ଜମୁଛି ରଚନା-ସିଦ୍ଧାନ୍ତଙ୍କ ପ୍ରଚାର, ଦୁହେଁ ଦୁହିଁଙ୍କୁ ଜଣାଉଛନ୍ତି ଶୁଭେଚ୍ଛା
ଭୁବନେଶ୍ୱର,୧୧।୪: ରାଜନୀତି ମଇଦାନରେ ଦୁଇ ସିନେ ତାରକା ସିଦ୍ଧାନ୍ତ ଓ ରଚନା। ଓଲିଉଡ଼ର ଦୁଇ ସୁପରଷ୍ଟାର ଏବେ ମଇଦାନରେ ପ୍ରଚାର କରୁଛନ୍ତି। ଉଭୟେ ଉଭୟଙ୍କୁ ମନ ମଧ୍ୟ ପକାଉଛନ୍ତି। ସିଦ୍ଧାନ୍ତ ମହାପାତ୍ର ଏବେ ଦିଗପହଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବାବେଳେ ରଚନା ବାନାର୍ଜୀ…
ଶିଖରଙ୍କ ସହ ପ୍ରେମସମ୍ପର୍କକୁ ଖୋଲାଖୋଲି ସ୍ବୀକାର କଲେ ଜାହ୍ନବୀ, ଜାଣନ୍ତୁ ସେ କିଏ?
ବମ୍ବେ: ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଶ୍ରୀଦେବୀ ଲଳନା ତଥା ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର। ଦୀର୍ଘଦିନ ଧରି ଖୋଲାଖୋଲି ଭାବେ ଡେଟିଂକୁ ନେଇ ମୁହଁ ଖୋଲୁ ନ ଥିଲେ। ହେଲେ ଏବେ ସେ ସମ୍ପର୍କ ଉପରେ ମୋହର ମାରିଛନ୍ତି। ମଙ୍ଗଳବାର…
ଏକଦା ପ୍ରିୟଙ୍କାଙ୍କୁ ଚାପୁଡ଼ା ମାରିବାକୁ ପହଞ୍ଚିଥିଲେ ଟ୍ବିଙ୍କିଲ…କାରଣ ଥିଲା କିଛି…
ବମ୍ବେ: ବଲିଉଡର ହିଟ୍ ଯୋଡ଼ିମାନଙ୍କ ମଧ୍ୟରୁ ଖିଲାଡି କିଙ୍ଗ୍ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନାଙ୍କ ଯୋଡ଼ି ଅନ୍ୟତମ। ଏବେ ସଫଳ ଦାମ୍ପତ୍ୟ ଜୀବନ ଜିଉଁଥିବା ଅକ୍ଷୟ କିନ୍ତୁ ଯୁବାବସ୍ଥାରେ ଚପଳ ଥିଲେ। ବିବାହିତ ଥିବା ସତ୍ତ୍ୱେ ନାୟିକାମାନଙ୍କ ପ୍ରେମରେ…
ହଁ, ମୋର ବିବାହ ସରିଛି: ତାପସୀ
ବମ୍ବେ: ସେଲିବ୍ରିଟିଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ଗହଣରେ ଭିନ୍ନ କ୍ରେଜ୍ ଥାଏ। ଏଥିଲାଗି ଅନେକେ କଳାକାର ସିକ୍ରେଟ୍ ଓ୍ବେଡିଂ କରିବାକୁ ପସନ୍ଦ କରିଥାନ୍ତି। ପରେ ସେମାନେ ବିବାହର ଫଟୋ ସମସ୍ତଙ୍କ ସହ ଶେୟାର କରିଥାନ୍ତି। ହେଲେ ଏବେ ବଲିଉଡ୍ରେ ଏକ ଚର୍ଚ୍ଚିତ…
ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା!
ଭୁବନେଶ୍ୱର,୧୦।୪: ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା । ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବେ ବିଦୁସ୍ମିତା ଦାଶ ମନ୍ତ୍ରୀ। ପଦ୍ମ ଛାଡ଼ି ଶଙ୍ଖ ଫୁଙ୍ଖିବେ ଅଭିନେତ୍ରୀ। ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହେଲାଣି । ବିଦୁସ୍ମିତାଙ୍କ ସ୍ବାମୀ ଅନନ୍ତ କୁମାର…
ଏହି ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପଓ୍ବନ ସିଂ
ପାଟନା,୧୦ା୪: ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାସ୍ତବରେ ପାଓ୍ବାର ଷ୍ଟାର ନାମରେ ଜଣାଶୁଣା ପଓ୍ବନ ସିଂହ କରାକାଟ୍ରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ତେବେ ପଓ୍ବନ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ନାହିଁ।…
ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ
ଓ୍ବାଶିଂଟନ: ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ। ୩୮ ବର୍ଷିୟା ଲେଡି ଗାଗା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର…
ରାଜନୀତିରେ ଯୋଗଦେବେନି ସଞ୍ଜୟ ଦତ୍ତ
ମୁମ୍ବାଇ: ନିକଟରେ ରାଜନୀତିରେ ଯୋଗ ଦେଉ ନାହାନ୍ତି ବୋଲି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୋମବାର ନିଜ ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି। ଏହାସହ ଚଳିତ ଲୋକ ସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କରାଯାଉଥିବା ବିଭିନ୍ନ…
ରାମନବମୀରେ ଘୋଷଣା ହେବ ‘ରାମାୟଣ’!
ମୁମ୍ବାଇ: ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍ ବଜେଟ୍ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ। ଭଗବାନ…
ଖାଲି ପୁଷ୍ପା ନୁହେଁ, ଅଲ୍ଲୁ ଅର୍ଜ୍ଜୁନଙ୍କ ଏହି ୮ ଫିଲ୍ମ ବି ହୋଇଛି ହିଟ୍
ମୁମ୍ବାଇ: ତେଲ୍ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ଅର୍ଥାତ୍ ଏପ୍ରିଲ ୮ରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍ ଦିନରେ ତାଙ୍କର କିଛି ଫିଲ୍ମ ଉପରେ ନଜର ପକାଇବା। ଯାହା ତାଙ୍କୁ ସାରା ବିଶ୍ୱରେ…
ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର
ଚେନ୍ନାଇ: ସୋମବାର ଅର୍ଥାତ୍ ଏପ୍ରିଲ ୮ରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ଟ୍ରେଡ ମାର୍କ AA ଦକ୍ଷିଣରେ ବହୁତ ଭାଇରାଲ । ଏହି ଟ୍ରେଡ ମାର୍କ ଏମିତି ସେମିତି ସୃଷ୍ଟି ହୋଇନାହିଁ । ଏହାର…
ହେମାମାଳିନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ମୁମ୍ବାଇ,୭।୪:ଭାଜପା ଏମ୍ପି ତଥା ମଥୁରା ପ୍ରାର୍ଥୀ ହେମାମାଳିନୀ ୧୪୧.୪୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କର ୧୨୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଏବଂ ୧୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ଏଥିରେ ସ୍ବାମୀ…
Archives


