ମନୋରଞ୍ଜନ

ହସ୍ପିଟାଲରେ ଋଷିଙ୍କୁ କେବେ ବି ଭେଟୁ ନ ଥିଲେ ବିଗ୍‌-ବି

ନୂଆଦିଲ୍ଲୀ: ଋଷି ଯୁଗରେ ପଡ଼ିଛି ଯବନିକା। ବଲିଉଡ୍‌କୁ ଗୋଟିଏରୁ ବଳି ଆଉ ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟିଦେଇଥିବା ଏହି ମହାନ୍‌ ଅଭିନେତା କର୍କଟ ଲଢ଼େଇରେ ହାରିଯାଇଛନ୍ତି। ଦୀର୍ଘ ୪ଦଶନ୍ଧିର ଅଭିନୟ ଜୀବନ ଭିତରେ ଅଗଣିତ ଦର୍ଶକଙ୍କ ମନରେ ଛାପ ଛାଡ଼ିଯାଇଥିବା ଋଷିଙ୍କ…

ଝୁରି ହେଉଛନ୍ତି ରିଦ୍ଧିମା: କହିଲେ, ‘ବହୁତ ମନେ ପଡ଼ୁଛ ବାପା, ଫେରି ଆସ’

ବମ୍ବେ: ଶୋକରେ ବଲିଉଡ୍‌। ଗତ ଦୁଇ ଦିନ ମଧ୍ୟରେ ଦୁଇଜଣ ପ୍ରତିଷ୍ଠିତ କଳାକାର ଇରଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କୁ ବଲିଉଡ୍‌ ହରାଇଛି। ଏହାକୁ ସହଜରେ କେହି ଗ୍ରହଣ ମଧ୍ୟ କରିପାରୁନାହାନ୍ତି। ସମ୍ପ୍ରତି ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ପ୍ରଶଂସକମାନେ…

କର୍କଟ ପଞ୍ଝାରେ ଭାରତ: ୧୦ ଜଣରେ ମୃତ୍ୟୁହାର ୭

ନୂଆଦିଲ୍ଲୀ: ଭର୍ସାଟାଇଲ୍‌ ଆକ୍ଟର ଇର୍ଫାନ ଖାନ୍‌ ଏବଂ ହଜାରେ ହୃଦୟରେ ରାଜୁତି କରୁଥିବା ଋଷି କପୁରଙ୍କ ପରଲୋକ ବଲିଉଡ୍‌କୁ ଶୋକରେ ବୁଡ଼ାଇ ଦେଇଛି। ଦୁଇଦିନରେ ଦୁଇ କଳାକାରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସିନେପ୍ରେମୀ। ହେଲେ ଦୁଇ ଅଭିନେତାଙ୍କ ରୋଗଠାରୁ ଆରମ୍ଭ…

ଭିନ୍ନ ଢଙ୍ଗରେ ଭଉଣୀ ଅନୁଷ୍କାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଭାଇ

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ୩୨ ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ତାଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରାଯାଉ ନ ଥିବା…

ପଞ୍ଚଭୂତରେ ଲିନ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କୁପରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇର ମରିିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅପରାହ୍ନ ୩.୪୫ରେ ଶ୍ମଶାନ ଘାଟରେ ତାଙ୍କ ପାର୍ଥିକ ଶରୀର ପହଞ୍ଚିବା ପରେ ଶବଦାହ ଗୃହରେ…

ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ

ମୁମ୍ବାଇ,୩୦।୪: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍‌ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ ଅଭିନେତା ଇର୍ଫାନ ଖାଁଙ୍କ ଦେହାନ୍ତ ଆଉ ୨୪ ଘଣ୍ଟା ନ ପୁରୁଣୁ ରିଷିଙ୍କ ଦେଦାନ୍ତ…

ପିତାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେନି ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ୬୭ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ଦୀର୍ଘ ଦୁଇ ବର୍ଷ ହେବ କ୍ୟାନସରରେ ପୀଡିତ ଥିବା ରିଷି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁକୁ ସହଜରେ ବଲିଉଡ୍‌ ତଥା କପୁର…

ଇର୍ଫାନ-ରିଷିଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

ମୁମ୍ବାଇ: ବଲିଉଡ୍‌ ପାଇଁ ଏପ୍ରିଲ ମାସର ଶେଷ ଦୁଇ ଦିନ ଥିଲା ବେଶ୍‌ ଦୁଃଖଦ। ଏପ୍ରିଲ ୨୯-୩୦କୁ ବଲିଉଡ୍‌ ପାଇଁ କଳା ଦିନ ବୋଳି କୁହାଯାଉଛି। ଦୁଇ ଦିନ ମଧ୍ୟରେ ବଲିଉଡ୍‌ ହରାଇଲା ତା’ର ଦୁଇ ପୋଖତ କଳାକାରଙ୍କୁ। ୨୯ ତାରିଖରେ…

ରିଷି କହୁଥିଲେ ନିଚ୍ଛକ କଥା: ପିତା ରାଜକପୁରଙ୍କ ବିବାହ ପରର ସମ୍ପର୍କରେ ନିଜ ପୁସ୍ତକରେ କରିଥିଲେ ଉଲ୍ଲେଖ

ମୁମ୍ବାଇ,୩୦।୪: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ରିଷି କପୁର ସବୁବେଳେ ନିଚ୍ଛକ  କଥା ହିଁ କହୁଥିଲେ। ଏଥିପ୍ରତି ତାଙ୍କର ଭୟ ବି ନ ଥିଲା। ଯାହା ସତ ତାହା ହିଁ ସବୁବେଳେ ତାଙ୍କ ପାଇଁ ଥିଲା ସତ୍ୟ। ବେଳେବେଳେ ଅଧା ରାତିରେ ସେ…

ପିଲା ବେଳର ଫଟୋ ଶେୟାର କରି ରିଷିଙ୍କୁ ମନେପକାଇଲେ ସୁର ସାମ୍ରାଜ୍ଞୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲଗାତର ଦ୍ୱିତୀୟ ଦିନରେ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଅଭିନେତା ଇର୍ଫାନ ଖାଁଙ୍କ ବିୟୋଗର ଦୁଃଖ ମନରୁ ଲିଭି ନ ଥିବା ବେଳେ ଗୁରୁବାର ବର୍ଷୀୟାନ ଅଭିନେତା ରିଷି କପୁର ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି। ଗୁରୁବାର…

ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ୍‌…

ଲକ୍‌ଡାଉନ୍‌ ଯୋଗୁ ଶେଷ ଦର୍ଶନ ମନା: ଇରଫାନ୍‌ଙ୍କ ଶବାଧାରରେ ସାମିଲ ହେବେ ମାତ୍ର ୨୦ଜଣ

ବମ୍ବେ: ଚିରନିଦ୍ରାରେ ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଇରଫାନ୍‌ ଖାନ୍‌। ବୁଧବାର ବମ୍ବେର କୋକିଲାବେନ୍‌ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷେ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri