ମନୋରଞ୍ଜନ

ତାପସୀଙ୍କ ଫିଲ୍ମର ଟ୍ରେଲର ଦେଖି ଭାବୁକ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଅପ୍‌ କମିଂ ଫିଲ୍ମ ‘ଥପ୍ପଡ଼’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ନିଜ ସ୍ବାମୀଙ୍କଠାରୁ ଏଥିପାଇଁ ଅଲଗା ହେବାକୁ…

ଓସ୍କାର ଆଓ୍ବାର୍ଡ: ଇତିହାସ ରଚିଲା ‘ପାରାସାଇଟ୍‌’

କାଲିଫର୍ନିଆ,୧୦।୨: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହାର ୯୨ ତମ ଓସ୍କାର ଆଓ୍ବାର୍ଡ ଆମେରିକାର ଲସ୍‌ ଆଞ୍ଜେଲସ ସହରର ଡଲବି ଥିଏଟରରେ ଆରମ୍ଭ ହୋଇଛି। ସୋମ ମେଣ୍ଡେସଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ୧୯୧୭କୁ ଏପର୍ଯ୍ୟନ୍ତ…

ସାରାଙ୍କ ଡ୍ରେସ୍‌ ଦାମ୍‌ରେ ହୋଇଯିବ ହିଲ୍‌ଷ୍ଟେଶନ ଟ୍ରିପ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଆଜିକାଲି ଇଣ୍ଡଷ୍ଟ୍ରିରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ଏବେ ଫିଲ୍ମ ‘ଲଭ୍‌ ଆଜକଲ୍‌’ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ରେ ଏହା ରିଲିଜ ହେବ। ସାରା ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ…

ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ ଜାହ୍ନବୀଙ୍କ ଅଭିନୀତ ମାତ୍ର ଗୋଟିଏ ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ଅନ୍ୟ ସବୁ ରିଲିଜ୍‌…

୩୦ ବର୍ଷ ପରେ କେମିତି ଦେଖାଯାଉଛନ୍ତି ‘ଆଶିକ’ ନାୟକ

ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ମୁଭି ’ଆଶିକ’ର ନାୟକ ରାହୁଲ ରୟ ଆଉ ଲାଇମ ଲାଇଟରେ ନାହାନ୍ତି। ସେ ସମୟର ଏହି ହିଟ୍‌ ନାୟକଙ୍କୁ ଦେଖିଲେ ଆଜି ହୁଏତ ଅନେକ ଚିହ୍ନି ପାରିବେ ନାହିଁ। ଆଶିକ ପରେ ରାହୁଲଙ୍କ ପାଖରେ ଫିଲ୍ମର…

ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଲକି କୋଚଲିନ୍‌ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବୟଫ୍ରେଣ୍ଡ୍‌ ଗାୟ ହର୍ଷବର୍ଗଙ୍କ ସହ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିବା କଲକି ଗତ ଡିସେମ୍ବରରେ ମା’ ହେବାକୁ ଯାଉଥିବା ସୋସିଆଲ ମିଡିଆରେ ଘୋଷଣା କରିଥିଲେ।…

୩୦ଫୁଟ ପାଣି ଭିତରେ ୧୨ ଘଣ୍ଟା ରହିଲେ ଦିଶା-ଆଦିତ୍ୟ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମଲଙ୍ଗ’ରେ ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁର ଆଖି ଲାଖି ଗଲା ପରି ଶଟ୍‌ ଦେଇଛନ୍ତି। କିନ୍ତୁ ଏସବୁ ଶଟ୍‌ ଦେବା ପାଇଁ ଦୁଇଜଣଙ୍କୁ କମ୍‌ କଷ୍ଟ କରିବାକୁ ପଡ଼ିନି। ଏ ସମ୍ପର୍କରେ…

କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍‌ର ପୋଷ୍ଟର ରିଲିଜ୍‌ କରାଯାଇଛି। କଲାମଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ଜଣେ ଉତ୍ସର୍ଗୀକୃତ…

‘କଂସ’କୁ ନେଇ ଆଶାବାଦୀ ବିନୋଦ

ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ। ତାଙ୍କ ନାଟକ ପ୍ରତି ଦର୍ଶକମାନଙ୍କର ସ୍ବତନ୍ତ୍ର ଅପେକ୍ଷା ରହିଥାଏ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ବିନୋଦ ରାଉତଙ୍କ ପ୍ରଶଂସକମାନେ ତାଙ୍କ ନିର୍ଦ୍ଦେଶିତ ନାଟକସବୁ ଦେଖିବା ପାଇଁ ଆଗ୍ରହାନ୍ବିତ ହୋଇ ଉଠିଛନ୍ତି। ବିନୋଦ…

ପ୍ରଦୀପଙ୍କ ଶିବ ଓ ସାବିତ୍ରୀ

ପ୍ରଦୀପ ବେହେରା ଏକାଧାରରେ ଜଣେ ନାଟ୍ୟକାର ଆଉ ନିର୍ଦ୍ଦେଶକ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ତାଙ୍କ ରଚିତ ତଥା ନିର୍ଦ୍ଦେଶିତ ନାଟକଗୁଡ଼ିକ ଚର୍ଚ୍ଚାରେ ରହିବ ବୋଲି ଦର୍ଶକମାନେ ମତବ୍ୟକ୍ତ କରୁଛନ୍ତି। ତାଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’,…

ଗୋଟିଏ କିସ୍‌ରେ ଅମ୍ରିତା ସିଂଙ୍କୁ ପ୍ରେମ କରି ବସିଥିଲେ ଶୈଫ୍‌ ଅଲ୍ଲୀ ଖାଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ସିଂ ରବିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୮ ଫେବୃୟାରୀ ୯ରେ ପାକିସ୍ତାନର ହଦାଳିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରୁକ୍‌ସାନା ସୁଲତାନା ଏବଂ ପିତା ଶାବିନ୍ଦର ସିଂ ଥିଲେ। ବେତାବ ଫିଲ୍ମରେ ତାଙ୍କର ଅଭିନୟ…

ରୋଜ୍‌ ଡେ’ରେ ଟପ୍‌ଲେସ୍‌ ହେଲେ ଅଧ୍ୟୟନଙ୍କ ପ୍ରେମିକା, ଭାଇରାଲ ହେଉଛି ଫଟୋ

ବମ୍ବେ: ଚର୍ଚ୍ଚାରେ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ପ୍ରେମିକା ମାୟରା ମିଶ୍ରା। ଭ୍ୟାଲେଣ୍ଟାଇନ୍‌ ସପ୍ତାହର ପ୍ରାରମ୍ଭ ରୋଜ୍‌ ଡେ’କୁ ନେଇ ଏକ ପୋଷ୍ଟ ଏହାର କାରଣ। ନିଜର ଇନ୍‌ଷ୍ଟା ପୃଷ୍ଠାରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇ ମାୟରା ଏକ ଟପ୍‌ଲେସ ଫଟୋ ଶେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri