ‘ଗୋଲମାଲ’ ଭଳି ଫିଲ୍ମ ବହୁତ ପସନ୍ଦ।…

ରିଲିଜ୍‌ ହେଲା ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର ଦେଖିବାକୁ ମିଳିଛି ଭରପୁର ପ୍ୟାର, ମୋହବତ, ରୋମାନ୍ସ ଓ ଆଡଭେଞ୍ଚର। ଏହା ଏକ ରୋମାଣ୍ଟିକ…

ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ

ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସଲମାନଙ୍କ ତାଙ୍କ ଗୁରୁଙ୍କୁ ମନେ ପକାଇ ପିଲାଦିନର ସ୍ମୃତିକୁ…

ପ୍ରଥମ ଥର ଲାଗି ଏକାଠି ହେବେ ପ୍ରିୟଙ୍କା-ରାଜ କୁମାର ରାଓ

ମୁମ୍ବାଇ: ପ୍ରଥମ ଥର ପାଇଁ ଏକାଠି କାମ କରିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ରାଜକୁମାର ରାଓ। ତେବେ ଫିଲ୍ମଟି କେବଳ ନେଟ୍‌ଫିଲ୍ସ ଚ୍ୟାନେଲ୍‌ରେ ରିଲିଜ ହେବ। ମ୍ୟାନ ବୁକର ପୁରସ୍କାର ବିଜେତା ଉପନ୍ୟାସ ‘ଦ ହ୍ବାଇଟ୍‌ ଟାଇଗର’ ଉପରେ ଏହାର…

ବାପା ହିଁ ମୋର ଆଦର୍ଶ

ହୋଟେଲ, ଢାବା, ଗ୍ୟାରେଜରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ କିଏ କହେ ‘ଛୁଆଧରା ଅଫିସର’। ବାଲ୍ୟ ବିବାହକୁ ବନ୍ଦ କରି ନାବାଳିକାଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କୁ କେହି କେହି ‘ଘର ଭଙ୍ଗା ଅଫିସର’ ବୋଲି ଆକ୍ଷେପ କରନ୍ତି। ହେଲେ…

ମୁନାଭାଇଙ୍କ ସହ ଅଭିନୟ ଥିଲା ଏକ ଭିନ୍ନ ଅନୁଭବ

ପୁଚୁକି ଗାଲି ଗୀତରେ ପିଲା ବେଳେ ମୁଁ ଅନେକ ଡ୍ୟାନ୍ସ କରିଛି। ଛୋଟ ବେଳୁ ଏମିତି କିଛି ଗୀତ ଦେଖିଦେଖି ହିରୋ ହେବାର ନିଶା ମୋ ମୁଣ୍ଡକୁ ଢ଼ୁକିିଥିଲା। ସିଧାସଳଖ କହିବାକୁ ଗଲେ ଓଲିଉଡ଼ର ସୁପର୍‌ଷ୍ଟାର ସିଦ୍ଧାନ୍ତ ମହାପାତ୍ର ତଥା ମୁନା…

‘ଲଭ୍‌ ଆଜକଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍‌ ବର୍ତ୍ତମାନ ଇମ୍‌ତିଆଜ୍‌ ଅଲିଙ୍କ ‘ଲଭ୍‌ ଆଜ୍‌କଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି। ସେ ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହିତ ସ୍କ୍ରିନ୍‌ ଶେୟାର କରିବେ। ସାରା ମଧ୍ୟ ଡାଭିଡ ଧାଓ୍ବନଙ୍କ ରିମେକ୍‌ ଫିଲ୍ମ…

ଏବେ ଆଉ ବଡ଼ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ମନିଷା

ମୁମ୍ବାଇ: ବଲିଉଡ୍‌ ନାୟିକା ମନିଷା କୋଇରାଲା ବେଶ୍‌ କିଛି ସମୟ ବ୍ୟବଧାନରେ ପୁଣି ଥରେ ବଡ ପରଦାରେ ନଜର ଆସିବେ ବୋଲି ଜଣାପଡିଛି। ହେଲେ ଦିନେ ବଲିଉଡ୍‌ର ଆଗ ଧାଡିର ନାୟିକା ଥିବା ମନିଷା ଏବେ ଆଉ ବଡ ଭୂମିକାରେ ଅଭିନୟ…

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ବର୍ତ୍ତମାନର ନୁହେଁ। କିଛିଦିନ ତଳର। ଏଥିରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri