୩୪ ବର୍ଷରେ ପାଦଦେଲେ ସୃତି ଝା: କୁମ୍କୁମ୍ ଭାଗ୍ୟରୁ ଏବେ ପାଲଟିଛନ୍ତି କୋଟିପତି
ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ଥିବା ସୃତି ଝା ବୁଧବାର ୩୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୬ ଫେବୃୟାରୀ ୨୬ରେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ଧୁମ୍ ମଚାଓ ଧୁମ୍ରେ ସେ ନିଜ କ୍ୟାରିଅର…
ୟୁଟ୍ୟୁବ୍ରେ ଟ୍ରେଣ୍ଡ କରୁଛି ପଓ୍ବନଙ୍କ ନୂଆ ଭୋଜପୁରୀ ଗୀତ ‘କମରିୟା ହିଲା ରହି ହେ’, ଦେଖନ୍ତୁ ଭିଡିଓ
ବମ୍ବେ: ରିଲିଜ ହୋଇଛି ନୂଆ ଭୋଜପୁରୀ ଗୀତ ‘କମରିଆ ହିଲା ରହି ହେ’। ଭୋଜପୁରୀ ଫିଲ୍ମଜଗତର ହିଟ୍ ମେଶିନ କୁହାଯାଉଥିବା ପଓ୍ବନ ସିଂ ଏହାକୁ ଗାଇଛନ୍ତି। ରିଲିଜର କିଛି ଘଣ୍ଟା ମଧ୍ୟରେ ଏହାକୁ ଦଶ ମିଲିଅନ ଲୋକେ ଦେଖିସାରିଛନ୍ତି। ଗୀତରେ ପବନଙ୍କ…
ଇଣ୍ଡିଆନ୍ ଆଇଡଲ୍ ଜିତିବା ବଦଳାଇଲା ଭାଗ୍ୟ: ସନିଙ୍କୁ ମିଳିଲା ଟି-ସିରିଜ୍ ସହ କାମ କରିବାର ସୁଯୋଗ
ବମ୍ବେ: ଗରିବ ପରିବାରରୁ ଆସିବା ସତ୍ତ୍ୱେ ଜୀବନରେ ଉଚ୍ଚ ଆଶା ରଖିଥିଲେ ଇଣ୍ଡିଆନ୍ ଆଇଡଲ୍ ବିଜେତା ସନି ହିନ୍ଦୁସ୍ତାନୀ। ସନିଙ୍କ ପିତା ଜୋତା ପଲିସ୍ କରୁଥିବା ବେଳେ ମା’ ବେଲୁନ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଏବେ ଅନେକ…
ଭାଇରାଲ ହେଉଛି ଜାହ୍ନବୀଙ୍କ ଡ୍ୟାନ୍ସ ଭିଡିଓ
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ତାଙ୍କ ଅଭିନୟକୁ ନେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନିକଟରେ ଏକ ସାକ୍ଷାତ୍କାରରେ ସେ କହିଥିଲେ ତାଙ୍କୁ ‘ପାକିଜା’ ପରି ଫିଲ୍ମ ବହୁତ ପସନ୍ଦ। ଏହାସହ ବେଶ୍ କିଛିଦିନ…
‘୮୩’ ରିଲିଜ୍ ହେବା ପୂର୍ବରୁ ଟ୍ରୋଲ୍ ହେଲେ ଦୀପିକା
ମୁମ୍ବାଇ: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ଏବେ ରିଲିଜ୍ ଅପେକ୍ଷାରେ। ୧୯୮୩ରେ ଭାରତ କ୍ରିକେଟ ଓ୍ବାର୍ଲଡ କପ୍ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ଏହାକୁ ନେଇ ନିର୍ମାଣ କରାଯାଇଛି ଫିଲ୍ମ ‘୮୩’। ଏଥିରେ ଦୀପିକା…
ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ମିଳିଥିଲା ‘ଲାଡ୍ଲା’
ବଲିଉଡ୍ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଶ୍ୱତ୍ମା’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।୧୯୭୪ ଫେବୃଆରୀ ୨୫ରେ ଜନ୍ମଗ୍ରହଣ କରିଥିବା ଦିବ୍ୟାଙ୍କର ଆଜି ହେଉଛି ଜନ୍ମଦିନ। ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାଡ୍ଲା’ରେ ପ୍ରଥମେ…
ତାମିଲ ଫିଲ୍ମ ‘କ୍ୟାଥୀ’ର ହିନ୍ଦୀ ରିମେକ୍: କାର୍ତ୍ତି ଓ୍ବାଲେ ଚରିତ୍ରରେ ନଜର ଆସିବେ ଅଜୟ!
ବଲିଉଡ୍ରେ ସାଉଥ୍ ସିନେମାର ହିନ୍ଦୀ ରିମେକ୍ କିଛି ନୂଆ କଥା ନୁହେଁ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ ବଲିଉଡ୍ର ବଡ଼ ବଡ଼ କଳାକାରମାନେ କାମ କରୁଛନ୍ତି। ତେବେ ଗତ କିଛିଦିନ ହେବ ତାମିଲ ସୁପରହିଟ୍…
ଖୁବ୍ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍
ଗତ କିଛିବର୍ଷ ହେବ ବଲିଉଡ୍ରେ ଖେଳାଳିଙ୍କ ବାୟୋପିକ୍ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନୀଙ୍କ ବାୟୋପିକ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହାଛଡ଼ା ଦଙ୍ଗଲ, ମୈରୀ କମ୍, ଭାଗ୍ ମିଲ୍ଖା ଭାଗ, ସୁରମା,…
୩୯ ବର୍ଷରେ ପାଦ ଦେଲେ ଶାହିଦ କପୁର: କରିନାଙ୍କ ସହିତ ବ୍ରେକ୍ଅପ୍ ପରେ ୧୪ ବର୍ଷ ସାନ ମୀରାଙ୍କୁ କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ଷ୍ଟାର ଶାହିଦ କପୁର ମଙ୍ଗଳବାର ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି ତାଙ୍କର ପିଲାଦିନୁ ଝୁଙ୍କ୍ ଥିଲା। ୨୦୦୩ରେ ସେ ରମେଶ ତୈରାନିଙ୍କ ଫିଲ୍ମ ଇଶ୍କ୍ ବିଶ୍କ୍ରେ…
ଡ୍ୟାନିଙ୍କ ନାମ ରଖିଥିଲେ ଜୟା ବଚ୍ଚନ: ସିକିମ୍ ରାଜକୁମାରୀଙ୍କୁ ଦୀର୍ଘ ଦିନ ପ୍ରେମ ପରେ କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗ୍ପା ମଙ୍ଗଳବାର ୭୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଫେବୃୟାରୀ ୨୫ରେ ସିକିମ୍ର ଗ୍ୟାଙ୍ଗଟକ୍ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥେସରିଙ୍ଗ୍ ଫିଣ୍ଟୋସ୍ ଡେଞ୍ଜୋଙ୍ଗ୍ପା ଥିଲା। ଘରେ ମନାକରିବା ପରେ ମଧ୍ୟ ସେ…
ରାଧେ ପାଇଁ ଝାଳ ବୁହାଉଛନ୍ତି ଦିଶା: ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ
ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମଲଙ୍ଗ’ର ସଫଳତା ନେଇ ଏହାର ଅଭିନେତ୍ରୀ ଦିଶା ପଟାନୀ ବହୁତ ଖୁସି ଅଛନ୍ତି। ଆଦିତ୍ୟ ରୟ କପୁର, ଅନିଲ କପୁର, କୁନାଲ ଖେମୁଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଏହା…
ଅନ୍ତରୀକ୍ଷ ଯାତ୍ରୀ ହେବେ ସଲମାନ୍!
ଭାରତର ପ୍ରଥମ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ବାୟୋପିକ୍ ‘ସାରେ ଜହାଁ ସେ ଅଚ୍ଛା’ ପୁଣି ଥରେ ଚର୍ଚ୍ଚାରେ। ପ୍ରଥମରୁ ହିଁ ଫିଲ୍ମର କଳାକାରଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ପ୍ରଥମେ ଫିଲ୍ମରେ ଆମୀର ଖାନ୍ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି…
Archives


