ଥିଏଟର କଳାକାରଙ୍କ ପାଇଁ ଆଗେଇ ଆସିଲେ ଭାଇଜାନ
ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ଏହି ସମୟରେ ସହଯୋଗର ହାତ…
କବିତା ମାଧ୍ୟମରେ କରୋନା ଯୋଦ୍ଧାଙ୍କ ସଂଘର୍ଷର କଥା କହିଲେ ସୋନାକ୍ଷୀ
ମୁମ୍ବାଇ: କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିଲା ଲକ୍ଡାଉନ। ଏହି ସମୟରେ କରୋନାକୁ ଦୂରେଇ ଦେବାକୁ ଘରଠାରୁ ଦୂରରେ ରହି ଏକ ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା କରୋନା ଯୋଦ୍ଧାଙ୍କ ସଂଘର୍ଷର କାହାଣୀ ଅନେକଥର ନଜରକୁ ଆସିଛି। ଏଥର…
ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍ରେ ‘ହୁଡ୍ ହୁଡ୍ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍
ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍ନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…
ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍ ରାଣା
‘ବାହୁବଳୀ’ ଫେମ୍ ରାଣା ଡାଗୁବତୀ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍ଡାଉନ୍ ମଧ୍ୟରେ ଗର୍ଲଫ୍ରେଣ୍ଡ୍ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏବେ ତାଙ୍କ ପିତା ତଥା ପ୍ରଯୋଜକ ସୁରେଶ ବାବୁ ବିବାହ ତାରିଖ ମଧ୍ୟ…
ଓ୍ବାଜିଦ୍ଙ୍କ ମୃତ୍ୟୁରେ ବଲିଉଡ୍ରେ ଶୋକ
ମୁମ୍ବାଇ,୧।୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଗୀତିକାର ସଲିମ ମର୍ଚାଣ୍ଟ ଟୁଇଟ୍ କରି କହିଛନ୍ତି,…
ନର୍ଗିସ୍ଙ୍କୁ ବିବାହ ପୂର୍ବରୁ ସୁନୀଲ ଦତ୍ତଙ୍କୁ ମିଳିଥିଲା ଧମକ
ବଲିଉଡ୍ରେ ଅନେକ ଭେଟେରାନ ଅଭିନେତ୍ରୀ ଅଛନ୍ତି। କିନ୍ତୁ ବହୁତ କମ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଅବଦାନ ବର୍ଷ ବର୍ଷ ପରେ ମଧ୍ୟ ସ୍ମରଣୀୟ ହୋଇ ରହିଛି। ଆଜି ଏପରି ଜଣେ ଅଭିନେତ୍ରୀଙ୍କ ଜନ୍ମଦିନ, ଯାହାଙ୍କ ଅବଦାନ ଚିରସ୍ମରଣୀୟ। ସେହି ଅଭିନେତ୍ରୀ ଜଣଙ୍କ…
ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକ
ମୁମ୍ବାଇ,୧।୬: ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକ ଘଟିଛି। କିଡ୍ନୀ ରୋଗରେ ପୀଡିତ ଥିବା ଓ୍ବାଜିଦ୍ଙ୍କ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। କୀଡନ ରୋଗ ସହ ସେ କରୋନାରେ ମଧ୍ୟ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ…
କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଥିଲେ ଇର୍ଫାନ !
ମୁମ୍ବାଇ: ବଲିଉଡ୍ର ନାମୀଦାମୀ କଳାକାର ଭିତରେ ଇର୍ଫାନ ଖାଁଙ୍କ ନାଁ ଥିଲା ଅନ୍ୟତମ। ଏପ୍ରିଏ ୨୯, ୨୦୨୦ରେ ତାଙ୍କର ପରଲୋକ ହୋଇଥିଲେ ମଧ୍ୟ ଏବେବି ସେ ଦର୍ଶକଙ୍କ ନିକଟରେ ଅଭୁଲା ହୋଇ ରହିଛନ୍ତି। କ୍ୟାନସରରେ ପୀଡ଼ିତ ଥାଇ ଖୁବ୍ କମ୍ ବୟସରେ…
ବଲିଉଡ୍ରେ ୧୧ ବର୍ଷ ପୂରଣ କଲେ ଜ୍ୟାକଲିନ
ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୦୯ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ପାଦ ରଖିଥିଲେ ଜ୍ୟାକଲିନ। ସେ କୁହନ୍ତି ଏପର୍ଯ୍ୟନ୍ତ ବଲିଉଡ୍ରେ ସେ ଯେତିକି ଫିଲ୍ମରେ କାମ କରିଛନ୍ତି ସବୁଥିରୁ…
‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ
ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର କରିଛନ୍ତି। ମହାଦେବନ୍ ଏହାକୁ ପ୍ରଯୋଜନା କରିଥିବା ବେଳେ ନୀଳ ମାଧବ ପଣ୍ଡା ଏହାକୁ ନିର୍ଦ୍ଦେଶନା…
ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ
ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ ପାଇଁ ତାଙ୍କ ଫଟୋ ବ୍ୟବହାର କରିଥିଲା। ଖାଲି ବ୍ୟବହାର କରି ନ ଥିଲା ବରଂ…
୪୬ ବର୍ଷରେ ପ୍ରଥମଥର ମାଆଙ୍କ ହାତ ତିଆରି ଖାଦ୍ୟ ଖାଇଲେ ଟ୍ବିଙ୍କଲ
ମୁମ୍ବାଇ: ବଲିଉଡ୍ଠାରୁ ବେଶ୍ କିଛିଦିନ ହେବ ଦୂରେଇ ରହିଥିବା ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ କିନ୍ତୁ ବେଶ୍ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଥିବା ଦେଖାଯାଏ। ନିକଟରେ ସେ ଏମିତି ଏକ ଫଟୋ…
Archives


