ବାପାଙ୍କ ଚଲାପଥରେ ସଲମାନ୍: ଫାର୍ମ ହାଉସରେ ଲେଖୁଛନ୍ତି ଲଭ୍ଷ୍ଟୋରୀ
କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନରେ ବଲିଉଡ୍ର ସବୁ କାମ ବନ୍ଦ ହୋଇଯାଇଥିଲା। ତେବେ ସୁପରଷ୍ଟାର ସଲମାନ୍ ଖାନ୍ ଏହି ସମୟରେ ଫାର୍ମହାଉସରେ ରହି ନିଜ ବନ୍ଧୁଙ୍କ ସହ ସମୟ ବିତାଉଛନ୍ତି। ତେବେ ସେଠାରେ ସେ…
ବାତ୍ୟା ନିସର୍ଗକୁ ନେଇ ଚିନ୍ତାରେ ବଲିଉଡ୍ ଷ୍ଟାର୍, ଲୋକଙ୍କୁ ସତର୍କ ରହିବାକୁ ଦେଲେ ପରାମର୍ଶ
ବାତ୍ୟା ଅମ୍ଫନ୍ ପରେ ଏବେ ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ରହିଛି। ବୁଧବାର ଅପରାହ୍ନରେ ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବ। ଏବେ ଏହା ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ରହିଛି।…
ସୋନୁ ସୁଦ୍ଙ୍କୁ ଭଗବାନ କହି ପୂଜା କଲେ ବ୍ୟକ୍ତି
କରୋନା ମୁକାବିଲାରେ ବଲିଉଡ୍ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛନ୍ତି।…
ବାପାଙ୍କ କଥାମାନି ଜୟାଙ୍କୁ ବିବାହ କରିଥିଲେ ଅମିତାଭ
ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବିଗ୍ବି ଅମିତାଭ ବଚ୍ଚନଙ୍କର ଜୁନ୍ ୩ ଅର୍ଥାତ୍ ଆଜି ହେଉଛି ବିବାହ ବାର୍ଷିକୀ। ନିଜ ଜୀବନର ସମସ୍ତ ଛୋଟ ବଡ଼ କଥା ଲୋକଙ୍କ ସହ ଶେୟାର କରୁଥିବା ବିଗ୍ବି ଏହି ସ୍ବତନ୍ତ ଦିନରେ ବିବାହ…
ନୀଳ ଆଖିରେ ସ୍ବପ୍ନ ଦେଖାଉଥିବା ଅଭିନେତାଙ୍କ ଜୀବନରେ ଥିଲା ୩ ଦୁର୍ବଳତା
ମୁମ୍ବାଇ, ୨।୬: ବଲିଉଡ୍ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ସେ ୧୯୮୮ ଜୁନ୍ ୨ରେ ୬୩ ବର୍ଷ ବୟସରେ ନୂଆଦିଲ୍ଲୀଠାରେ ଦେହତ୍ୟାଗ କରିଥିଲେ। ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ତାଙ୍କର ଜନ୍ମ ହୋଇଥିଲେ।…
ଅଭିନେତ୍ରୀ ମୋହନାଙ୍କୁ କରୋନା: ପରିବାର ସମେତ ଘରେ କାମ କରୁଥିବା ୨୩ଜଣ ସଂକ୍ରମିତ
ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର ଅନ୍ୟ ୫ ସଦସ୍ୟ ଓ ଘରେ କାମ କରୁଥିବା ୧୭ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।…
ମୃତ ମା’ଙ୍କ ନିକଟରେ ଖେଳୁଥିବା ଶିଶୁ ପାଇଁ ସହଯୋଗର ହାତ ବଢାଇଲେ ଶାହାରୁଖ
ମୁମ୍ବାଇ: କିଛିଦିନ ତଳେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିଥିବା ଜଣେ ପ୍ରବାସୀ ମହିଳା ଶ୍ରମିକଙ୍କର ବିହାର ମୁଜଫରପୁର ରେଲଓ୍ବେ ଷ୍ଟେଶନରେ ମୃତ୍ୟୁ ହୋଇଥିଲା। ଆଉ ମୃତଦେହ ନିକଟରେ ତାଙ୍କର ଦେଢ ବର୍ଷର ଶିଶୁ ଯେଭଳି ଭାବେ ମା’କୁ ଉଠାଇବାକୁ ଚେଷ୍ଟା…
ଏକ୍ସ ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଦୀପିକା
ମୁମ୍ବାଇ: ବଲିଉଡ୍ର ପଦ୍ମାବତ ଫେମ୍ ଦୀପିକା ପାଦୁକୋନ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ଅବଶ୍ୟ ପୂର୍ବରୁ ସେ ଯେତିକି ଆକ୍ଟିଭ ଥିଲେ ଲକ୍ଡାଉନ ପରଠାରୁ ସେ ଆହୁରି ଆକ୍ଟିଭ ହୋଇଯାଇଛନ୍ତି। ନିକଟରେ ସେ ଏମିତି ଦୁଇଟି ଫଟୋ ସୋସିଆଲ…
ଆଡଭାନୀଙ୍କ ସହ ଫଟୋ ଶେୟାର କଲେ ‘ରାମାୟଣ’ର ସୀତା
ରମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଚିଖଲିଆଙ୍କୁ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥାନ୍ତି। ନିଜ ବିଷୟରେ କିଛି ନା କିଛି ତଥ୍ୟ ସେ ନିଶ୍ଚୟ ଶେୟାର୍ କରିଥାନ୍ତି। ନିକଟରେ ସେ ଭାଜପାର…
ସୋନାକ୍ଷୀ ୩୩ ବର୍ଷରେ ପାଦ ଦେଲେ
ମୁମ୍ବାଇ, ୨।୬: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଙ୍ଗଳବାର ୩୩ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ପରେ ବଲିଉଡ୍ରେ ୨୦୧୦ରେ ଦବଙ୍ଗ…
ଓ୍ବାଜିଦ୍ଙ୍କ ମା’ଙ୍କୁ କରୋନା
ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍ ସଙ୍ଗୀତ ଜଗତ। ମାତ୍ର ୪୨ ବର୍ଷ ବୟସରେ ଓ୍ବାଜିଦ୍ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହିଁ ବଲିଉଡ୍। ଅନେକ ଷ୍ଟାର ତାଙ୍କ ମୃତ୍ୟୁ ଶୋକ ପ୍ରକାଶ କରିଛନ୍ତି। ଗତ…
ବଡ ପରଦାକୁ ଫେରିବେ ରାହୁଲ !
ମୁମ୍ବାଇ: ଦିନେ ବଲିଉଡ୍ରେ ହ୍ୟାଣ୍ଡସମ ହିରୋ ଭାବେ ପରିଚିତ ଥିବା ରାହୁଲ ରଏ କିଛିଦିନ ହେବ ଆଉ ବଡ ପରଦାରେ ନଜର ଆସୁ ନାହାନ୍ତି। ଏବେ କିନ୍ତୁ ପୁଣିଥରେ ସେ ବଡ ପରଦାକୁ ଫେରିବେ ବୋଲି ଜଣାପଡିଛି। ଲକ୍ଡାଉନ ସମୟରେ ବିଭିନ୍ନ…
Archives


