ପୂର୍ବ ପ୍ରେମିକାଙ୍କ ସହ ଫାର୍ମହାଉସ୍ରେ ନୂତନ ବର୍ଷକୁ ସ୍ବାଗତ କଲେ ସଲ୍ମାନ
ବମ୍ବେ: ଏକଦା ସଙ୍ଗୀତା ବିଜଲାନୀଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଦବଙ୍ଗ ଖାନ୍। ହେଲେ ଏହା ବେଶି ଦିନ ତିଷ୍ଠି ନ ଥିଲା। ଏଣୁ ଦୁହେଁ ଅଲଗା ହୋଇ ଯାଇଥିଲେ। ଇତିମଧ୍ୟରେ ଅନେକ ବର୍ଷ ବିତିଗଲାଣି। ହେଲେ ନୂଆବର୍ଷକୁ ନେଇ…
ନୂଆବର୍ଷ ଉପଲକ୍ଷେ ରୋମାଣ୍ଟିକ୍ ହେଲେ ସୋନମ୍-ଆନନ୍ଦ, ଭିଡିଓ ଭାଇରାଲ
ବମ୍ବେ: ନୂଆବର୍ଷକୁ ରୋମାଣ୍ଟିକ୍ ଭାବେ ପାଳନ କରିଛନ୍ତି ଅନିଲ କପୁର ଲଳନା ସୋନମ୍ କପୁର। ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସୁଦୂର ରୋମରେ ଏବେ ଛୁଟି କାଟୁଛନ୍ତି ସୋନମ। ଏହି ସମୟରେ ସେ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି। ନିଜର ଇନ୍ଷ୍ଟା…
ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ିଥିଲେ ଏହି ଅଭିନେତ୍ରୀ
୫୦-୬୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଅଭିନେତ୍ରୀ ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ି ଦେଇଥିଲେ। ସେ ଆଉ ନାହାନ୍ତି ସତ, ମାତ୍ର ଆଜି ଅର୍ଥାତ୍ ବୁଧବାର ତାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କୁ ହଜାର…
ମନ୍ଦିର-ମସ୍ଜିଦ୍-ଚର୍ଚ୍ଚ ଫଟୋ ଛାଡ଼ି ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସାରା
ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରଶଂସକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍।…
୪୧ ବର୍ଷରେ ବିଦ୍ୟା ବାଲାନ୍: ଡାର୍ଟି ପିକଚର ଆଣି ଦେଇଥିଲା ବଲିଉଡ୍ରେ ଖ୍ୟାତି
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିଦ୍ୟା ବାଲାନ୍ ବୁଧବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଜାନୁୟାରୀ ୧ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇରେ ପାଠପଢ଼ା ସରିବା ପରେ ସେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ଟିଭି ସିରିଏଲ୍…
ଓବାମାଙ୍କ ପସନ୍ଦ ତାଲିକାରେ ଭାରତୀୟ ଗାୟକଙ୍କ ଗୀତ
ବମ୍ବେ: ୨୦୧୯ ସରିବାକୁ ଆଉ କିଛି ଘଣ୍ଟା ବାକି। ନୂତନ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଆତୁର। ଅପରପକ୍ଷେ ବିଗତ ବର୍ଷର କିଛି ସ୍ମୃତିକୁ ମନେପକାଉଛନ୍ତି ଅନେକେ। ଏଥିରୁ ବାଦ୍ ପଡ଼ିନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ବର୍ଷତମାମ ପସନ୍ଦ…
ଗୋଟିଏ ଘଣ୍ଟାରେ ଚାରି ଲକ୍ଷ ଲାଇକ୍
ବମ୍ବେ: ଅଭିନେତ୍ରୀ ତଥା ଟାଇଗର ଶ୍ରଫ୍ଙ୍କ କଥିତ ପ୍ରେମିକା ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର ଫଟୋ ଶେୟାର କରି ସେ ଦର୍ଶକଙ୍କୁ ବାନ୍ଧି ରଖିଥିବା କୁହାଯାଏ। ଏବେ ତାଙ୍କ ନୂଆବର୍ଷ…
ସ୍ତ୍ରୀଙ୍କ ପାଇଁ ହ୍ୟାଣ୍ଡ୍ବ୍ୟାଗ୍ କିଣୁଛନ୍ତି ରଣବୀର
ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବେ ନିଜ ଆଗାମୀ ଫିଲ୍ମ ‘ଛପାକ୍’ରେ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏପଟେ ସ୍ବାମୀ ରଣବୀର ସିଂ ବଜାରରୁ ଦୀପିକାଙ୍କ ପାଇଁ ହ୍ୟାଣ୍ଡ୍ ବ୍ୟାଗ୍ କିଣୁଥିବା ନଜର ଆସିଛନ୍ତି। ଭଉଣୀ ରିତିକାଙ୍କ ସହ ଶପିଂ କରୁଥିବା ଏକ…
ନିଜର ପର୍ସନାଲିଟି ପାଇଁ ଦର୍ଶକଙ୍କ ମନ ଜିଣିଛନ୍ତି ସଲମାନ
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତାଙ୍କ ଉଦାରତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ। ଏବେ କିନ୍ତୁ ତାଙ୍କ ପର୍ସନାଲିଟି ପାଇଁ ସେ ଟେଲିଭିଜନ ଜଗତରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ତାଙ୍କ…
ବର୍ଷ ଶେଷରେ ବିବାଦରେ କପିଲ ଶର୍ମା ଶୋ’
ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ’ ‘ଦ କପିଲ ଶର୍ମା ଶୋ’ ହାଇଏଷ୍ଟ ଟିଆର୍ ପିକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଥରେ ବିବାଦକୁ ଚାଲିଯାଇଛି। ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ଏହି ଶୋ’ର ଅନ୍ୟତମ କଳାକାର ଭାରତ…
ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି। ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଯୋଡି ପୁଣି ଏକାଠି ନଜର ଆସିବେ। ପୂର୍ବରୁ ଦୁହେଁ…
ନୂଆବର୍ଷ ସେଲିବ୍ରେଟ କରିବାକୁ ଗୋଆରେ ପହଞ୍ଚିଲେ ମଲାଇକା
ମୁମ୍ବାଇ: ଆଉ କିଛି ସମୟ ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟି ନୂଆବର୍ଷକୁ ପାଳିବା ପାଇଁ ନିଜ ନିଜ ପସନ୍ଦର ସ୍ଥାନ…
Archives


