କରୋନା ଯୋଦ୍ଧାଙ୍କୁ ୧ ଲକ୍ଷ ସାନିଟାଇଜର ଦାନ କଲେ ସଲମାନ
ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ବଲିଉଡ୍ ଭାଇଜାନ ସଲମାନ ଖାଁ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ଏମିତିକି ସହାୟତା ପାଇଁ ଆସୁଥିବା କୌଣସି ସୁଯୋଗକୁ ଯେମିତି ସେ ହାତଛଡା କରିବାକୁ…
ୟୁନିସେଫ ସହ ହାତ ମିଳାଇଲେ ମାନୁଶି
ମୁମ୍ବାଇ: ପୂର୍ବତନ ମିସ୍ ଓ୍ବାର୍ଲଡ ମାନୁଶି ଚ୍ଛିଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଶି ୟୁନିସେଫ ସହ ଯୋଡି ହୋଇଥିବା ସୂଚନା ମିଳିଛି। ମାନୁଶିଙ୍କ ଟିମ୍ ପକ୍ଷରୁ ଜାରି କରାଯାଇଥିବା ଏକ…
ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା
ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ ରୋଜଗାର ନ ଥାଇ ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକ ଏହି ସମୟରେ ନିଜ…
ଲକ୍ଡାଉନ୍ ବଢ଼ିଲେ କ’ଣ ହେବ ପରିସ୍ଥିତି, ମଜାଳିଆ ଭିଡିଓ ଶେୟାର କଲେ ଭାରତୀ
ମୁମ୍ବାଇ: ଲକ୍ଡାଉନ୍ ସମୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲଗାତର ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ଭାରତୀ ଏବେ ଆଉ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଲକ୍ଡାଉନ୍ ବଢ଼ିଲେ କ’ଣ ହେବ…
‘ଅମ୍ପନ’ ପ୍ରଭାବିତଙ୍କୁ ସହାୟତା କଲେ ଶାହରୁଖ ଖାନ୍
ବାତ୍ୟା ‘ଅମ୍ଫନ’ରେ ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି ଅଭିନେତା ଶାହାରୁଖ ଖାନ। ଆଇପିଏଲ କ୍ରିକେଟ ଟିମ କୋଲକାତା ନାଇଟ ରାଇଡର୍ସର ଟୁଇଟର୍ ହ୍ୟାଣ୍ଡେଲରେ ରିଲିଫ ପ୍ୟାକେଜର ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ରିଲିଫ ଫଣ୍ଡ୍ରେ ଆର୍ଥିକ ସାହାଯ୍ୟ…
‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ
ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ପରେ ସଂଗୀତକାର ହିମେଶ ରେଶମିୟା ତାଙ୍କୁ ଏକ ଗୀତରେ ସୁଯୋଗ ଦେଲେ।…
ଲକ୍ଡାଉନ୍ରେ ଛାତ ଉପର ସଫାକରି ଷ୍ଟଣ୍ଟକଲେ ଅଭିନେତ୍ରୀ: ଭିଡିଓ ଭାଇରାଲ
କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଜାରି ରହିଥିବା ବେଳେ ବଲିଉଡ୍ରେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହାର ଫଟୋ ଓ ଭିଡିଓ ସେମାନେ ସୋସିଆଲ ମିଡିଆରେ ସେୟାର…
ହରର୍ ଫିଲ୍ମ ‘ଛୋରୀ’ରେ ଦର୍ଶକଙ୍କୁ ଡରାଇବେ ନୁସରତ୍
ଅଭିନେତ୍ରୀ ନୁସରତ୍ ଭରୁଚା ହରର୍ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ରେଡ୍ଡି ହେଉଛନ୍ତି। ହରର ଫିଲ୍ମ ‘ଛୋରୀ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଏହା ମରାଠୀ ଫିଲ୍ମ ‘ଲପାଛପୀ’ର ରିମେକ୍। ଏ ନେଇ ନୁସରତ ନିଜ ସୋସିଆଲ ମିଡିଆ…
୭୦୦ ପରିବାରଙ୍କ ଦାୟିତ୍ୱ ନେଲେ ଅଜୟ ଦେବଗନ
କରୋନା ମୁକାବିଲାରେ ବଲିଉଡର ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ଅଭିନେତା ଅଜୟ ଦେବଗନ। ପୂର୍ବରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। ଏହାବ୍ୟତୀତ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ ମଧ୍ୟ କରୁଥିଲେ।…
ଲକ୍ଡାଉନ୍ରେ ଗାଡ଼ି ଚଲାଉଛନ୍ତି ରିତେଶ
କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଜାରି ରହିଥିବା ବେଳେ ବଲିଉଡ୍ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ପ୍ରଶଂସକଙ୍କ ସହ ଯୋଡି ରହିବା ପାଇଁ ସେମାନେ ନିଜର ଭିନ୍ନ…
ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ
କରୋନା ମୁକାବିଲାରେ ବଲିଉଡ୍ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ। ଏହି ସହାୟତା ପାଇଁ ସାରା ବିଶ୍ୱ ଏବେ ତାଙ୍କର ପ୍ରଶଂସା କରିବାରେ ଲାଗିପଡ଼ିଛି। ସୋସିଆଲ…
କ୍ଷମା ମାଗିଲେ ହେମା !
ମୁମ୍ବାଇ: ବଲିଉଡ୍ ଡ୍ରିମ ଗର୍ଲ ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍ କରିବା ପରେ ଏବେ ସେ ତା’ର ଉତ୍ତର ରଖିଛନ୍ତି। ହେମା ହେଲ୍ଥ କମ୍ପାନୀ କେଣ୍ଟ ଆରୋର ବ୍ରାଣ୍ଡ…
Archives


