ଭିଟାମିନ୍ ଡି ଥେରାପି ନେଉଛନ୍ତି ମଲାଇକା
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍ର ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରହିଛି। ଆଉ ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଆଉ ଏହାର…
ସ୍ବର୍ଗଠାରୁ କମ୍ ନୁହେଁ ବିଗ୍ ବି’ଙ୍କ ବଙ୍ଗଳା ‘ଜଲ୍ସା’
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ଠାରୁ ଆଜିପର୍ଯ୍ୟନ୍ତ ଅମିତାଭ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କର ଅନେକ…
ଅଭିନୟ ମାୟାରେ ପଡ଼ିଯାଇଛି
ଜଣେ ଚରିତ୍ର ଅଭିନେତା ଭାବରେ ସେ ନିଜର ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ତା’ ସହ ନିଜର ପ୍ରତିଭାର ଆଉ ଏକ ପରିଚୟ ସେ ଦେଇଛନ୍ତି ଜଣେ ନାଟ୍ୟକାର ଭାବରେ। ସାମ୍ପ୍ରତିକ ଘଟଣାବଳୀକୁ ନେଇ ନାଟକ ରଚନା କରି ସେ ସାଉଁଟିଛନ୍ତି…
ଖଳନାୟକ ଅଂଶୁମାନ
କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଲକ୍ଡାଉନ ପରେ ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର…
ଅନିଦ୍ରା ରହିଥିଲେ ପ୍ରିୟଙ୍କା
ନିକ୍ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ ଏବେ ମଧ୍ୟ ବଲିଉଡ୍ରେ କମ୍ବ୍ୟାକ୍ କରି ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ତୟାର…
ଅମାନିଆ ଦିଲ୍
ଦିଲ୍ ବା ହୃଦୟ କେତେବେଳେ କାହା ହୃଦୟରେ ବସା ବାନ୍ଧେ ତାହା ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ପୁଣି ଏ ଦିଲ୍ ବଡ଼ ଅମାନିଆ। ତାକୁ ନିଜ କବ୍ଜାରେ ରଖିବା ଭାରି କଷ୍ଟକର, ନୁହେଁ ? କାହାଣୀ ଅନୁସାରେ ଗୋଟିଏ…
କେବଳ ଆକ୍ଟିଂ
ବରୁଣ ଧାଓ୍ବନ ଏବେ କେବଳ ଗୋଟିଏ କଥାରେ ମନୋନିବେଶ କରିଛନ୍ତି। ତାହା ହେଲା ଆକ୍ଟିଂ। କାରଣ ଆଗକୁ ତାଙ୍କୁ ବହୁତ ବାଟ ଯିବାର ଅଛି। ଏବେ ତ ବଲିଉଡ୍ରେ କ୍ୟାରିୟର ଆରମ୍ଭ ହୋଇଛି। ତେଣୁ ଆରମ୍ଭରୁ ଅଭିନୟ ପ୍ରତି ଠିକ ଧ୍ୟାନ…
ଲକ୍ଡାଉନ୍ରେ ଅମିତାଭ ବଚ୍ଚନଙ୍କ ଲ୍ୟାପ୍ଟପ୍
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଇନଷ୍ଟାଗ୍ରାମ, ଟୁଇଟର୍ ବ୍ୟତୀତ ନିଜ ବ୍ଲଗରେ ପୋଷ୍ଟ କରୁଛନ୍ତି। ନିକଟରେ ସେ ବ୍ଲଗ ପୋଷ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ତାଙ୍କ ଲ୍ୟାପ୍ଟପ୍ ଖରାପ ହୋଇଯାଇଛି। ସେ ନିଜ…
ଚାଟ୍ ଶୋ’ରେ ଅମୃତାଙ୍କୁ କିସ୍ କରିଥିଲେ ସୈଫ୍, ଭିଡିଓ ଭାଇରାଲ
ମୁମ୍ବାଇ: ଦିନଥିଲା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂହଙ୍କୁ ସବୁଠୁ ଶକ୍ତିଶାଳୀ କପଲ କୁହାଯାଉଥିଲା। ତାଙ୍କ ପ୍ରେମସମ୍ପର୍କ ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା। ସୈଫ୍ ନିଜଠାରୁ ୧୨ ବର୍ଷ ବଡ଼ ଅମୃତା ସିଂହଙ୍କୁ ବିବାହ କରିବା ଇଣ୍ଡଷ୍ଟ୍ରିରେ କେହି ବିଶ୍ୱାସ କରୁ…
ପ୍ରବାସୀ ମହିଳା ପୁଅର ନାମ ରଖିଲେ ସୋନୁ ସୁଦ
କରୋନା ମୁକାବିଲାରେ ବଲିଉଡ୍ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛନ୍ତି।…
‘ପାତାଳ ଲୋକ’ରୁ ହଟିଲା ଭାଜପା ନେତାଙ୍କ ଫଟୋ
ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଯୋଜନାରେ ନିର୍ମିତ ‘ପାତାଳ ଲୋକ’ ଏବେ ବିବାଦ ଘେରରେ ରହିଛି। ବିନା ଅନୁମତିରେ ଭାଜପା ନେତା ନନ୍ଦକିଶୋର ଗୁଜରଙ୍କ ଫଟୋ ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହେବାରୁ ଉକ୍ତ ଫଟୋଟିକୁ ହଟାଇଦିଆଯାଇଛି। ଅନୁଷ୍କାଙ୍କ ନାଁରେ ରାଷ୍ଟ୍ରଦ୍ରୋହ ମାମଲା…
କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍
ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଇ ହୋମ୍ ଆଇସୋଲେଶନ୍ରେ ରଖାଯାଇଥିଲା। ତେବେ କିଛି ଦିନର…
Archives


