ମନୋରଞ୍ଜନ

ସୋସିଆଲ ମିଡିଆରେ ଖୋଲା ଅଫର୍‌ ଦେଲେ ସଲମାନ୍‌ ଖାନ୍‌, ଜାଣନ୍ତୁ କାହାକୁ…

ବମ୍ବେ: ସୋସିଆଲ ମିଡିଆରେ ଖୋଲା ଅଫର୍‌ ଦେଲେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌। ଆପଣ ଭାବୁଥିବେ କାହାକୁ। ସେ କୌଣସି ଯୁବତୀ ନୁହନ୍ତି ବରଂ ଜଣେ ନିର୍ଦ୍ଦେଶିକା। ଆମିର ଖାନ୍‌ଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ସେ କାମ କରିବାକୁ...

ବଲିଉଡ୍‌ରେ ଡେବ୍ୟୁ କରିବେ ଉର୍ଫି, ହାତରେ ଲାଗିଛି ବଡ଼ ଅଫର୍‌…

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ନିଜର ଅଜବ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ନିଜର ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ୧୪ ବର୍ଷ ପୂର୍ବେ ଆସିଥିବା...

ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ

କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି। ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ...

ସିଏଏକୁ ବିରୋଧ କଲେ ଥଲାପତି ବିଜୟ

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସୋମବାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ସିଏଏ ଭାଜପାର ମାନିଫେଷ୍ଟୋର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ସାଉଥ୍‌...

ଟ୍ରୋଲର୍ସଙ୍କୁ ଜବାବ ଦେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସମସ୍ତେ ବେଶ୍‌ ପସନ୍ଦ କରିଥାନ୍ତି। ଉଭୟଙ୍କ ବିବାହକୁ ପ୍ରାୟ ୧୫ ବର୍ଷ ବିତିସାରିଥିବା ବେଳେ ଏବେ ଏହି...

ଗର୍ଭବତୀ ଅଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା? ୪ ମାସ ପୂର୍ବରୁ ହୋଇଥିଲା ବିବାହ

ଇସଲାମାବାଦ/ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କର ଜଣେ ପ୍ରଶଂସକ ଅଛନ୍ତି। ଏହି ଅଭିନେତ୍ରୀ ପାକିସ୍ତାନୀ ଶୋ’ ସହିତ ବଲିଉଡରେ ମଧ୍ୟ କାମ କରିଛନ୍ତି। ଅଭିନେତ୍ରୀ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଏକ ଭଲ ସନ୍ତୁଳନ ବଜାୟ ରଖନ୍ତି ।...

ସବୁଠାରୁ କମ ବୟସରେ ଓସ୍କାର ଜିତି ରେକର୍ଡ କଲେ ଭଉଣୀ-ଭାଇ

ଓ୍ବାଶିଂଟନ,୧୦।୩: ଦୁନିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଓସ୍କାର ଉପରେ ସମସ୍ତଙ୍କ ନଜର ସବୁବେଳେ ରହିଥାଏ। ଏଥର ୯୬ ତମ ଏକାଡେମୀ ପୁରସ୍କାର ଅନେକ କ୍ଷେତ୍ରରେ ସ୍ବତନ୍ତ୍ର ଏବଂ ଭିନ୍ନ ହୋଇଛି। ଏହାର ଗୋଟିଏ କାରଣ ହେଉଛି ବିଜେତା। ଏଥର ଅନେକ...

Oscar award 2024: କିଲିଆନ ମର୍ଫି ଶ୍ରେଷ୍ଠ ଅଭିନେତା, ଏମା ଷ୍ଟୋନ୍‌ ଶ୍ରେଷ୍ଠ ଅଭିନେତ୍ରୀ

ଓ୍ବାଶିଂଟନ,୧୧ା୩: ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ୧୧ରେ ଓଟିଟି ପ୍ଲାଟଫର୍ମ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାରରେ ଭାରତରେ ସିଧା ପ୍ରସାରଣ କରାଯାଇଛି।...

୨୦୨୪ ଓସ୍କାର ପୁରସ୍କାର ଘୋଷଣା: କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ

ଓ୍ବାଶିଂଟନ,୧୧ା୩: ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ।  ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ...

ଶ୍ରେଷ୍ଠ କଷ୍ଟ୍ଯୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା

ନୂଆଦିଲ୍ଲୀ, ୧୧।୩: ସୋମବାର ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ପ୍ରଥମ ପୁରସ୍କାର ଭାବେ ଶ୍ରେଷ୍ଠ କଷ୍ଟ୍ଯୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ମଞ୍ଚକୁ ଆସିଥିବା ଜନ୍ ସିନାଙ୍କୁ ଦେଖି ଗ୍ୟାଲେରୀରେ ବସିଥିବା...

ମିସ୍‌ ଓ୍ବାର୍ଲଡ ନ ମିଳିବାରୁ ବହୁତ କାନ୍ଦିଲେ ସିନି ଶେଟ୍ଟୀ

ନୂଆଦିଲ୍ଲୀ: ମାର୍ଚ୍ଚ ୯ ରେ, ମିସ ୱାଲର୍‌ଡ ୨୦୨୪ ଏହାର ବିଜେତା ପାଇଛି । ଚଳିତ ବର୍ଷ ଚେକ ରିପବ୍ଲିକର ଖ୍ରୀଷ୍ଟିନା ପିସ୍ଜକୋଭାଙ୍କ ମୁଣ୍ଡରେ ବିଜୟର ମୁକୁଟ ସଜାଯାଇଛି। ଲେବାନନର ୟସ୍ମିନା ପ୍ରଥମ ରନର୍‌ ଅପ ହୋଇଛନ୍ତି। ଚଳିତ ବର୍ଷ...

Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା

ମୁମ୍ବାଇ: ମାର୍ଚ୍ଚ ୯ ଶନିବାର ୭୧ତମ ମିସ୍‌ ଓ୍ବାଲର୍‌ଡ ବିଜେତା ଘୋଷିତ ହୋଇଛି। ଏଥର ଏହି ଟାଇଟଲ ଚେକ୍‌ ରିପବ୍ଲିକର କ୍ରିଷ୍ଟ୍ରିନା ପିସ୍‌କୋଭାଙ୍କ ନିକଟକୁ ଯାଇଛି। ଯେତେବେଳେ କି ଲେବାନନର ୟସ୍ମିନା ପ୍ରଥମ ରନର୍ସଅପ୍‌ ହୋଇଥିଲେ। ୨୮ ବର୍ଷ ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri