Odisha Elections 2024

ଶିକ୍ଷା ଓ ନିଯୁକ୍ତି

OSSC ପରୀକ୍ଷା କ୍ୟାଲେଣ୍ଡର: ଫେବୃଆରୀରେ ହେବ ସାତ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପରୀକ୍ଷା, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର,୩।୨: ଫେବୃଆରୀ ୨୦୨୪ ମାସରେ ହେବାକୁ ଥିବା ନିଯୁକ୍ତି ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି)। ଆୟୋଗ ପକ୍ଷରୁ ଦିଆଯାଇଥିବା ସୂଚନା ନୌଯାୟୀ ଫେବୃଆରୀ ମାସରେ ସାତୋଟି ନିଯୁକ୍ତି ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ।...

ଦଶମ କିମ୍ବା ଦ୍ୱାଦଶ ପରୀକ୍ଷାରେ ପାସ୍‌ କରିଥିବା ଯୁବତୀଯୁବକଙ୍କ ପାଇଁ ରେଳ ବିଭାଗରେ ବମ୍ପର ଚାକିରି ସୁଯୋଗ: ତୁରନ୍ତୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨।୨: ନିକଟରେ ରେଳ ବିଭାଗ ପକ୍ଷରୁ ଆଗକୁ ବମ୍ପର ନିଯୁକ୍ତି ସୁଯୋଗ ହେବ। ଏହି କ୍ରମରେ ରେଲଓ୍ବେ ନିଯୁକ୍ତି ସେଲ (ଆରଆରସି) ଦକ୍ଷିଣ ରେଳଓ୍ବେ (Southern Railway) ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ରେଳବାଇ ନିଯୁକ୍ତି ସେଲ...

NEET-PG Entrance Exam Fees Latest Update: ଆସିଲା ଖୁସି ଖବର,ଏବେ ଦେବାକୁ ପଡ଼ିବ ଏତିକି ଟଙ୍କା…

ନୂଆଦିଲ୍ଲୀ,୧।୨ : ଏନଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆବେଦନ ଶୁଳ୍କ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ ଦେୟ ହ୍ରାସ କରାଯାଇଛି । ୨୦୨୪ ମସିହାରେ...

CUET PG ୨୦୨୪: ପଞ୍ଜୀକରଣ ପାଇଁ ତାରିଖ ବଢ଼ାଇଲା NTA, ବିଦ୍ୟାର୍ଥିଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ,୧।୨: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ପିଜି ୨୦୨୪ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି। ସର୍ବଶେଷ ଏନଟିଏ ବିଜ୍ଞପ୍ତି ଅନୁଯାୟୀ ପଞ୍ଜୀକରଣର ଶେଷ ତାରିଖ ବୃଦ୍ଧି କରାଯାଇଛି। ଆଶାୟୀ ଏବଂ...

ଇଡବ୍ଲ୍ୟୁଏସ୍‌ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର, ୧।୨(ଅସମାପିକା ସାହୁ): ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଲ୍ୟୁଏସ୍‌) ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଆଉ ଅର୍ଥ ବାଧକ ହେବନାହିଁ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଦୁଇ ଲକ୍ଷରୁ କମ୍‌...

NIACL Recruitment 2024: ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ (NIACL) ସହକାରୀ, ପ୍ରଶାସନିକ ଅଧିକାରୀ (ଏଓ) ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ଘୋଷଣା କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୦୧ ଫେବୃଆରୀ ୨୦୨୪ରୁ ଅଫିସିଆଲ ୱେବସାଇଟ www.newindia.co ଭିଜିଟ୍‌ କରି...

ପ୍ରଶ୍ନପତ୍ର ଲିକ୍ କଲେ ୧ କୋଟି ଟଙ୍କା ଜୋରିମାନା, ଦଶ ବର୍ଷ ଜେଲ୍: ବିଲ୍ ଆଣିବେ ସରକାର

ନୂଆଦିଲ୍ଲୀ,୩୧।୧: ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କିମ୍ବା କୌଣସି ପ୍ରକାର ଠକାମୀ ରୋକିବାକୁ ସଂସଦର ବଜେଟ୍ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଭଳି ଖଳ ପ୍ରକୃତିର ଲୋକମାନଙ୍କ ପାଇଁ ଅନେକ ମେଧାବୀ ଛାତ୍ରୀଛାତ୍ରମାନଙ୍କ ଉପରେ...

ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୩୧।୧: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ,...

IIMCକୁ ମିଳିଲା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ମାନ୍ୟତା, ଏବେ ଦେଇପାରିବ ଡିଗ୍ରୀ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) କୁ ‘ଡିମଡ୍ ୟୁନିଭରସିଟି'(ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ) ମାନ୍ୟତା ପ୍ରଦାନ କରିଛି। ଆଇଆଇଏମସି ପକ୍ଷରୁ ଏହି ଖବରକୁ ଏହାର ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହି ନୂତନ...

ଦୁଇଟି ଏମ୍‌ଫିଲ୍‌ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍‌ଫିଲ୍‌ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍‌ଫିଲ୍‌ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ...

ଭାରତୀୟଙ୍କ ପାଇଁ ବଡ଼ ସୁଯୋଗ: କାରପେଣ୍ଟର-ମିସ୍ତ୍ରୀ ଚାକିରରେ ମାସକୁ ଦରମା ୧.୪୦ ଲକ୍ଷ…

ନୂଆଦିଲ୍ଲୀ,୩୧।୧ : ଭାରତର କେତେକ ରାଜ୍ୟ ସେମାନଙ୍କ ଶ୍ରମିକମାନଙ୍କୁ ଇସ୍ରାଏଲକୁ ପଠାଇବା ପାଇଁ ନିଯୁକ୍ତି ଡ୍ରାଇଭ ଚଳାଉଛନ୍ତି। ଏହି ନିଯୁକ୍ତି ଡ୍ରାଇଭ ହରିୟାଣା ଏବଂ ୟୁପିରେ ଚାଲିଛି, କିନ୍ତୁ ବର୍ତ୍ତମାନ ଆଉ ୫ଟି ରାଜ୍ୟ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ଏହି...

Pariksha Pe Charcha 2024: ପିଲାଙ୍କ ରିପୋର୍ଟ କାର୍ଡକୁ ଭିଜିଟିଂ କାର୍ଡ.ନ କରନ୍ତୁ, କହିଲେ ମୋଦି…

ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତି ପାଇବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଗୁରୁମନ୍ତ୍ରା ପ୍ରଦାନ କରିଛନ୍ତି। ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ପ୍ରଦର୍ଶନ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri