ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା
ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି, ଗୋଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ ଏକ ଅଫର। ହଁ , ସେ ହେଲେ ନବାଗତ ରାକେଶ ଦେଓ। ନିକଟରେ ତାଙ୍କ…
ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର
ମୁମ୍ବାଇ,୨୯।୯: ବଲିଉଡ୍ ଅଭିନେତ୍ରୀ କଲ୍କି କୋଚଲିନ୍ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର ଗର୍ଭବତୀ ବୋଲି ସୂଚନା ଦେଇଛନ୍ତି। ତାଙ୍କ ବୟଫ୍ରେଣ୍ଡ୍ ଗେ ହେର୍ସବର୍ଗ ଇସ୍ରାଏଲର ଜଣେ କ୍ଲାସିକାଲ…
‘ସ୍ବପ୍ନମହଲର ସ୍ବପ୍ନା’ରେ ଡବଲ ଚରିତ୍ରରେ ରିଙ୍କି
ଦୁଇ ଯାଆଁଳା ଭଉଣୀ। ସ୍ବପ୍ନା ଆଉ ସୁଇଟି। ଦେଖିବାକୁ ଏକାପରି। ଠିକ୍ ଯେମିତି ଗୋଟିଏ ଚାଉଳରେ ଗଢ଼ା। ସ୍ବପ୍ନା କାନ୍ଦୁରୀ ହୋଇଥିବା ବେଳେ ସୁଇଟି ରୋକ୍ଠୋକ୍। କାହାରିକୁ ଛାଡ଼େନା। ପିଲାଟି ବେଳୁ ଅଲଗା ହୋଇଯାଇଛନ୍ତି ଏଇ ଦୁଇ ଭଉଣୀ। ବଡ଼ ହେଉଛି…
ପ୍ରେମିକା ଚନ୍ଦ୍ରଭାଗା – ନାଟ୍ୟକାର ହର ବାରିକ
ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର ନିର୍ଦ୍ଦେଶକ ଯିଏ ଯାତ୍ରାର ମୌଳିକତା ଉପରେ ଗୁରୁତ୍ୱ ଦିଅନ୍ତି। ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର ନାଟ୍ୟକାର ଯିଏ ନାଟକକୁ ସାହିତ୍ୟର ସର୍ବଶ୍ରେଷ୍ଠ ବିଭବ ବୋଲି ମନେକରନ୍ତି। ସମ୍ଭବତଃ ସେଥିପାଇଁ ତାଙ୍କର…
ପୂର୍ବତନ ବିଶ୍ୱସୁନ୍ଦରୀଙ୍କ ଅଧୁରା ସ୍ବପ୍ନ, ଫଟୋ ଶେୟାର କରି ଲେଖିଲେ ଏମିତି
ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ସୁସ୍ମିତା ବୟଫ୍ରେଣ୍ଡ୍ ଏବଂ ପାଳିତା କନ୍ୟାଙ୍କ ସହିତ ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ…
ବ୍ୟାୟାମ କରିବା ସମୟରେ ପଡ଼ିଗଲେ ଅମୀରଙ୍କ ଝିଅ, ଭିଡିଓ ଭାଇରାଲ
ଅମୀର ଖାନ୍ଙ୍କ ଝିଅ ଇରା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ବ୍ୟାୟାମ କରିବା ସମୟରେ ସେ ପଡ଼ିଯାଇଥିବା ନଜର ଆସିଛି। ଇରା ଜିମ୍ ସେଣ୍ଟରରେ ଏକ ରଡ୍ରେ ଓହଳି ବଡି ମୁଭ୍ ପାଇଁ ଚେଷ୍ଟା କରୁଥିଲେ। ଏହି…
ସୁର ସମ୍ରାଜ୍ଞୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ
ନୂଆଦିଲ୍ଲୀ,୨୮।୯: ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର ଶନିବାର ୯୦ତମ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ଲତାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ୍ରୁ ଆରମ୍ଭ କରି କ୍ରିକେଟ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ଭାରତ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କୋକିଳକଣ୍ଠୀଙ୍କୁ…
୯୦ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର
ମୁମ୍ବାଇ,୨୮।୯: କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରୋ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ ଲତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ସେହିବର୍ଷାଂରୁ ସେ ଗୀତ…
ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଓଡ଼ିଆ ଝିଅ
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସାଉଥ୍ ସୁପରଷ୍ଟାର୍ ତଥା ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କ ସହ ବଡ଼ ପରଦାରେ ଅଭିନୟ କରିବେ ଓଡ଼ିଶାର ଦେବୋସ୍ମିତା ପଟ୍ଟନାୟକ। ରଜନୀକାନ୍ତଙ୍କ ଆଗାମୀ ଫିଲ୍ମରେ ସେ ନଜରକୁ ଆସିବେ। ତାମିଲ୍ ଫିଲ୍ମ ‘ଦରବାର’ରେ ଅଭିନୟ ପାଇଁ ଦେବୋସ୍ମିତାଙ୍କୁ ସୁଯୋଗ ମିଳିଥିବାବେଳେ…
ବଦଳିବେ ‘କସୌଟି ଜିନ୍ଦେଗୀର ଖଳନାୟିକା, ଆମନା ହେବେ ନୂଆ କୋମଲିକା
ମୁମ୍ବାଇ: ବଦଳିବେ ଲୋକପ୍ରିୟ ଟେଲି ଧାରାବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଖଳନାୟିକା। ପୂର୍ବରୁ କୋମଲିକା ଚରିତ୍ରରେ ଅଭିନେତ୍ରୀ ହିନା ଖାନ୍ଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ତାଙ୍କ ସ୍ଥାନ ନେବେ ଆମନା ଶରିଫ। ତେବେ ଆମନା ଟେଲିଭିଜନ ଦୁନିଆର ସଂସ୍କାରୀ ବୋହୁ…
ନୃତ୍ୟ ଟ୍ରେନିଂର ରାଜ୍ ଖୋଲିଲେ ଟାଇଗର୍: ହ୍ରିତିକ୍ଙ୍କ ଭିଡିଓ ଦେଖି ଶୋଉଥିଲେ
ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ୍ ଶେୟାର କରୁଥିବା ଟାଇଗର ଶ୍ରଫ୍ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସେ ହ୍ରିତିକ୍ଙ୍କ ନୃତ୍ୟ ଭିଡିଓ ଦେଖିଥାନ୍ତି ବୋଲି କହିଛନ୍ତି। ଆହୁରି ମଧ୍ୟ…
‘ଲାଲ୍ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍
ସୈଫ୍ ଅଲ୍ଲୀ ଖାନ୍ଙ୍କ ଫିଲ୍ମ ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍ ସମ୍ମୁଖକୁ ଆସିଯାଇଛି। ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ ଦେଖିବାକୁ ମିଳୁଛି। ସୋନାକ୍ଷୀ ଗାଦି ଉପରେ ବସିଥିବା ବେଳେ ମୁହଁରେ ମୁଖା ପିନ୍ଧିଛନ୍ତି। ନବଦୀପ…
Archives


