ହଲିଉଡ୍ରେ ଡିମ୍ପଲ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଭିନ୍ନ ରୂପ ଏବେ ଦେଖିବାକୁ ମିଳିଛି। କାରଣ ସେ ଏବେ ହଲିଉଡ୍ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। କିଛିଦିନ ତଳେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ…
ମାଲାୟାଲମ ଅଭିନେତା ଶକ୍ତିମାନ ହେବାରୁ ରାଗିଲେ ମୁକେଶ: କହିଲେ ନେଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ
ମୁମ୍ବାଇ: ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ଓମାର ଲୁଲୁଙ୍କୁ ବରିଷ୍ଠ ଅଭିନେତା ମୁକେଶ ଖାନ୍ନାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ନିର୍ଦ୍ଦେଶକ ଓମାର ଲୁଲୁ ନିଜର ଅପ୍ କମିଂ ଫିଲ୍ମ ‘ଧମାକା’ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେଥିମଧ୍ୟରୁ ଗୋଟିଏ…
ରଣବୀର ସିଂଙ୍କୁ ଭୁଲିଗଲେ ଦୀପିକା
ବଲିଉଡ୍ର ମୋଷ୍ଟ ପପୁଲାର କପଲ୍ ହେଉଛନ୍ତି ଦୀପିକା ପାଦ୍ୟୁକୋନ୍ ଓ ରଣବୀର ସିଂ। ଦୁହେଁ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ମଧ୍ୟ। ନିକଟରେ ଏକ ଇଭେଣ୍ଟ୍ରେ ଯୋଗ ଦେବା ଅବସରରେ ଦୀପିକା ବିବାହିତ ବୋଲି କହିବାକୁ ଭୁଲି ଯାଇଥିଲେ। ମୁଁ ଜଣେ…
ଅମିତାଭଙ୍କ ଅନୁରୋଧରେ ହିନ୍ଦୀ ଫିଲ୍ମ ଦେଖିଥିଲେ ମୋଦି
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କର ୬୯ ତମ ଜନ୍ମ ଦିନ ପାଳନ କରୁଥିବା ବେଳେ ସବୁଆଡୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ବଲିଉଡ୍ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛି। ଏହି କ୍ରମରେ ମୋଦିଙ୍କ ବଲିଉଡ୍ ସହ ଥିବା…
କିସିଂ ସିନ୍ ଅଭ୍ୟାସ କରିବାକୁ କହିଥିଲେ ନିର୍ଦ୍ଦେଶକ
ମୁମ୍ବାଇ: ଗତ କିଛିବର୍ଷ ମଧ୍ୟରେ ରାଧିକା ଆପ୍ତେ, କଳ୍କୀ କୋଚଲିନ୍ ଓ ବିଦ୍ୟା ବଲାନଙ୍କ ଭଳି ବଲିଉଡ୍ ଅଭିନେତ୍ରୀ ନିଜର କାଷ୍ଟିଂ କାଉଚ୍ ଅନୁଭବ ସମ୍ପର୍କରେ ପ୍ରକାଶ କରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡି ହୋଇଛି।…
ସିକ୍ୟୁଏଲ ଫିଲ୍ମରେ ଅଭିନୟ କରିବେ ଜନ୍
ମୁମ୍ବାଇ; ଜନ୍ ଅବ୍ରାହମ୍ ତାଙ୍କ ଦମ୍ଦାର ଅଭିନୟ ଓ ଆକ୍ସନ ପାଇଁ ବେଶ ଚର୍ଚ୍ଚିତ। କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍’ ଫ୍ଲୋରକୁ ଆସିଥିଲା। ଯଦିଓ ଏହା ବକ୍ସ ଅଫିସରେ ଭଲ ବିଜନେସ୍ କରିପାରି ନ ଥିଲା ତେବେବି…
ଛୂୁଟି କଟାଉଛନ୍ତି ସୁସ୍ମିତା
ମୁମ୍ବାଇ: ବଲିଉଡ୍ କୁଇନ୍ ସୁସ୍ମିତା ସେନ୍ ଏବେ ବିଦେଶରେ ଛୁଟି କଟାଉଥିବା ଜଣାପଡିଛି। ମାଲଦ୍ୱୀପରେ ସେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଶଲଙ୍କ ସହ ହାପି ମୁଡ୍ରେ ଥିବା ଦେଖିବାକୁ ମିଳିଛି। ଅସଲ କଥା ହେଲା ବଲିଉଡ୍ର ଏହି ସିଙ୍ଗଲ ମଦର…
‘ଶକୁନ୍ତଳା ଦେବୀ’ଙ୍କ ବାୟୋପିକରେ ବିଦ୍ୟା
ମୁମ୍ବାଇ: ଫିଲ୍ମ ‘ମିଶନ ମଙ୍ଗଲ’ରେ ନିଜର ଦମ୍ଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ଡାର୍ଟି ଗର୍ଲ ଏବେ ତାଙ୍କ ଅପ୍ କମିଂ ଫିଲ୍ମ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଅନୁ ମେନନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ବିଦ୍ୟା ବାଲାନ ନଜର ଆସିବେ।…
ଆଲିଆଙ୍କ ଚପଲର ଦାମ୍ କେତେ ଜାଣନ୍ତି…
ଫିଲ୍ମ ବ୍ୟତୀତ ବଲିଉଡ୍ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି ହୋଇଛି। ଆଲିଆ ସବୁବେଳେ ନିଜର ଲୁକ୍କୁ ନେଇ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। କ’ଣ ପିନ୍ଧିଲେ…
ମିଲିନ୍ଦ ସୋମେନଙ୍କୁ ‘ପାପାଜୀ’ କହି ଡାକୁଛନ୍ତି ସ୍ତ୍ରୀ ଅଙ୍କିତା
ଅଭିନେତା ତଥା ମଡେଲ ମିଲିନ୍ଦ ସୋମେନ୍ ଏବେ ପୁଣି ଚର୍ଚ୍ଚାରେ। ଏବେ ସେ ନିଜ ଫିଟନେସ୍ ପାଇଁ ନୁହେଁ, ସ୍ତ୍ରୀ ଅଙ୍କିତା କୁଅଁରଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ୨୦୧୮ରେ ୫୩ ବର୍ଷୀୟ ମିଲିନ୍ଦ ୨୮ ବର୍ଷିୟା ଅଙ୍କିତାଙ୍କୁ ବିବାହ କରିଥିଲେ। ଏନେଇ…
ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ
ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର କୁମାର ରାୟ ଓରଫ୍ ରବି ରାୟ। ‘ଲୋକଶକ୍ତି ସଂଗଠନ’ ଥିଲା ଓଡ଼ିଶାର ପ୍ରଥମ ‘ପଞ୍ଜୀକୃତ…
ନାଟ୍ୟକାର ଅଜୟ ସ’
ଅଜୟ କୁମାର ସ’। ନାଟକକୁ ଭଲ ପାଉଥିବା ତଥା ନାଟକକୁ ନେଇ ସ୍ବପ୍ନ ଦେଖୁଥିବା ଜଣେ ମଣିଷ। କେବଳ ନାଟକକୁ ଭଲ ପାଉଥିବା କିମ୍ବା ନାଟକକୁ ନେଇ ସ୍ବପ୍ନ ଦେଖିବା ଭିତରେ ତାଙ୍କର ପରିଚୟ ସୀମିତ ନୁହଁ। ସେ ଏକାଧାରରେ ଜଣେ…
Archives


