କରୋନାରେ ହଲିଉଡ୍ ରାପର ଫ୍ରେଡ୍ ଗଡ୍ସନଙ୍କ ନିଧନ
ନ୍ୟୁୟର୍କ: ହଲିଉଡ୍ ରାପର ଫ୍ରେଡ୍ ଗଡ୍ସନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଫ୍ରେଡ୍ ୩୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଫ୍ରେଡ୍ଙ୍କ ବନ୍ଧୁ ଡିଜେ ସେଲ୍ଫଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି। ସୋସିଆଲ ମିଡିଆ…
ଏହି ଅଭିନେତାଙ୍କୁ ଲୋକେ ସ୍ବୟଂ ଭଗବାନ ଭାବି କରୁଥିଲେ ପୂଜା
ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଟିଭିରେ ପ୍ରସାରିତ ହେଉଛି। ଏଥିରେ କୁଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧ୍ୟ ‘ଶ୍ରୀକୃଷ୍ଣ’ ସିରିଏଲରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଅଭିନେତାଙ୍କ ନାମ ସ୍ବପ୍ନିଲ୍ ଯୋଶୀ। ତାଙ୍କ ଚେହେରା ଏତେ…
୨୦ ହଜାର ଯୋଡା ଜୋତା ଦାନ କରିବେ ପ୍ରିୟଙ୍କା !
ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏବେ ସମସ୍ତେ ଏହାଠାରୁ ବିଜୟୀ ହେବାକୁ ଲାଗି ପଡିଛନ୍ତି। ବଲିଉଡ୍ର ଅନେକ ସେଲିବ୍ରିଟି ଏ ଦିଗରେ ସହଯୋଗର ହାତ ବି ବଢାଇଛନ୍ତି। ନିକଟରେ ମିଳିଥିବା ଖବର ଅନୁଯାୟୀ, ବଲିଉଡ୍ ଦେଶୀ ଗର୍ଲ…
ଅଜୟଙ୍କ ନୂଆ ବଡିଗାର୍ଡକୁ ପ୍ରଶଂସା କଲେ ମୋଦି, ଶାହା
ମୁମ୍ବାଇ: ବିଭିନ୍ନ ସମୟରେ ନିଜ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟକ ଅଜୟ ଦେବଗନ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ତାଙ୍କର ନୂଆ ବଡିଗାର୍ଡକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଇଏ ଏମିତି ବଡିଗାର୍ଡ ଯାହାକୁ ଦେଶର ପ୍ରଧାନମନ୍ତ୍ରୀ…
ରାମାୟଣରେ ଦଶରଥ, କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ ଏହି ଯୋଡ଼ି, ବାସ୍ତବ ଜୀବନରେ ସ୍ବାମୀ-ସ୍ତ୍ରୀ
ମୁମ୍ବାଇ: ୩୩ ବର୍ଷ ପରେ ପୁଣି ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପ୍ରସାରିତ ହେଉଛି। ଏଥିରେ ଅଭିନୟ କରିଥିବା ଏକ ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦଶରଥ ଏବଂ କୌଶଲ୍ୟାଙ୍କ କଥା କହୁଛୁ। ରାମାୟଣରେ ଦଶରଥ ଭୂମିକାରେ…
ଚିତ୍ର ଆଙ୍କୁଛନ୍ତି ସୈଫ-ତୈମୁର
ମୁମ୍ବାଇ: ଲକ୍ଡାଉନ୍ ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତିି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି। ଏଣୁ ଅନେକ ସମୟ ମିଳୁଥିବାରୁ ବଲିଉଡ କଳାକାରମାନେ ବିଭିନ୍ନ କାର୍ଯ୍ୟ କରି ଟାଇମ୍ପାସ୍…
ଉର୍ବଶୀ ମନେପକାଇଲେ ପୁରୂଣାଦିନର ସ୍ମୃତି
ନୂଆଦିଲ୍ଲୀ: ନିଜର ସୁନ୍ଦରତାକୁ ନେଇ ବହୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ଲକ୍ଡାଉନ୍ରେ ମଧ୍ୟ ସେ ତାଙ୍କ ଫ୍ୟାନମାନଙ୍କ ମନକୁ ଜମା ନିରାଶ କରୁ ନାହାନ୍ତି। କିଛି…
‘ଗଲି ବୟ’ ଫିଲ୍ମର ପୋଷ୍ଟର ଶେୟାର କଲା ମୁମ୍ବାଇ ପୋଲିସ
ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ର ଏକ ପୋଷ୍ଟର ମୁମ୍ବାଇ ପୋଲିସ ଦ୍ୱାରା ମଙ୍ଗଳବାର ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଦେଖାଯାଇଛି। ଏହି ପୋଷ୍ଟର ମାଧ୍ୟମରେ ଲକ୍ଡାଉନ ସମୟରେ ଲୋକଙ୍କୁ ଘରେ ରହିବାକୁ ପୋଲିସ…
ବିନା ମେକଅପ୍ରେ ବି ସୁନ୍ଦର ଲାଗୁଛନ୍ତି ଆଲିଆ: ଫଟୋ ଭାଇରାଲ
ମୁମ୍ବାଇ: ବଲିଉଡ୍ରେ କ୍ୟୁଟନେସ୍ ପାଇଁ ବେଶ୍ ପରିଚିତ ଆଲିଆ ଭଟ୍ଟଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଟି ତାଙ୍କ ଭଉଣୀ ସାହିନ ଭଟ୍ଟ ଇନଷ୍ଟାଗ୍ରାମରେ ଅପଲୋଡ କରିବା ପରେ ଆଲିଆଙ୍କ ପ୍ରଶଂସକମାନେ ଏହାକୁ ବେଶ୍…
ଲକ୍ଡାଉନ ଯୋଗୁ ଚିନ୍ତାରେ ସଞ୍ଜୟ
ମୁମ୍ବାଇ: ସଞ୍ଜୟ ଦତ୍ତ ବର୍ତ୍ତମାନ ତାଙ୍କ ପତ୍ନୀ ମାନ୍ୟତା ଏବଂ ତାଙ୍କର ୨ ଶିଶୁ ଶାହାରାନ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍ଡାଉନ୍ ହେବା ପୂର୍ବରୁ ସେମାନେ ଦୁବାଇ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଫେରି ପାରି ନ ଥିଲେ।…
ରାଜ୍ଙ୍କ ସହ ଓ୍ବାର୍କଆଉଟ୍ କଲେ ଶିଳ୍ପା
ମୁମ୍ବାଇ: ଶିଳ୍ପା ସେଟ୍ଟୀ ନିଜ ଇନ୍ଷ୍ଟା ଆକାଉଣ୍ଟରେ ସୋମବାର ଏକ ମୋଟିଭେଶନାଲ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଓ୍ବାର୍କଆଉଟ୍ କରୁଛନ୍ତି। ତାଙ୍କ ପୁଅ ମଧ୍ୟ ଏହି ଭିଡିଓରେ ଉଭୟ ମା’- ବାପାଙ୍କ…
ମତୁଆଲା କଲା ନୋରାଙ୍କ ଡ୍ୟାନ୍ସ
ମୁମ୍ବାଇ: ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡ୍ରେ ବେଶ୍ ଲୋକପ୍ରିୟ ହୋଇଛନ୍ତି ନୋରା ଫତେହି। ଏବେ ଫ୍ୟାନ୍ମାନଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣିଥରେ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଡ୍ରେ ଶେୟାର କରିଛନ୍ତି। ଯାହା ଫ୍ୟାନ୍ମାନଙ୍କୁ ବେଶ୍ ଭଲ ଲାଗିଛି।…
Archives


