‘ଲଭ୍ ଆଜ୍ କଲ୍-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ
ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍ କଲ-୨’ର ପ୍ରଥମ ଲୁକ୍। ଉଭୟ ନିଜ ନିଜର ସୋସିଆଲ ପୃଷ୍ଠାରେ ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି। ଏଥିରେ ଉଭୟଙ୍କୁ ରୋମାଣ୍ଟିକ୍…
କାହିଁକି ନିଜଠୁ ୧୦ ବର୍ଷ ସାନ ନିକ୍ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା
ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ୍। ପ୍ରିୟଙ୍କା ପ୍ରାୟତଃ ନିକ୍ଙ୍କ ସହ ଫଟୋ ଛାଡୁଥିବାର ଦେଖାଯାଇଛି। ନିଜ ବିବାହକୁ ନେଇ ଏକ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି ପ୍ରିୟଙ୍କା। ନିଜଠୁ…
ଏହି ଅଭିନେତ୍ରୀଙ୍କୁ ଭେଟିବା ପାଇଁ ୫ଦିନ ଫୁଟ୍ପାଥରେ ଶୋଇଲେ ପ୍ରଶଂସକ
ଏମିତି କିଛି ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ପ୍ରିୟ ଅଭିନେତ୍ରୀଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥା’ନ୍ତି। ସେମିତି ଜଣେ ପ୍ରଶଂସକ ହେଉଛନ୍ତି ଭାସ୍କର। ଅଭିନେତ୍ରୀ ପୂଜା ହେଗ୍ଡ଼େଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସି ସେ ଫୁଟ୍ପାଥରେ ପାଞ୍ଚ ରାତି…
‘ମଲଙ୍ଗ’ର ଟାଇଟଲ୍ ଟ୍ରାକ୍ ରିଲିଜ୍: ପରଦାରେ ଦିଶା-ଆଦିତ୍ୟଙ୍କ ଜବରଦସ୍ତ କେମେଷ୍ଟ୍ରି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଅପ୍ କମିଂ ଫିଲ୍ମ ‘ମଲଙ୍ଗ’ର ଟାଇଟଲ ଟ୍ରାକ୍ ଗୁରୁବାର ରିଲିଜ୍ ହୋଇଛି। ଏହି ଗୀତ ବେଶ୍ ସୁମଧୂର ହୋଇଥିବା ବେଳେ ଏଥିରେ ଦିଶା ଓ ଆଦିତ୍ୟଙ୍କ କାହାଣୀର…
ସାମ୍ନାକୁ ଆସିଲା କାଜଲଙ୍କ ସର୍ଟ ଫିଲ୍ମର ଫାଷ୍ଟ ଲୁକ୍
ମୁମ୍ବାଇ: ବଲିଉଡ୍ ନାୟିକା କାଜଲ ଦେବଗନ ଏବେ ସର୍ଟ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏବେ ଏହି ନାରୀ କୈନ୍ଦ୍ରୀକ ଫିଲ୍ମ ‘ଦେବୀ’ର ଫାଷ୍ଟ ପୋଷ୍ଟର ଜାରି କରାଯାଇଛି। ଏଥିରେ କାଜଲଙ୍କ ସହ ଶ୍ରୁତି ହାସନ, ନେହା ଧୁପିଆ, ନିନା…
ଦିନ ଗଣୁଛନ୍ତି ବରୁଣ
ବରୁଣ ଧାଓ୍ବନ ଏବେ ଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କେମିତି ଗଣିବେ ନାହିଁ କହୁନାହାନ୍ତି ? ତାକୁ ନେଇ ତାଙ୍କ ମନରେ କେତେ ଆଶା। କଥାଟି କ’ଣ ଜାଣନ୍ତି ? କେହି କେହି ଭାବୁଥିବେ ଯେ ପ୍ରେମିକା ନତାଶା ଦଲାଲଙ୍କ…
ଖୁସି ଅନ୍ତରାଳେ
କ୍ରିତି ସାନନଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ଦିନର ସ୍ବପ୍ନ ତାଙ୍କର ସାକାର ହୋଇଛି। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେତେବେଳେ ତାହାକୁ ସେ ବିଶ୍ୱାସ କରିପାରି ନ ଥିଲେ। ସେ ଏଥିରେ ଏପରି ହଜି ଯାଇଥିଲେ…
ଫିଟ୍ ରହିବା ଲାଗି ସାଇକେଲ ଚଲାଏ
ଓଡ଼ିଆ କଣ୍ଠଶିଳ୍ପୀ ଆର୍.ଏସ୍. କୁମାର ସବୁବେଳେ ଫିଟ୍ନେସ ଉପରେ ଗୁରୁତ୍ୱ ଦିଅନ୍ତି। ବିଭିନ୍ନ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲେ ସୁଦ୍ଧା ଡାଏଟ୍ରେ ସେ କେବେ ଏପଟସେପଟ କରନ୍ତିନି। ନିଜକୁ ଫିଟ୍ ରଖିବା ପାଇଁ ଦୃଢ଼…
ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର
ଚଳିତ ମାସରେ ଏ ପର୍ଯ୍ୟନ୍ତ ତିନୋଟି ସିନେମା ପରଦା ଉପରକୁ ଆସିସାରିଛି। ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର, ଯାହାର ଟାଇଟଲ ରହିଛି ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’। ବନସ୍ବର୍ଣ୍ଣ…
କଙ୍ଗନାଙ୍କ ସ୍ବପ୍ନ ହେଲା ପୂରଣ
ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ବଲିଉଡ୍ର ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ନିଜ ଅଭିନୟ ଜରିଆରେ ସେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କଙ୍ଗନା ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ ମୁମ୍ବାଇରେ ବିଳାଶପୂର୍ଣ୍ଣ ଷ୍ଟୁଡିଓ…
ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ
ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ। ‘ଭଲପାଏ ତୋତେ ୧୦୦ରୁ ୧୦୦’, ‘ଆଖି ଖୋଲିଲେ ତୁ ହି ତୁ’, ‘ଶକ୍ତି’,…
ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ୩୫ ପୂରିଲା: ଏବେ ବି ଆଲିଆ-ଜ୍ୟାକଲିନ୍ଙ୍କୁ ପାରି ନାହାଁନ୍ତିି ଭୁଲି
ମୁମ୍ବାଇ: ବଲିଉଡ୍ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ବର୍ଷ ବୟସରେ ମଡେଲିଂ ଦୁନିଆରେ ପାଦଥାପିଥିଲେ। ଏହାପରେ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର ଫିଲ୍ମରେ…
Archives


