ମନୋରଞ୍ଜନ

ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାର୍ଡ ୨୦୧୯: ମିହିର ଦାସ ‘ଏଭରଗ୍ରୀନ୍‌ ଅଭିନେତା’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାଶନାଲ ସହଯୋଗରେ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ ପକ୍ଷରୁ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ-୨୦୧୯ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାବେଳେ…

‘କମାଣ୍ଡୋ-୩’କୁ ନେଇ ଉଠିଲା ବିବାଦ

ମୁମ୍ବାଇ: ବଲିଉଡ୍‌ ମୁଭି ‘କମାଣ୍ଡୋ-୩’ର ଏଣ୍ଟ୍ରି ସିନ୍‌କୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏଥିରେ ବିଦ୍ୟୁତ ଭାମଓ୍ବାଲ ନଜର ଆସିଛନ୍ତି। ତେବେ ଏହି ସିନ୍‌ରେ କେତେଜଣ ମଲ୍ଲଯୋଦ୍ଧା ଆଖଡାରେ ଅଭ୍ୟାସ କରୁଥିବା ବେଳେ ସେହିବାଟ ଦେଇ ଯାଉଥିବା କେନ୍ଦ୍ରୀୟ ବିଦ୍ୟାଳୟର…

ନୂତନ ବର୍ଷ ଆରମ୍ଭ ନ ହେଉଣୁ ଅକ୍ଷୟ-ଜାହ୍ନବୀଙ୍କ ହାତରେ ଗୋଟିଏରୁ ବଳି ଗୋଟିଏ ଫିଲ୍ମ

ବମ୍ବେ: ବର୍ଷ ଆରମ୍ଭ ନ ହେଉଣୁ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରିଚାଲିଛନ୍ତି। ଫଳରେ ଏବେ ସେମାନଙ୍କ ହାତରେ ଫିଲ୍ମର ଏକ ଲମ୍ବା ତାଲିକା। ସେହିଭଳି ଦୁଇଜଣ ହେଲେ ଶ୍ରୀଦେବୀ ଲଳନା ଜାହ୍ନବୀ କପୁର…

ଭାଇରାଲ ହେଉଛି ଦିଶାଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ସେଥିପାଇଁ ତ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ହଟ୍‌ ଫଟୋକୁ ଶେୟାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏବେ…

ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ ଅତୁଳନୀୟ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ସବୁ ପିଢ଼ିର ହିରୋଇନ୍‌ଙ୍କ ସହ…

ଲୁଚିଲୁଚି ବାହା ହୋଇଥିଲେ ଏହି ଯୋଡ଼ି

ବଲିଉଡ୍‌ର ଅନେକ ଯୋଡ଼ି ଲୁଚି ଲୁଚି ବାହା ହୋଇଛନ୍ତି। ଏମିତି ଏକ ଯୋଡ଼ି ହେଉଛନ୍ତି ଊର୍ମିଳା ମାତେଣ୍ଡକର ଏବଂ ମହସିନ୍‌ ଅଖତର୍‌। ୨୦୧୬ରେ ଊର୍ମିଳା ତାଙ୍କ କଶ୍ମୀର ବୟଫ୍ରେଣ୍ଡ ମହସିନ୍‌ଙ୍କୁ ଲୁଚି ଲୁଚି ବାହା ହୋଇଯାଇଥିଲେ। ବିବାହ ଫଟୋ ସାମ୍ନାକୁ ଆସିବା…

ସୁହାନାଙ୍କୁ ପ୍ରଶଂସା କଲେ ଅନନ୍ୟା

ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା କେବେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସୁହାନାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହେବାପରେ ଏହି ଚର୍ଚ୍ଚା ଆହୁରି ବଢିଛି। ତାଙ୍କ…

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’ ନିର୍ମାଣ କରିଥିବା ବେଳେ ଏଥିରେ ସେ ଧାର୍ମିକ ଭାବନାକୁ କଠୋର ଆଘାତ ପହଞ୍ଚାଇଥିଲେ ବୋଲି…

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ପାନିପତ’

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକରଙ୍କ ଫିଲ୍ମ ‘ପାନିପତ’। ଉକ୍ତ ଫିଲ୍ମରେ ମହାନ ମରାଠା ସେନାପତି ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମସ୍ତାନୀଙ୍କୁ ଅପମାନଜନକ ଢଙ୍ଗରେ ପରିବେଷଣ କରାଯାଇଛି ବୋଲି ପେଶଓ୍ବା ବାଜିରାଓଙ୍କ ବଂଶ ଦାବି…

ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ରାକ୍ଷୀ ବହୁତ ଖୁସି: ଭିଡିଓ ଶେୟାର କରି କହିଲେ ‘ତାଙ୍କ ଡିଏନ୍‌ଏରେ ରାଜନୀତି’

ବମ୍ବେ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଗତ କିଛି ଦିନ ଧରି ଟଣାଓଟରା ଲାଗିରହିଥିଲା। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏହାକୁ ନେଇ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ବେଶ୍‌ ଖୁସି। ସୋସିଆଲ ମିଡିଆରେ…

ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ ପୂରିଛି ୨୨ ବର୍ଷ। ଏହି ଅବସରରେ ଅଜୟ ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର…

ଇମ୍ରାନ୍‌ଙ୍କ ନୂଆ ହିରୋଇନ୍‌, ପ୍ରଥମ ଥର ନଜର ଆସିବେ ହିନ୍ଦୀ ଫିଲ୍ମରେ

ଇମ୍ରାନ ହାସ୍‌ମୀଙ୍କୁ ଫ୍ୟାନ୍‌ମାନେ ବହୁତ ମିସ୍‌ କରୁଛନ୍ତି। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ଯିଏ ଅଭିନୟ କରୁଛନ୍ତି, ସେହି ଅଭିନେତ୍ରୀ ୨୦ଟି ସାଉଥ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri