ମନୋରଞ୍ଜନ

ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ ଇରଫାନ୍‌: କହିଥିଲେ ‘ସୁଯୋଗ ମିଳିଲେ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି’

ବମ୍ବେ: ”ଯଦି ମୋତେ ସୁଯୋଗ ମିଳେ, ମୁଁ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି“। ଉକ୍ତିଟି ସ୍ବର୍ଗୀୟ ଅଭିନେତା ଇରଫାନ୍‌ ଖାନ୍‌ଙ୍କର। ଏଥିରୁ ଇରଫାନ୍‌ ସ୍ତ୍ରୀ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହୁଁଥିବା ସ୍ପଷ୍ଟ ଜଣାପଡ଼େ। ଜୀବନର କଷ୍ଟ ଦିନଗୁଡ଼ିକରେ ସ୍ତ୍ରୀ ସୁତପା ଇରଫାନ୍‌ଙ୍କର…

ପରଲୋକରେ ଇରଫାନ୍‌

ବମ୍ବେ: ପରଲୋକରେ ବଲିଉଡ୍‌ର ଖ୍ୟାତନାମା ଅଭିନେତା ଇରଫାନ୍‌ ଖାନ୍‌। ୫୪ ବର୍ଷ ବୟସରେ ବମ୍ବେର କୋକିଲାବେନ୍‌ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିର୍ଦ୍ଦେଶକ ସୁଜିତ ସରକାର ଟୁଇଟ୍‌ କରି ଏହା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର କୋଲନ୍‌ ସଂକ୍ରମଣ ଯୋଗୁ…

ଫିଟ୍‌ନେସ୍‌ ସିକ୍ରେଟ୍‌ କହିଲେ ମନୀଷ

ମୁମ୍ବାଇ : ଲକ୍‌ଡାଉନ୍‌ ସମୟରେ ସେଲିବ୍ରିଟ୍‌ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ହାସ୍ୟ ଅଭିନେତା ମନୀଷ ପାଲ୍‌। କିନ୍ତୁ ଏହି ସମୟରେ ତାଙ୍କର ଫିଟ୍‌ନେସ୍‌ ଯେମିତି ପ୍ରଭାବିତ ନ ହେବ ସେଥିପ୍ରତି ସେ ଯଥେଷ୍ଟ ଗୁରୁତ୍ୱ…

ଆଇସିୟୁରେ ଇର୍ଫାନ୍‌ ଖାନ୍‌

ମୁମ୍ବାଇ,୨୯ା୪: ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାନ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏବେ ଡାକ୍ତରମାନେ…

‘ଧଡକନ’ଫିଲ୍ମର ସିକ୍ୱୁଏଲରେ ନିଜ ପୁଅକୁ ଦେଖିବାକୁ ଚାହୁଁଛନ୍ତି ସୁନିଲ

ମୁମ୍ବାଇ: ଅକ୍ଷୟ କୁମାର, ସୁନିଲ ସେଟ୍ଟି ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଫିଲ୍ମ ‘ଧଡକନ’ ଦିନେ ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିବା ବେଳେ ଦର୍ଶକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ଏହି ଫିଲ୍ମର ସିକ୍ୱୁଏଲ ନିର୍ମାଣ କିରାଯିବ…

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାମ ଦେବନି କନିକାଙ୍କ ପ୍ଲାଜମା !

ଲକ୍ଷ୍ନୌ,୨୮।୪: ବଲିଉଡ୍‌ ଗାୟିକା କନିକା କପୁର ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଏବେ ସେ ପ୍ଲାଜମା ଦାନ କରିବାକୁ ମନ ବଳାଇଥିଲେ। ଯେଉଁଥିରେ ଅନ୍ୟ ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରି ଥାଆନ୍ତା। ହେଲେ ଏବେ ଜଣାପଡିଛି କି କନିକାଙ୍କ…

କରୋନା ଯୁଦ୍ଧରେ ବିଜୟୀ ହେବା ପରେ ପ୍ରଥମ ଫଟୋ ଶେୟାର କଲେ କନିକା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରତିଦିନ ତାଙ୍କ ସ୍ବାସ୍ଥ୍ୟକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଅସୁଥିଲା। ସବୁଠାରୁ ବଡ କଥା ହେଲା ସେ ବିଦେଶରୁ ଫେରି କ୍ୱାରାଣ୍ଟାଇନରେ ନ…

୭୫ହଜାର ଅସହାୟଙ୍କୁ ଖାଦ୍ୟ ଦେଲେ ପ୍ରଣୀତା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁଆଡେ ବନ୍ଦ ଥିବାରୁ ଗରିବ, ଅସହାୟମାନଙ୍କ ପାଖରେ କାମ ଧନ୍ଦା ନ ଥିବାରୁ ସେମାନେ ଖାଇବା ପାଇଁ ଏବେ ବହୁତ ହଇରାଣ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା…

ଶାଢ଼ିପିନ୍ଧା ଫଟୋ ଶେୟାର କଲେ ଅଦା

ମୁମ୍ବାଇ:ଲକ୍‌ଡାଉନ୍‌ ପାଇଁ ବଲିଉଡ୍‌ ତାରକାମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍‌ମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରି ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। କିଏ କୁକିଂ ତ ଆଉ କିଏ ଡ୍ୟାନ୍ସିଂ। ଆଉ କେହି…

ଡ୍ରେସ ବଦଳରେ ତକିଆ ପିନ୍ଧିଲେ ତମନ୍ନା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ରେ ସମସ୍ତ ବଲିଉଡ୍‌ ଅଭିନେତା, ଅଭିନେତ୍ରୀମାନେ ଏକପ୍ରକାର ବନ୍ଦ ହୋଇଯାଇଛନ୍ତି। ସେଥିଲାଗି କିଛିଦିନ ହେଲେ ସବୁ ଅଭିନେତା ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି।…

୭୨ ବର୍ଷରେ ମୌସୁମୀ: ପ୍ରକୃତ ନାମ ଥିଲା ଇନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ରବିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୧୯୪୮ ଏପ୍ରିଲ୍‌ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ୍‌ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା…

ଓ୍ବେବ ସିରିଜ ପାଇଁ ଶାଢି ପିନ୍ଧି ବାଇକ୍‌ ଚଲାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଏବେ ତାଙ୍କ ଓ୍ବେବ ସିରିଜ କାମରେ ବ୍ୟସ୍ତ ଅଛନ୍ତି। ଏହାକୁ ନେଇ ସେ ଖୁବ୍‌ ଏକ୍ସସାଇଟେଡ ମଧ୍ୟ ଅଛନ୍ତି। ଓ୍ବେବ ସିରିଜ ‘ହଣ୍ଡ୍ରେଡ’ରେ କାମ କରୁଛନ୍ତି ଲାରା। ଏହାକୁ ନେଇ ସେ ଲାଗାତାର କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri