ମନୋରଞ୍ଜନ

କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ ବାଦ୍‌ ଦିଆଯାଇଛି। ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଲକାତାରେ କେଆଇଏଫ୍‌ଏଫ୍‌ ୨୫ତମ…

‘ଉଜଡା ଚମନ’କୁ ଅଜୟଙ୍କ ସମର୍ଥନ, ନଭେମ୍ବର ପହିଲାରେ ପରଦାକୁ ଆସିବ

ମୁମ୍ବାଇ: ସମାନ ଧରଣର କାହାଣୀ ଉପରେ ପର୍ଯ୍ୟବେଶିତ ଦୁଇ ବଲିଉଡ୍‌ ଫିଲ୍ମ ‘ଉଜଡା ଚମନ’ ଏବଂ ‘ବାଲା’ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଭିନ୍ନ ମୋଡ ନେଉଛି। ପ୍ରଥମେ ଉଭୟ ଚଳଚ୍ଚିତ୍ରର ରିଲିଜକୁ ନେଇ ଆରମ୍ଭ ହୋଇଥିବା ତିକ୍ତତା କୋର୍ଟରେ ପହଞ୍ଚିଥିଲା।…

କ୍ୟାରିୟର ଅପେକ୍ଷା ବୟଫ୍ରେଣ୍ଡ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ କ୍ୟାଟ୍ରିନା

ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନା ପୂର୍ବତନ ବୟଫ୍ରେଣ୍ଡ୍‌ ରଣବୀର କପୁରଙ୍କ ସମ୍ପର୍କ ବିଷୟରେ ଖୋଲିଖୋଲି…

‘ଜୟେଶଭାଇ ଜୋରଦାର୍‌’ରେ ନଜର ଆସିବେ ରଣବୀର: ଲୁକ୍‌ ଭାଇରାଲ

ବଲିଉଡ୍‌ ଫିଲ୍ମ ‘୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍‌ଶୀଘ୍ର ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ। ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ ରଣବୀର ବିନା ନିଶ ଥିବା ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହା ତାଙ୍କର…

ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ

ମୁମ୍ବାଇ: ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡ୍‌ରେ ଭାଇ ଦୁଜ ପାଳନ କରାଯାଇଛି। ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ ସମଗ୍ର ଦେଶରେ ମଙ୍ଗଳବାର ହର୍ସଉଲ୍ଲାସରେ ଭାଇ ଦୁଜ ପାଳନ କରାଯାଇଛି। ଇତିମଧ୍ୟରେ ଅଭିନେତା କାର୍ତ୍ତିକ…

ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ ମୁଭି ‘ସିଙ୍ଘମ’ରେ ନଜର ଆସିଥିବା ନାୟିକା କାଜଲ ଅଗ୍ରଓ୍ବାଲ ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଏବେ ସେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ତେବେ ତାଙ୍କ ସ୍ବାମୀ କେମିତି ଗୁଣର…

ବାଜି ମାରିନେଲା ହାଉସ୍‌ଫୁଲ୍‌-୪

ଦୀପାବଳିରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ହାଉସ୍‌ଫୁଲ୍‌-୪ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜର ୪ ଦିନ ଭିତରେ ଫିଲ୍ମଟି ୮୩ କୋଟି ଟଙ୍କା ଆୟ କରିଛି। ଅକ୍ଷୟଙ୍କ ମଲ୍ଟିଷ୍ଟାରର ଏହି ସିନେମା ପ୍ରଥମ ଦିନ ପାଖାପାଖି ୨୦ କୋଟି…

ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର ଫଟୋ ଦେଖି ଅଧିକାଂଶ ଦର୍ଶକେ ଫିଦା ହୋଇଯାଆନ୍ତି। ଏବେ କିନ୍ତୁ ତୈମୁରଙ୍କ ଏମିତି ଏକ…

ଏବେ ବିକ୍କିଙ୍କ ପ୍ରେମରେ ପଡ଼ିଲେଣି କଟ୍ରିନା !

ମୁମ୍ବାଇ: ପ୍ରଥମେ ଭାଇଜାନ୍‌ ସଲମାନ୍‌ ଖାନ୍‌ ଏବଂ ପରେ ରଣବିର କପୁରଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କରେ ରହିଥିବା କଟ୍ରିନା କୈଫ୍‌ ଏବେ ପୁଣି ଜଣେ ଅଭିନେତାଙ୍କ ପ୍ରେମରେ। ସେ ହେଉଛନ୍ତି ଉରି ଷ୍ଟାର ବିକ୍କି କୌଶଲ। କିଛିଦିନ ହେବ ଉଭୟଙ୍କ…

ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଏଭଳି ଏକ ଷ୍ଟାର, ଯିଏ ଆବଶ୍ୟକତା ପଡ଼ିଲେ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇ ୨କୋଟି ଟଙ୍କା ଦାନ କରିଥିଲେ।…

ଅମିତାଭଙ୍କ ଦୀପାବଳି ପାର୍ଟି : ସାମିଲ ହୋଇଥିଲେ ଏହିସବୁ ଅଭିନେତ୍ରୀ, ଅଭିନେତା

ମୁମ୍ବାଇରେ ବିଗ୍‌ ବି ଅମିତାଭ ବଚ୍ଚନ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ, ଅଭିନେତାଙ୍କ ସହ ଜଣାଶୁଣା ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ସମସ୍ତ ଅତିଥିଙ୍କୁ ଅମିତାଭ, ଜୟା, ଅଭିଷେକ, ଐଶ୍ୱର୍ଯ୍ୟା ପାଛୋଟି ନେଇଥିଲେ।…

ଏଥର ରୋମ୍‌ରେ ଜନ୍ମଦିନ ପାଳିବେ ନୀଳ ନୟନା

ମୁମ୍ବାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥର ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ନଭେମ୍ବର ୧ରେ ତାଙ୍କ ଜନ୍ମଦିନ ପଡୁଥିବା ବେଳେ ସୋମବାର ସେ ଏଥିଲାଗି ବିଦେଶ ଗସ୍ତରେ ବାହାରିଥିବା ଜଣାପଡିଛି। ରବିବାର ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?