ବାଜିବଲୋ ସାହାନାଇ
ଶୁଭ ବିବାହରେ ସାହାନାଇଟିଏ ଲୋଡା ପଡ଼େ। ଏହାକୁ ପେସା କରି ଚଳୁଥିବା ଲୋକଟିର ଜୀବନରେ କେମିତି କଳା ଅନ୍ଧାର ଘୋଟି ଆସେ ଆଉ ତା’ପରେ କ’ଣ ହୁଏ ତାହାକୁ ନେଇ କାହାଣୀ ଗତିଶୀଳ। ଏହି କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ବାଜିବଲୋ…
ଆଲିଆଙ୍କ ଷ୍ଟାଇଲ୍ କପି କରି ଟ୍ରୋଲ ହେଲେ ମାହିରା
ମୁମ୍ବାଇ: ‘ବିଗ୍ବସ୍-୧୩’ ସରିଯାଇଛି ସତ ମାତ୍ର ଏଥିରେ ଭାଗ ନେଇଥିବା ସେଲିବ୍ରିଟିଙ୍କ ଚର୍ଚ୍ଚା ଥମୁନି। ଏହି ଚର୍ଚ୍ଚାରୁ ବାଦ୍ ପଡ଼ିନାହାନ୍ତି ପାରସ୍ ଛାବ୍ରାଙ୍କ ବାନ୍ଧବୀ ମାହିରା ଶର୍ମା। ‘ବିଗ୍ବସ୍’ ଫାଇନାଲ ରାଉଣ୍ଡ୍ରେ ମାହିରା ଏକ ବ୍ଲୁ କଲର ଡ୍ରେସ୍ ପିନ୍ଧି ଆସିଥିଲେ।…
ଏକଦା ଚା’ ବିକି ପରିବାର ପ୍ରତିପୋଷଣ କରୁଥିଲେ ଅନୁ କପୁର, ଆଜି ସଫଳ ଅଭିନେତା
ବମ୍ବେ:ଏକଦା ଚା’ ଷ୍ଟଲ କରି ପରିବାର ପ୍ରତିପୋଷଣ କରୁଥିବା ଯୁବକ ଏବେ ବଲିଉଡ୍ର ଲୋକପ୍ରିୟ ଚେହେରା। ସେ ହେଉଛନ୍ତି ଅନୁ କପୁର। ସେ ଜଣେ ଅଭିନେତା ସହ ରେଡିଓ ଜକି ଭାବେ ବେଶ ଜଣାଶୁଣା। ଯେଉଁ ଫିଲ୍ମରେ ସେ ଅଭିନୟ କରିଥାନ୍ତି…
ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍ ସେଲିବ୍ରିଟି
ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ କରିବା ସହିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କଠାରୁ ଆରମ୍ଭ…
ସକାଳେ ଜୁସ୍ ସନ୍ଧ୍ୟାରେ ସୁପ୍
ଓଡ଼ିଆ ସଙ୍ଗୀତ ଜଗତରେ ଅସୀମା ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା। ଗତ କିଛି ବର୍ଷ ହେବ ଏହି କଣ୍ଠଶିଳ୍ପୀଙ୍କ ସ୍ବର ଓଡ଼ିଆ ଶ୍ରୋତାଙ୍କୁ ମତୁଆଲା କରି ରଖିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ପରିବେଷଣ କରୁଥିବା ଅସୀମା ଫିଟ୍ନେସ୍ ପାଇଁ…
ଆଲିଆ, ରଣବୀରଙ୍କ ବିବାହକୁ ନେଇ ଏମିତି କହିଲେ ମହେଶ ଭଟ୍ଟ
ଅନେକ ଦିନରୁ ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଛନ୍ତି ପ୍ରଶଂସକ। ଦୁହେଁ ନିଜର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବା ପରେ…
ଆକାଂକ୍ଷାଙ୍କୁ ନେଇ ପାରସ୍ କହିଲେ ଏମିତି
ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍ବସ୍-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍ଅପ୍ କରିବାକୁ ଚାହାନ୍ତି ବୋଲି ପାରସ୍ କହିଥିଲେ। ପାରସଙ୍କ ଏପରି କଥା ଶୁଣି ଆକାଂକ୍ଷା ଲଗାତର ଟିପ୍ପଣୀ…
‘ରାଉଡି’ ହେବାକୁ ଇଚ୍ଛା
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସେ ବବ୍ଲି ଓ ଚୁଲ୍ବୁଲି ନାୟିକା। ଦିନେ ଶିଶୁ କଳାକାରଭାବେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରୁଥିଲେ। ଆଜି ଫିଲ୍ମର ମୁଖ୍ୟ ନାୟିକା ଭାବେ ଜବରଦସ୍ତ ଅଭିନୟରେ କେତେବେଳେ ଦର୍ଶକଙ୍କୁ ସେ ହସାଉଛନ୍ତି ତ ପୁଣି କେତେବେଳେ କନ୍ଦାଉଛନ୍ତି।…
ମା’ ହେବାକୁ ୧୫ କିଲୋ ଓଜନ ବଢ଼ାଇଲେ କ୍ରିତି
ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ଙ୍କ ଫଟୋ। ଏମିତିରେ ବି-ଟାଉନ ତାରକାଙ୍କ ଫଟୋ ଭାଇରାଲ ହେବା କିଛି ନୂଆ କଥା ନୁହେଁ। ତେବେ ଚର୍ଚ୍ଚାର କାରଣ ଫଟୋରେ କ୍ରିତିଙ୍କ ବେବି ବମ୍ପ୍ ଦେଖିବାକୁ ମିଳିଛି। ଆପଣ…
କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍-୨’ ଶୁଟିଂ ସେଟ୍ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ
ଚେନ୍ନାଇ,୨୦।୨: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍-୨ ଶୁଟିଂ ସେଟ୍ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍ରେ ଲାଗିଥିବା କ୍ରେନ୍ କ୍ରାଶ୍ ହେବା ଫଳରେ ଫିଲ୍ମ ସହନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ…
ମାତ୍ର ୧୯ ବର୍ଷରେ ଅମିତାଭ ବଚ୍ଚନ ସହ କରିଥିଲେ ଡେବ୍ୟୁ, ୨୫ରେ ମୃତ୍ୟୁ, ଏମିତି ଥିଲା ଜିଆ ଖାନ୍ଙ୍କ ଫିଲ୍ମ କ୍ୟାରିୟର୍
ବଲିଉଡ୍ ଅଭିନେତ୍ରୀ ଜିଆ ଖାନ୍ଙ୍କ ଆଜି ୩୨ ତମ ଜନ୍ମଦିବସ। ୧୯୮୮ ମସିହା ଫେବୃୟାର ୨୦ରେ ନ୍ୟୁୟର୍କରେ ସେ ଜନ୍ମଗ୍ରହଣ କରିଥିଲେ ଜିଆ। ଜିଆ ବଲିଉଡ୍ର ଏମିତି ଜଣେ ଅଭିନେତ୍ରୀ ଥିଲେ ଯେ, ଖୁବ୍ କମ୍ ସମୟରେ ସଫଳତା ପାଇବା ସହ…
ରଶ୍ମୀ-ଉମରଙ୍କ ଯୋଡ଼ି, ଟୁଇଟରରେ ଟ୍ରେଣ୍ଡ କରୁଛି #umRash
ବମ୍ବେ: ସରିଛି ‘ବିଗ୍ବସ୍’। ହେଲେ ପ୍ରଶଂସକଙ୍କ ମନରୁ ପ୍ରତିଯୋଗୀମାନଙ୍କ ପାଇଁ ଥିବା ଭଲପାଇବା ପୂର୍ବଭଳି ରହିଛି। ଶୋ’ ଶେଷ ହେବା ପରେ ପ୍ରତିଯୋଗୀମାନେ ମଧ୍ୟ ମସ୍ତି ମୁଡ୍ରେ ନଜର ଆସୁଛନ୍ତି। ନିକଟରେ ଆସିମ୍ ରିଆଜ, ହିମାଂଶୀ ଖୁରାନ୍ନା ଏବଂ ରଶ୍ମୀ ଦେଶାଇଙ୍କ…
Archives


