କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍ରେ ରହିବେ ୧୪ ଦିନ
ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଶନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ୍ରେ ଚିକିତ୍ସିତ ହେଉଥିଲେ। ଲଗାତାର ତାଙ୍କର ତୃତୀୟ ରିପୋର୍ଟ ନେଗେଟିଭ୍ ଆସିବା ପରେ…
ଲକ୍ଡାଉନ୍ରେ ଗୁଥିଙ୍କ ସହ ଦର୍ଶକଙ୍କୁ ହସାଇବେ କପିଲ
ମୁମ୍ବାଇ: ଦେଶରେ ଚାଲିଥିବା ଲକ୍ଡାଉନ୍ ପାଇଁ ଫିଲ୍ମ ଠାରୁ ଆରମ୍ଭକରି ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଛି। ତେଣୁ ଅଧିକାଂଶ ଚ୍ୟାନେଲରେ ପୁୁରୁଣା ଶୋ’ ପ୍ରସାରିତ ହେଉଛି। ଅନ୍ୟ ଚ୍ୟାନେଲ ପରି ଏବେ କଲର୍ସରେ ମଧ୍ୟ ପୁରୁଣା ଶୋ’…
ସ୍ୱାମୀଙ୍କ ସହ ମିଶି ଫିଲ୍ମ ତିଆରି କରିବେ ସୋନମ
ମୁମ୍ବାଇ: ବଲିଉଡ୍ ବିୟୁଟି ସୋନମ କପୁର ଏବେ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ମିଶି ଫିଲ୍ମ ନିର୍ମାଣ କରିବେ ବୋଲି ଜଣାପଡିଛି । କିଛିଦିନ ହେବ ବଲିଉଡ୍ରୁ ଦୂରେଇ ରହିଥିବା ସୋନମ ପତିଙ୍କ ସହ ପୁଣିଥରେ ବଲିଉଡ୍ ଫେରିବାକୁ ଚାହୁଁଥିବା…
ଲକ୍ଡାଉନ୍ ସମୟରେ ମା’ କରୀନାଙ୍କୁ ସୁନ୍ଦର ଉପହାର ଦେଲେ ତୈମୁର
ମୁମ୍ବାଇ: ଲକ୍ଡାଉନ୍ ପାାଇଁ ବଲିଉଡ୍ କଳାକାରମାନେ ଏବେ ଘରେ ସମୟ ବିତାଉଛନ୍ତି। ଏହି ଅବସରରେ କଳାକାରମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ସେମାନେ ନିଜର ଭିଡିଓ ଓ ଫଟୋ ପ୍ରଶଂସକଙ୍କ ପାଇଁ ଶେୟାର କରୁଛନ୍ତି। ସେହିପରି ଅଭିନେତ୍ରୀ…
ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍
ମୁମ୍ବାଇ,୫।୫: କରୋନା ଭାଇରସ୍ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ଆପାର୍ଟମେଣ୍ଟକୁ…
କ୍ୱାରାଣ୍ଟାଇନ ପାଇଁ ନିଜ ଅଫିସ ଯୋଗାଇଦେଲେ ଗୌରୀ- ଶାହାରୁଖ
ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ରାଜନେତା ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଟେଲି କଳାକାରଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି। ଏବେ ଏହି କ୍ରମରେ ବଲିଉଡ ବାଦଶାହା ଶାହାରୁଖ ଖାଁ ଓ ତାଙ୍କ ଧର୍ମପତ୍ନୀ ଗୌରୀ ଖାଁ…
କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍
ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି ୯ଟା ୯ ମିନିଟରେ ଦେଶବାସୀ ୯ ମିନିଟ୍ ପାଇଁ ବିଜୁଳି ବତୀ ଲିଭାଇ ଘରେ…
ଏହି ସୁପରହିଟ୍ ଗୀତର ଶୁଟିଂ ସମୟରେ ଅସୁବିଧାରେ ପଡ଼ିଥିଲେ ରବୀନା
ମୁମ୍ବାଇ: ୧୯୯୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମୋହରା’ ସମସ୍ତ ଦର୍ଶକଙ୍କ ନିଶ୍ଚିତ ମନେଥିବ। ଏହି ଫିଲ୍ମରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାର ଜବରଦସ୍ତ ଅଭିନୟ କରିଥିଲେ। ଫିଲ୍ମରେ ରବୀନାଙ୍କୁ ଦର୍ଶକେ ବହୁ ପସନ୍ଦ କରିଥିଲେ। ଏହି ଫିଲ୍ମର ଏକ ଗୀତ…
କରୋନାରେ ବ୍ରିଟିଶ୍ ହାସ୍ୟାଭିନେତା ଏଡିଙ୍କ ମୃତ୍ୟୁ
ଲଣ୍ଡନ,୩ା୪: କରୋନା ସଂକ୍ରମଣରେ ବ୍ରିଟେନର ବର୍ଷୀୟାନ ହାସ୍ୟାଭିନେତା ଏଡି ଲାର୍ଜଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ହସ୍ପିଟାଲରେ ତାଙ୍କର ହୃଦ୍ରୋଗ ଚିକିତ୍ସା ଚାଲିଥିବାବେଳେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ତାଙ୍କ ପୁଅ ର଼୍ୟାନ…
ସତ ହେଲା ଟ୍ବିଙ୍କିଲଙ୍କ ଭବିଷ୍ୟବାଣୀ!
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଥିବା ବେଳେ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଘରେ ରହି କରୋନା ସହ ଲଢିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମହାମାରୀ ସହ ଲଢିବାକୁ…
କରୋନାକୁ ନେଇ କବିତା ଲେଖିଲେ ଟ୍ରାଜେଡି କିଙ୍ଗ
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପରେ ଏବେ ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲ୍ଲିପ କୁମାର ମଧ୍ୟ କରୋନାକୁ ନେଇ ଦୁଇଧାଡି କବିତା ଲେଖିଛନ୍ତି। ବୁଧବାର ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଲେଖିଥିବା ୪ ଧାଡିର…
କରୋନା ଭାଇରସ୍ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା
ମୁମ୍ବାଇ: ମହାମାରୀ କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଖାଲି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି…
Archives


