ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ଅମିତାଭ ବଚ୍ଚନ

ଆଜି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା, ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ସେ। ୨ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‌…

ସଫଳତା ସାଉଁଟୁଛି ‘ଜୋକର’

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ସିନେମା ଘରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ଫିଲ୍ମ ‘ଜୋକର’ ମଧ୍ୟ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିଛି। ତୋଡ୍‌ ଫିଲିପ୍ସ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଜୋକର’ରେ ଜୋକ୍ୱିନ୍‌ ଫୋଏନିକ୍ସ ମାନସିକ ରୋଗରେ ପୀଡ଼ିତ ଅସଫଳ ଷ୍ଟାଣ୍ଡଅପ୍‌…

‘ସୂର୍ଯ୍ୟବଂଶୀ’ ଅବତାରରେ ନଜର ଆସିଲେ ଅକ୍ଷୟ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଅକ୍ଷୟଙ୍କ ସହ ଅଭିନେତା ଅଜୟ ଦେବଗନ୍‌ ଏବଂ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଫିଲ୍ମରେ ଅକ୍ଷୟଙ୍କ ଏହି ଲୁକ୍‌କୁ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ନିଜ…

ଅମିତାଭ ନୁହନ୍ତି, ଏହି ସହକଳାକାରଙ୍କୁ ପସନ୍ଦ କରୁଥିଲେ ରେଖା

ଅକ୍ଟୋବର ୧୦ ଅର୍ଥାତ୍‌ ଆଜି ରେଖାଙ୍କ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ କିଛି କଥା ହୁଏତ ପ୍ରଶଂସକମାନେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ରେଖାଙ୍କ ସମ୍ପର୍କରେ… ରେଖା ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ସଚେତନ। ମିଡିଆ ସାମ୍ନାରେ…

ବଦଳିଲେ କୋମଲିକା: ଭାଇରାଲ ହେଉଛି ଆମନାଙ୍କ ଲୁକ୍‌

ମୁମ୍ବାଇ: ଟେଲିିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ପରିବର୍ତ୍ତନ କରାଯାଇଛି। ହିନା ଖାନ୍‌ ଶୋ’ ଛାଡ଼ିବା ପରେ ଏବେ ଆମନା ଶରିଫ ଏହି ଭୂମିକାରେ ନଜର ଆସିବେ। ଏବେ ଏହାର ପ୍ରଥମ ଲୁକ୍‌ ସାମ୍ନାକୁ…

କେବିସି ମଞ୍ଚରେ ଭାବୁକ ହେଲେ ଅମିତାଭ, ଆଖି ହେଲା ଓଦା

ମୁମ୍ବାଇ: ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ୭୭ ବର୍ଷରେ ପାଦ ଦେବେ ବିଗ୍‌ ବି। ଏହି ଦିନଟକୁ ଆହୁରୀ ସ୍ବତନ୍ତ୍ର କରିବା ଲାଗି ପ୍ରଶଂସକ ତଥା ତାଙ୍କ ସହ ବ୍ୟକ୍ତିଗତ ଭାବେ ଜଡିତ ଲୋକମାନେ…

ରିଲିଜ୍‌ ହେଲା ଫିଲ୍ମ ‘ଡ୍ରାଇଭ୍‌’ର ଗୀତ

ମୁମ୍ବାଇ: ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଓ ଶୁଶାନ୍ତ ସିଂ ରଜପୁତଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ର ଦ୍ୱିତୀୟ ଗୀତ ରିଲିଜ୍‌ ହୋଇଛି। ଅବଶ୍ୟ ଗୀତଟି ବେଶି ଫୋକସ୍‌ କରିଛି ନାୟିକା ଜ୍ୟାକଲିନଙ୍କ ଆଡକୁ। ତେଣୁ ଏଥିରେ ଜ୍ୟାକଲିନଙ୍କୁ ଖୁବ୍‌ ବୋଲ୍ଡ ଓ ସେକ୍ସି…

ସରିଲା ‘ଶକୁନ୍ତଳା ଦେବୀ’ ପ୍ରଥମ ସିଡ୍ୟୁଲର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ମୁଭି ‘ଶକୁନ୍ତଳା ଦେବୀ’ର ପ୍ରଥମ ସିଡ୍ୟୁଲର ଶୁଟିଂ ଶେଷ ହୋଇଛି। ଏହାପରେ ଏଥିରେ ଅଭିନୟ କରୁଥିବା କଳାକାରମାନେ ପାର୍ଟି କରୁଥିବା ନଜର ଆସିଛି। ୟୁକେରେ ଏହାର ପ୍ରଥମ ଶୁଟିଂ ସରିଥିବା ବେଳେ ସମସ୍ତ ସଦସ୍ୟ ଏବେ ଭାରତ ଫେରି…

ବେଲପାହାଡ଼ ଲଢ଼େଇ : ବିନୋଦ ବନାମ ସତ୍ୟ

ଚଳିତ ଅପେରା ସିଜନରେ ନିଜ ନିଜ ନାଟକକୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ କେବଳ ପାର୍ଟିରେ ପ୍ରୋପ୍ରାଇଟର ନୁହନ୍ତି, କଳାକାରମାନେ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଶେଷ ହୋଇଛି ବେଲପାହାଡ଼ ଦଶହରା ମହୋତ୍ସବ। ଏହି ଅପେରା ଲଢ଼େଇରେ ଦୁଇଟି ପାର୍ଟି-ନବଗଠିତ ତଥା ବଙ୍କିମ…

ଅପେକ୍ଷାରେ ଆଲିୟା

ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ ଅନ୍ତରଙ୍ଗ ସାଙ୍ଗଙ୍କ ବ୍ୟତୀତ ଏହି ଫିଲ୍ମର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ହେଲେ ପାର୍ଟି…

ଡରୁଛନ୍ତି ଦୀପିକା

ଦୀପିକାଙ୍କ ମନରେ ଏବେ ଭୟ ଘାରିଛି। ଗୋଟିଏ କଥା ପ୍ରକାଶ କରିବାକୁ ସେ ଡରୁଛନ୍ତି। କଥା କ’ଣ କି ନିକଟରେ ସେ ଏକ ନୂଆ ସିନେମାରେ ସାଇନ୍‌ କରିଛନ୍ତି। ଏଥିରେ ତାଙ୍କ ବ୍ୟତୀତ ଅଜୟ ଦେବଗନ ଏବଂ ରଣବୀର କପୁର ମଧ୍ୟ…

ଘର ଖର୍ଚ୍ଚ ପାଇଁ ଗହଣା ବିକିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍‌ (ପିଏମ୍‌ସି)ବ୍ୟାଙ୍କର ମାନ୍ଦାବସ୍ଥା ଏହାର ଗ୍ରାହକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ସାଧାରଣ ଗ୍ରାହକ ନୁହେଁ, ଟିଭି ଅଭିନେତ୍ରୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ‘ଅଗ୍‌ଲେ ଜନମ୍‌ ମୋହେ ବିଟିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?