ଶାହରୁଖ୍ଙ୍କ ସିକ୍ରେଟ୍ ଖୋଲିଲେ ଗୌରୀ
ବଲିଉଡ୍ର ବାଦ୍ଶାହ ଶାହରୁଖ ଖାଁ ଏବଂ ସ୍ତ୍ରୀ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ଷ୍ଟାଇଲିସ୍ କପଲ୍ ଭାବେ ଜଣାଶୁଣା। କୌଣସି ପାର୍ଟିରେ ହେଉ କି ଇଭେଣ୍ଟ ଉଭୟଙ୍କୁ ଷ୍ଟାଇଲିସ୍ ଲୁକ୍ରେ ଦେଖିବାକୁ ମିଳେ। ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରସ୍ତୁତ…
‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ୍ ଏବେ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାକୁ ଆସିଯାଇଛି। ଏହି ଫଟୋସହ କ୍ୟାପଶନରେ ଲେଖାଯାଇଛି, ‘First working day 2020 #workmodeon’। ଏଥିରୁ ସ୍ପଷ୍ଟ ହୋଇଛି କି କାର୍ତ୍ତିକ ଏବେ…
କ୍ୟାମେରାରେ ଧରାପଡ଼ିଲା କ୍ୟାଟ୍ରିନା-ଭିକିଙ୍କ ଲୁଚାଛପା ପ୍ରେମ
ରବିବାର ରାତିରେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଫିଲ୍ମ ନିର୍ମାତା ଆରତି ସେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଦୁଇଜଣ ଅଲଗା ଅଲଗା କାର୍ରେ ଯାଇଥିଲେ ସତ କିନ୍ତୁ ଫଟୋଗ୍ରାଫରଙ୍କ ନଜରରୁ ଖସି ପାରି ନ ଥିଲେ। ଏହି ସମୟର ଫଟୋ…
ବିବାହ ପାଇଁ ସମୟ ନାହିଁ: ମଲାଇକା
ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ମଲାଇକା ତାଙ୍କ ପ୍ରଥମ ସ୍ବାମୀ ଅରବାଜ ଖାଁଙ୍କଠାରୁ ଅଲଗା ହେବା ପରେ ବେଶ୍ କିଛିଦିନ ହେବ ଅର୍ଜୁନଙ୍କ ସହ ରିଲେସନଶିପରେ…
ମିସ୍ ଗ୍ଲୋରି ଅଫ୍ ୟୁନିଭର୍ସ: ଭାରତର ପ୍ରତିନିଧିତ୍ୱ କରିବେ ମଞ୍ଜୁ ଥାପ୍ପା
ନୂଆଦିଲ୍ଲୀ,୬।୧: ମିସ୍ ଗ୍ଲୋରି ଅଫ୍ ୟୁନିଭର୍ସ-୨୦୨୦ ଫେବୃୟାରୀ ୫ରେ ବ୍ୟାଙ୍କକ୍ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାରେ ଗ୍ଲୋରି ଅଫ୍ ନର୍ଥ-ଇଷ୍ଟ ମଞ୍ଜୁ ଥାପ୍ପା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହି ପ୍ରତିଯୋଗୀତାରେ ମଞ୍ଜୁ ସବୁଠାରୁ କନିଷ୍ଠ ପ୍ରତିଯୋଗୀ। ଏଥିପାଇଁ…
ଜେଏନ୍ୟୁ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବଲିଉଡ୍ ସେଲିବ୍ରିଟି
ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ) କ୍ୟାମ୍ପସ୍ରେ ରବିବାର ରାତିରେ ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଛି। ରାତି ଅନ୍ଧକାରରେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି କ୍ୟାମ୍ପସ୍ ଭିତରକୁ ପଶି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜେଏନ୍ୟୁ ଛାତ୍ର…
ଏ.ଆର୍. ରହମାନ୍ଙ୍କୁ ପୂରିଲା ୫୩: ଅସଫଳ ହୋଇ ଆତ୍ମହତ୍ୟା କରିବାକୁ ବହୁଥର କରିଥିଲେ ଉଦ୍ୟମ…
ମୁମ୍ବାଇ: ସଙ୍ଗୀତକାର ଏ.ଆର୍.ରହମାନ୍ ସୋମବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍. ଦିଲ୍ଲୀପ୍ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏହି…
କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ
ଆଜିକାଲି ବଲିଉଡ୍ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି। ତେଣୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ବାୟୋପିକ ତିଆରି କରିବାକୁ ଆଗେଇ…
ବିବାହ ପରେ ବଦଳିଗଲେ ମୋନା ସିଂ
ଅଭିନେତ୍ରୀ ମୋନା ସିଂ ବିବାହ କରିବାର ମାତ୍ର ୮ ଦିନ ପୂରଣ ହୋଇଛି। ସେ ୨୭ ଡିସେମ୍ବରରେ ତାଙ୍କ ବୟଫ୍ରେଣ୍ଡ୍ ଶ୍ୟାମ୍ଙ୍କୁ ବିବାହ କରିଥିଲେ। ବିବାହ ପରେ ମୋନା ସୋସିଆଲ ମିଡିଆରେ ଲଗାତର ଫଟୋ ଶେୟାର କରି ଚାଲିଛନ୍ତି। ତାଙ୍କର କିଛି…
ଓ୍ବାଘା ବର୍ଡରରେ ସୋନାଲି
ମୁମ୍ବାଇ: ଏଥର ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରିଛନ୍ତି। ବିଶେଷ ଭାବେ ବଲିଉଡ୍ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ନୂଆବର୍ଷ ପାଳନ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ମାସ ହେବ କ୍ୟାନସରରୁ…
ସୀମା ଟପିଲେ ଅନୁରାଗ
ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ କିଛିଦନ ହେବ ସୋସିଆଲ ମିଡିଆରୁ ଦୂରେଇ ରହିଥିବା ବେଳେ ଏବେ ପୁଣିଥରେ ସୋସିଆଲ ମିଡିଆରେ ଯୋଡି ହୋଇଯାଇଛନ୍ତି। ସବୁବେଳେ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ମଧ୍ୟ ସେମିତି…
ଇନ୍ଦ୍ରଜାଲ
ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ ହେଉଛି…
Archives


