ଦିୟା ମିର୍ଜା ‘ତୁମ୍ସା ନେହିଁ ଦେଖା’ରେ ଶୁଟିଂ ସେଟ୍ରେ ହରାଇଥିଲେ ନିଜର ନିୟନ୍ତ୍ରଣ…
ମୁମ୍ବାଇ,୯।୧୨: ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ ମଲ୍ଟି ମିଡ଼ିଆ କମ୍ପାନୀର ମାକେର୍ଟିଂ ଏକ୍ସିକ୍ୟୁଟିଭ୍ ଭାବେ ଦିୟା ନିଜର କ୍ୟାରିୟର ଆରମ୍ଭ କରିଥିଲେ।…
କରଣଙ୍କ ରୋମାଣ୍ଟିକ୍ ଫିଲ୍ମରେ ନଜର ଆସିବେ ଆୟୁଷ୍ମାନ
ମୁମ୍ବାଇ: ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେବା ପରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଚାହିଦା ବଢ଼ିଗଲାଣି। ନାମୀଦାମୀ ନିର୍ଦ୍ଦେଶକ ଆୟୁଷ୍ମାନଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ ଚାହୁଁଛନ୍ତି। ଖୁବ୍ଶୀଘ୍ର ସେ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମରେ…
ଆଲିଆଙ୍କ ନୂଆ ଫଟୋଶୁଟ୍, ପ୍ରଶଂସକ କହିଲେ- ଦୀପିକାଙ୍କ ଭଳି ଲାଗୁଛ
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ-ଦୀପିକା ପାଦୁକୋନଙ୍କ ମଧ୍ୟରେ ଭିନ୍ନ ସମ୍ପର୍କ। ଗୋଟିଏ ପଟେ ଉଭୟ ଭଲ ବନ୍ଧୁ ହୋଇଥିବା ବେଳେ ଅପରପକ୍ଷେ ଦୀପିକାଙ୍କ ପୂର୍ବତନ ପ୍ରେମିକ ରଣବିର କପୁରଙ୍କୁ ଭଲ ପାଉଛନ୍ତି ଆଲିଆ। ହେଲେ ଏହାକୁ ନେଇ ସମ୍ପର୍କ ଖଟା…
ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି ସଞ୍ଜୟ
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ବେଶ୍ କିଛି ସମୟ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ଐତିହାସିକ ମୁଭି ‘ପାନିପତ’ରେ ପୁଣିଥରେ ସଞ୍ଜୟଙ୍କର ଦମଦାର ଆକ୍ଟିଙ୍ଗ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି। ନିଜ ବାୟୋପିକରେ ନ…
ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍ କଲେ ଶିଳ୍ପା
ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍ ଫିଟ୍ କୁଇନ୍ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ଅଭିଯାନକୁ ନେଇ ସେ କହିଛନ୍ତି ଏହା ଖାଲି ଅଭିଯାନରେ…
ଗୀତ ଆଣିଲା ଯାତ୍ରାକୁ
ମମତା ବାରିକ। ଓଡ଼ିଆ ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଗାୟିକା। କେବଳ ସେ ଗାୟିକା ନୁହନ୍ତି; ଜଣେ ଆଙ୍କର ଭାବରେ ମଧ୍ୟ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜଗତ୍ସିଂହପୁରର ଶରତଚନ୍ଦ୍ର ଦାଶ ଓ ମଞ୍ଜୁବାଳା ଦାଶଙ୍କ କୋଳରେ…
ମିଛରେ ନୁହେଁଁ; ସେଦିନ ସତରେ କାନ୍ଦିଥିଲି: ଦୀପକ ରଞ୍ଜନ ବୋଷ
କଳାକାରଟିଏ କେତେବେଳେ ହସି ଆମକୁ ହସାଏ ତ କେତେବେଳେ କାନ୍ଦି ଆମକୁ କନ୍ଦାଏ। ତେବେ ହସି ହସାଉଥିବା କଳାକାରଟି ଯେ ସତରେ ହସୁଥାଏ ତାହାର କିଛି ଗ୍ୟାରେଣ୍ଟି ନାହିଁ। ହୁଏତ ଭିତରେ ବି ରହିଥାଇପାରେ ଅସୁମାରି ଦୁଃଖ। ମାତ୍ର ସେ କଳାକାର।…
ଭିନ୍ନ ଲୁକ୍ରେ ଆମିର
ମୁମ୍ବାଇ: ବଲିଉଡ୍ ନାୟକ ଆମିର ଖାଁ ବେଶ୍ କିଛିଦିନ ହେବ ବଡ ପରଦାରେ ଆଉ ନଜର ଆସୁ ନାହାନ୍ତି। ହେଲେ ବଲିଉଡର ଏହି ମିଷ୍ଟର ପରଫେକ୍ସନିଷ୍ଟ ତାଙ୍କ ଅପ୍କମିଙ୍ଗ ଫିଲ୍ମକୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ଖୁବ୍ଶୀଘ୍ର ସେ ଲାଲ ସିଂ…
ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ
ମୁମ୍ବାଇ,୮।୧୨: ବଲିଉଡ୍ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିବା ବେଳେ ପୁଣେରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏବେ ଏକ ଫିଲ୍ମ ଶୁଟିଂରେ…
‘କେଦାରନାଥ’ର ଗୋଟିଏ ବର୍ଷ ପୂର୍ତ୍ତି: ପୋଷ୍ଟ ଲେଖି ପୁରୁଣା ସ୍ମୃତିକୁ ମନେ ପକାଇଲେ ସାରା
ବମ୍ବେ: ଇତିମଧ୍ୟରେ ଫିଲ୍ମ ‘କେଦାରନାଥ’କୁ ପୁରିଛି ଏକ ବର୍ଷ। ସୋସିଆଲ ମିଡିଆରେ ଫିଲ୍ମ ସହ ଜଡିତ କିଛି ଫଟୋ ଶେୟାର କରି ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍। ଗୋଟିଏ ବର୍ଷ ବିତିଯାଇଥିବା ଭଳି ମନେ ହେଉ ନ…
୪୭ ବର୍ଷ ବୟସରେ ବି ସୁପରଫିଟ୍ ମନ୍ଦିରା
ବମ୍ବେ: ବୟସବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଏ। ହେଲେ କେତେଜଣ ନାୟିକା ଅଛନ୍ତି ଯେଉଁମାନେ ସବୁବେଳେ ଏଭରଗ୍ରିନ୍। ସେ ରେଖା ହୁଅନ୍ତୁ ଅବା ମାଧୁରୀ, ବୟସର ଛାପ ଯେମିତି ସେମାନଙ୍କ ପାଖ ମାଡେନି ସେଭଳି ମନେହୁଏ। କେବଳ ଯେ ବଲିଉଡ୍ ଅଭିନେତ୍ରୀ ତାହା…
ପିଆଜର ଦରବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଟ୍ବିଙ୍କିଲ
ମୁମ୍ବାଇ,୭।୧୨: ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ଯଦିଓ ଏବେ ବଡ ପରଦାଠାରୁ ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ଏମିତିକି ସୋସିଆଲ ଇସ୍ୟୁକୁ ନେଇ ସେ ଅନେକ ସମୟରେ ବ୍ଲଗ ମଧ୍ୟ ଲେଖି ଥାଆନ୍ତି। ଏବେ…
Archives


