ବିବାହ ପରେ ବଦଳିଗଲେ ମୋନା ସିଂ
ଅଭିନେତ୍ରୀ ମୋନା ସିଂ ବିବାହ କରିବାର ମାତ୍ର ୮ ଦିନ ପୂରଣ ହୋଇଛି। ସେ ୨୭ ଡିସେମ୍ବରରେ ତାଙ୍କ ବୟଫ୍ରେଣ୍ଡ୍ ଶ୍ୟାମ୍ଙ୍କୁ ବିବାହ କରିଥିଲେ। ବିବାହ ପରେ ମୋନା ସୋସିଆଲ ମିଡିଆରେ ଲଗାତର ଫଟୋ ଶେୟାର କରି ଚାଲିଛନ୍ତି। ତାଙ୍କର କିଛି…
ଓ୍ବାଘା ବର୍ଡରରେ ସୋନାଲି
ମୁମ୍ବାଇ: ଏଥର ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରିଛନ୍ତି। ବିଶେଷ ଭାବେ ବଲିଉଡ୍ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ନୂଆବର୍ଷ ପାଳନ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ମାସ ହେବ କ୍ୟାନସରରୁ…
ସୀମା ଟପିଲେ ଅନୁରାଗ
ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ କିଛିଦନ ହେବ ସୋସିଆଲ ମିଡିଆରୁ ଦୂରେଇ ରହିଥିବା ବେଳେ ଏବେ ପୁଣିଥରେ ସୋସିଆଲ ମିଡିଆରେ ଯୋଡି ହୋଇଯାଇଛନ୍ତି। ସବୁବେଳେ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ମଧ୍ୟ ସେମିତି…
ଇନ୍ଦ୍ରଜାଲ
ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ ହେଉଛି…
ଓଜନ କମାଉଛନ୍ତି ଆମିର
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ ବୃଦ୍ଧି କରିଥିଲେ। ଏବେ କିନ୍ତୁ ଆଉ କିଛି ସିନ୍ର ଶୁଟିଂ ପାଇଁ ତାଙ୍କୁ ଓଜନ…
୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଗୁଡ୍ ନ୍ୟୁଜ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍ ନ୍ୟୁଜ’ ଏବେ ୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ଯ୍ୟନ୍ତ ଫିଲ୍ମ ବକ୍ସ ଅଫିସରେ…
ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିକ୍ରାନ୍ତ
ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ଅପ୍ କମିଂ ଫିଲ୍ମ ‘ଛପାକ୍’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ଛପାକ୍’ରେ ଦୀପିକା ପାଦୁକୋନ୍ଙ୍କ ସହ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ନଜରକୁ ଆସିବେ। ବିକ୍ରାନ୍ତ ନିଜର ପର୍ସନାଲ ଓ ପ୍ରଫେଶନାଲ ଲାଇଫ୍ ପାଇଁ ସବୁବେଳେ…
ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ଅସଲ କାରଣ
ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବାଥ୍ଟବ୍ରେ ବୁଡ଼ି ପ୍ରାଣ ହରାଇଥିବା ଘଟଣାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏନେଇ ସେତେବେଳେ ନାନା ପ୍ରଶ୍ନ ଉଙ୍କି ମାରିଥିଲା। କିନ୍ତୁ ଏବେ ଏହି ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି।…
‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ
ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର ଏବେ ଏହି ଧାରାବାହିକକୁ ସେ ଗୁଡ୍ବାୟ କହିଦେଇଛନ୍ତି। ତାଙ୍କୁ ଏକ ସାକ୍ଷାତକାରରେ ଯେତେବେଳେ ପଚରାଗଲା…
ଆଲିଆଙ୍କୁ ଭିଡ଼ରୁ ବଞ୍ଚାଇଲେ ରଣବୀର
ମୁମ୍ବାଇ: ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ଆଲିଆ ଭଟ୍ଟ ଓ ରଣବୀର କପୁର ଅନ୍ୟତମ। ଦୀର୍ଘଦିନରୁ ବି’ଟାଉନରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଛି। ବଲିଉଡ୍ ସେଲିବ୍ରିଟିମାନେ ନିଜ ନିଜ ଡେଷ୍ଟିନେଶନ୍ରେ ନୂଆବର୍ଷ ପାଳିଥିବା ବେଳେ ରଣବୀର ଓ ଆଲିଆ…
ପରଦାକୁ ଫେରିଲେ ‘ଡ୍ରିମ ଗର୍ଲ’
ବଲିଉଡ୍ର ‘ଡ୍ରିମ ଗର୍ଲ’ ହେମାମାଳିନୀ ଫିଲ୍ମ ‘ଶିମଲା ମିର୍ଚି’ ଜରିଆରେ ପୁଣିଥରେ ପରଦାକୁ ଫେରିଛନ୍ତି। ଏହି ଫିଲ୍ମରେ ହେମାମାଳିନୀ ନିଜଠୁ ୩୬ ବର୍ଷ ସାନ ଅଭିନେତା ରାଜ କୁମାର୍ ରାଓଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳଛି। ରାଜକୁମାର ଏବଂ ହେମାଙ୍କ…
ଷ୍ଟାରକିଡ୍ଙ୍କ ସହ ଟେବୁଲ ଉପରେ ଚଢ଼ି ନାଚିଲେ ଭାଇଜାନ, ଫଟୋ ଭାଇରାଲ
ବଲିଉଡ୍ର ଷ୍ଟାରମାନେ ନୂଆବର୍ଷକୁ ଧୂମଧାମରେ ପାଳିଥିବା ବେଳେ ଏଥିରୁ ବି ବାଦ୍ ପଡ଼ିନାହାନ୍ତି ଭାଇଜାନ୍ ତଥା ସଲମାନ୍ ଖାଁ। ଷ୍ଟାର କିଡ୍ଙ୍କ ସହ ସେ ନୂଆବର୍ଷ ପାଳିଛନ୍ତି। ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

