ମନୋରଞ୍ଜନ

ଟ୍ରୋଲ ହେଉଛନ୍ତି ରଶ୍ମି

ବମ୍ବେ: ବିଗ୍‌ବସରେ ପ୍ରତିଯୋଗୀ ସିଦ୍ଦାର୍ଥ ଶୁକ୍ଳାଙ୍କ ମା’ଙ୍କ ଉପରେ ଟିପ୍ପଣୀ ଦେଇ ଟ୍ରୋଲ ହେଉଛନ୍ତି ରଶ୍ମି ଦେଶାଇ। କଲର୍ସ ଚ୍ୟାନେଲର ସୋସିଆଲ ପେଜ୍‌ରେ ଶେୟାର କରାଯାଇଥିବା ଏକ ପ୍ରମୋ ଭିଡିଓକୁ ନେଇ ରଶ୍ମିଙ୍କୁ ଟ୍ରୋଲ କରାଯାଉଛି। ଶୁକ୍ରବାର ପ୍ରସାରିତ ହେବାକୁ ଥିବା…

କରିନାଙ୍କ ଶୋ’ରେ କାର୍ତ୍ତିକ କହିଲେ ମନ କଥା

ବମ୍ବେ: ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଦେବା ପରେ ବି-ଟାଉନର ମୋଷ୍ଟ ଓ୍ବାଣ୍ଟେଡ୍‌ ହିରୋ ପାଲଟିଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। ଅନେକ ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡ଼ା ମଧ୍ୟ ଯାଉଛି। ପ୍ରଥମେ ସାରା ଅଲ୍ଲୀ ଖାଁଙ୍କୁ ସେ ଡେଟ୍‌…

‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଭାରତ-ପାକ୍‌ ଲଢ଼େଇ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଏବିସିଡି-୨’ରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ନିର୍ଦ୍ଦେଶକ ରେମୋ ଡି’ସୁଜା ଦର୍ଶକଙ୍କୁ ଭେଟି ଦେଉଛନ୍ତି ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’। ଏହି ଫିଲ୍ମରେ ମଧ୍ୟ ଶ୍ରଦ୍ଧା-ବରୁଣଙ୍କ ଯୋଡ଼ି ଦେଖିବାକୁ ମିିଳିବ।…

‘ହିଂସା’ ସମସ୍ୟାର ସମାଧାନ ନୁହେଁ: ରଜନୀକାନ୍ତ

ନୂଆଦିଲ୍ଲୀ,୨୦।୧୨: ଦେଶର ଅଧିକାଂଶ ଭାଗରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଗୁରୁବାର ବିଭିନ୍ନ ରାଜ୍ୟରେ ସିଏଏକୁ ବିରୋଧ କରାଯାଇଥିବା ବେଳେ ଅନେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସ ଓ ସାଧାରଣ ଜନତାଙ୍କ…

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ର ଓଡ଼ିିଆ ଚଳଚ୍ଚିତ୍ର…

ରିଲିଜ୍‌ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’: ଦର୍ଶକ କହିଲେ ‘ବ୍ଲକବଷ୍ଟର’

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ ରିଲିଜ ହୋଇଯାଇଛି। ‘ଚୁଲବୁଲ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଖ୍ରୀଷ୍ଟମାସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଦମଦାର କମେଡି ସାଙ୍ଗକୁ ସଲମାନ ଖାନଙ୍କ ଆକ୍ସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଫିଲ୍ମ…

ଧୂମଧାମରେ ଜନ୍ମଦିନ ପାଳିଲେ ତୈମୁର

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପଟ୍ଟୌଦୀ ପ୍ୟାଲେସରେ ଖ୍ରୀଷ୍ଟମାସ ଟ୍ରି ସାଙ୍ଗକୁ ଆଲୋକମାଳାରେ ସଜାଯାଇଛି। ତୈମୁରଙ୍କ ପସନ୍ଦର କେକ୍‌ ସାଙ୍ଗକୁ ଉପହାର ଦେଇଥିଲେ…

ଦର୍ଶକଙ୍କୁ ପସନ୍ଦ ଆସୁଛି ରାଣୀଙ୍କ ‘ମର୍ଦ୍ଦାନୀ-୨’, ରିଲିଜର ଛଅ ଦିନରେ ବ୍ୟବସାୟ କଲା ୨୫ କୋଟି

ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରୁଛି ରାଣୀ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ‘ମର୍ଦ୍ଦାନୀ-୨’। ରିଲିଜର ଷଷ୍ଠ ଦିନରେ ଫିଲ୍ମ ୨୫ କୋଟି ବ୍ୟବସାୟ କରିବାରେ ସଫଳ ହୋଇଛି। ଟୁଇଟର ପୃଷ୍ଠାରେ ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଏନେଇ ସୂଚନା ଦେଇଛନ୍ତି। ଶୁକ୍ରବାର…

ଦିଶାଙ୍କ ହ୍ୟାଟ୍ରିକ

ଦିଶା ପଟାନିଙ୍କ ତିନୋଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା ରହିଛି। ଖାସ୍‌ କଥା ହେଲା ପ୍ରଥମ ଥର ପାଇଁ ସେ ସଲମାନଙ୍କ ଅପୋଜିଟ୍‌ରେ ଅଭିନୟ କରିବେ। ଫିଲ୍ମଟିର ଟାଇଟଲ ରହିଛି ‘ରାଧେ’, ଯାହାର ଶୁଟିଂ ଆସନ୍ତାବର୍ଷ ଜାନୁୟାରୀରୁ ଆରମ୍ଭ…

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ ସାମାନ୍ୟ ଅଲଗା ବୋଲି କୁହାଯାଉଛି। ଅବଶ୍ୟ ଏଥର ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି କ୍ରିକେଟର…

ଲମ୍ବା ରେସ୍‌ର ଘୋଡ଼ା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନାକଳସ ଢାଳିବା। ଦେଖୁନାହାନ୍ତି, ଜଲିଉଡ୍‌ରେ ପାଦ ଦେଉ ଦେଉ ସେ କେମିତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ପୁଣି ଆରମ୍ଭରୁ ତାଙ୍କୁ ମିଳିଛି ନେଗେଟିଭ ଭୂମିକା। କେବଳ ସେତିକି ନୁହେଁ, ନିଜର ଡେବ୍ୟୁ…

ଇନ୍ଦ୍ରଜାଲ

ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ପ୍ରଯୋଜନା କରିବାକୁ ଯାଉଛନ୍ତି। ଉକ୍ତ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଇନ୍ଦ୍ରଜାଲ’। ଆର୍‌.ଆର୍‌, ଇଭେଣ୍ଟସ ବ୍ୟାନରରେ ଚିତ୍ରଟିର ମେଲ୍‌ ଲିଡ୍‌ରେ ଅଛନ୍ତି ସମ୍ବିତ ଆଚାର୍ଯ୍ୟ ଏବଂ ତାଙ୍କର ନାୟିକା ସାଜିଛନ୍ତି ଦେବଜାନୀ। ପିନୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri