ଜାହ୍ନବୀଙ୍କ ଘରେ କରୋନା
ମୁମ୍ବାଇ: ସାରା ଦୁନିଆକୁ ବର୍ତ୍ତମାନ ହଇରାଣ କରୁଛି କୋଭିଡ୍-୧୯ ଭୂତାଣୁ। ଭାରତକୁ ବି ଏଥିରୁ ତ୍ରାହି ମିଳିନି। ଗତ ୨ମାସ ହେଲା ଦେଶରେ ଲକ୍ଡାଉନ୍ ଚାଲିଥିବାବେଳେ ବଲିଉଡ୍କୁ ବି ଏଥିରୁ ନିସ୍ତାର ମିଳିନାହିଁ। ବଲିଉଡ୍ର ଅନେକ ତାରକା କରୋନା ସଂକ୍ରମିତ ହେବା…
ସୋସିଆଲ ମିଡିଆରେ ଆକ୍ଟିଭ୍ ନୋରା
ନୂଆଦିଲ୍ଲୀ: ଲକ୍ଡାଉନ ସମୟରେ ଘରେ ରହି ବଲିଉଡ୍ର ଡାନ୍ସିଂ କୁଇନ୍ ନୋରା ଫତେହି ସୋସିଆଲ୍ ମିଡିଆରେ ସମ୍ପର୍କ ରଖିଛନ୍ତି। ଏବେ ଫିଲ୍ମ ଶୁଟିଂ ବନ୍ଦଥିବାରୁ ସେ ବିଭିନ୍ନ ଡାନ୍ସ ଭିଡିଓ ଏଥିରେ ଶେୟାର କରିବାରେ ବ୍ୟସ୍ତ। ନୋରା ଟିକ୍ଟକ୍ରେ ମଧ୍ୟ ବେଶ୍…
ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡ଼ି ପଳାଇଥିଲେ ବିରାଟ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ବେଶ୍ ସୁନ୍ଦର ତଥା ଚର୍ଚ୍ଚିତ ଯୋଡ଼ି। କିଛି ନା କିଛି ଘଟଣାକୁ ନେଇ ଏହି ଦୁଇଜଣ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଲକ୍ଡାଉନ୍ ସମୟରେ ବିରାଟ ଅନୁଷ୍କାଙ୍କ…
ଓଟିଟି ପ୍ଲାଟଫର୍ମରେ ଦିଶାଙ୍କ ‘ମଲଙ୍ଗ’
ମୁମ୍ବାଇ: ବଲିଉଡ୍ର ହଟ୍ ନାୟିକା ଦିଶା ପାଟନୀଙ୍କ ଫିଲ୍ମ ‘ମଲଙ୍ଗ’ ଯେତେବେଳେ ଗତ ଫେବୃୟାରୀରେ ରିଲିଜ୍ ହୋଇଥିଲା ସେତେବେଳେ ଦିଶାଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଏଥିରେ ଦିଶାଙ୍କ ବୋଲ୍ଡ ଲୁକ୍କୁ ୟଙ୍ଗ ଅଡିୟନ୍ସ ଖୁବ୍ ପସନ୍ଦ କରିଥିଲେ। ଏହା…
କରୋନା ଯୋଦ୍ଧାଙ୍କୁ ସରପ୍ରାଇଜ ଗିଫ୍ଟ ଦେଲେ ଆଲିଆ
ମୁମ୍ବାଇ,୧୯।୫: କରୋନା ମହାମାରୀର ସଙ୍କଟ ସମୟରେ ବଲିଉଡ୍ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏମାନେ କିଛି କିଛି ସାହାଯ୍ୟ କରିଥିବା ଦେଖାଯାଇଛି। ନିକଟରେ ବଲିଉଡ୍ ଅଭିନେତ୍ରୀ…
ହେୟାର କଟ୍ କଲେ ଆଲିୟା
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ ତାରକାମାନେ। ଘରେ ସେମାନେ ଏକ ପ୍ରକାର ବନ୍ଦ ଥିବାରୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଛନ୍ତି। ବଲିଉଡ ଅଭିନେତ୍ରୀ ଆଲିୟା…
ମା’ଙ୍କଠାରୁ କଥକ ଶିଖୁଛନ୍ତି ଭୂମୀ
ମୁମ୍ବାଇ: ଲକ୍ଡାଉନ ପାଇଁ ଏବେ ସବୁ ବଲିଉଡ୍ ଷ୍ଟାର ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଆଉ ଏହି ସମୟରେ କିଏ ଭଲ ଭଲ ରୋଷେଇ କରି ଶିଖୁଛି ତ ପୁଣି କିଏ ଘର କାମ କରୁଥିବା…
ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା
ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ଏବେ ଲକ୍ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ କାଟୁଥିବା ବେଳେ ଅଧିକାଂଶ ଖବରକୁ ସେ ତାଙ୍କ ଫ୍ୟାନଙ୍କ ସହ ଶେୟାର ମଧ୍ୟ କରୁଛନ୍ତି।…
ଆସିଲା ନଓ୍ବାଜୁଦ୍ଦିନଙ୍କ କରୋନା ଟେଷ୍ଟ ରିପୋର୍ଟ
ଲକ୍ଷ୍ନୌ,୧୮।୫: ବଲିଉଡ୍ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ନିକଟରେ ୧୪ ଦିନଆ ହୋମ କ୍ୱାରାଣ୍ଟାଇନରେ ଥିବା ଏହି ଅଭିନେତାଙ୍କ କରୋନା ଟେଷ୍ଟ ରିପୋର୍ଟ ୪ ଦିନ ଭିତରେ ଆସି ଯାଇଛି ଓ ଏହା ନେଗେଟିଭ ରହିଛି।…
ମା’ ମାଗିଲେ ଗାଡ଼ି, କାର୍ତ୍ତିକ ଦେଲେ ଦାଢ଼ି: ଦେଖନ୍ତୁ ଭିଡିଓ
ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନଙ୍କ ଦାଢିକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ଦେଶରେ ଲକ୍ଡାଉନ୍ ଚାଲିବା ପରଠାରୁ କାର୍ତ୍ତିକ ତାଙ୍କ ଦାଢ଼ି କାଟି ନ ଥିବା କୁହାଯାଏ। ହେଲେ ତାଙ୍କର ଏହି ଦାଢ଼ି କାର୍ତ୍ତିକଙ୍କ ମା’ଙ୍କୁ ଆଦୌ ପସନ୍ଦ…
କ୍ୟାରିୟର ଆରମ୍ଭରୁ ଫ୍ଲପ ହୋଇଥିଲେ ନୁସରତ
ମୁମ୍ବାଇ: ବଲିଉଡ୍ରେ କ୍ୟାରିୟର କରିବାରେ ଅନେକଙ୍କର ଥାଏ ଏକ ଭିନ୍ନ ଇଚ୍ଛା। ନୁସରତ ଭରୁଚା ଦିନେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ଖୁବ୍ କମ୍ ଦିନ ମଧ୍ୟରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ହେଲେ ପ୍ରଥମରୁ ତାଙ୍କ ଫିଲ୍ମ ଦର୍ଶକଙ୍କୁ…
ଅତୀତକୁ ମନେ ପକାଇଲେ ଦୀପିକା
ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଦେଖାଯାଇଛି। କିଛିଦିନ ହେବ ସେ କିଛି ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ଅତୀତର ସ୍ମୃତିକୁ ମନେପକାଉଥିବା କୁହାଯାଉଛି। ନିକଟରେ ସେ ଏମିତି ଏକ ଫଟୋ…
Archives


