ସମ୍ପାଦକୀୟ

ଗାଁରେ ଦରଦାମ୍‌ ଅସମ୍ଭାଳ କାହିଁକି

ଏବେ ଖବରକାଗଜଗୁଡ଼ିକରେ ଆମ ରାଜ୍ୟ ଓଡ଼ିଶାରେ ଦରଦାମ୍‌ ବୃଦ୍ଧି ହେତୁ ସାଧାରଣ ଜନତା ହନ୍ତସନ୍ତ ହେବା ଖବର ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଉଛି। ବିଶେଷକରି ଗାଁରେ ଦରଦାମ୍‌ ଅସମ୍ଭାଳ ଏବଂ ସର୍ବଭାରତୀୟ ସ୍ତରର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୫.୭୬ ପ୍ରତିଶତ…

ବଡ଼ କିନ୍ତୁ ଗୁଣବତ୍ତା ନୁହେଁ

ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସକାଶେ ଜାତୀୟ ଶିକ୍ଷାନୀତି ୨୦୨୦ ଅଣାଯାଇଛି। କିନ୍ତୁ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଏହାର ସଫଳତା ଉପରେ ପ୍ରଶ୍ନ ଉଠାଉଛି। ନିକଟରେ ନ୍ୟାଶ୍‌ନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ କାଉନ୍‌ସିଲ (ନାକ୍‌) ବା ଜାତୀୟ ମାନ୍ୟତା ଆକଳନ…

ଏଇ ଭାରତରେ

ସମାଜରେ ଏଭଳି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ ମଙ୍ଗଳ ପାଇଁ କାମ କରନ୍ତି। ଠିକ୍‌ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଡ. କ୍ରାନ୍ତି ମିଶ୍ରା। ମଧ୍ୟପ୍ରଦେଶ ସତନା ଜିଲାରେ ଥିବା ଶହୀଦ ପଦମଧର…

କେନ୍ଦ୍ରୀୟ ବଜେଟର ବିଶ୍ଳେଷଣ

ଏନ୍‌ଡିଏ-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣ ବଜେଟ (୨୦୨୫-୨୬) ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି। ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ କ୍ରମାଗତ ଅଷ୍ଟମ ବଜେଟ, ତାହା ବି ଜଣେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ। ଏଥର ବଜେଟର ୪ଟି ବିଶେଷ ଆହ୍ବାନ ଥିଲା। ପ୍ରଥମତଃ, ଘରୋଇ ଉପଭୋଗର…

ବଡ଼ଙ୍କୁ ସମ୍ମାନ

ପରିବାର ହେଉଛି ଆମ ସମାଜର ଏକ ମୁଖ୍ୟ ଅଙ୍ଗ। ଯେଉଁ ପରିବାର ମଧ୍ୟରେ ପରସ୍ପର ସ୍ନେହ ଶ୍ରଦ୍ଧା ଥାଏ ତାହା ଏକ ଖୁସି ପରିବାର। ସେଥିପାଇଁ ଭକ୍ତକବି ମଧୁସୂଦନ ମଧ୍ୟ କହିଛନ୍ତି ,ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ,ପରସ୍ପର…

କାମ ମଣିଷର, ଦୋଷ ଭଗବାନ୍‌ଙ୍କର

ବର୍ଷ ଆରମ୍ଭ ନ ହେଉଣୁ ଲସ୍‌ ଆଞ୍ଜେଲସ୍‌ ବନାଗ୍ନି (ଜାନୁଆରୀ ୮ରେ ଆରମ୍ଭ ହୋଇଥିବା ଜଙ୍ଗଲର ନିଅଁା) ଜଣାଇଦେଲା ପରିବେଶକୁ ଧ୍ୱଂସ କରୁଛି ମଣିଷ: ଭଗବାନ୍‌ଙ୍କ କାମ (ଆକ୍ଟ ଅଫ୍‌ ଗଡ୍‌) ବୋଲି କିଛି ନାହିଁ। ଦୁନିଆଟା ନିୟମରେ ଚାଲିବାର ପ୍ରକ୍ରିୟା…

ମଧ୍ୟବିତ୍ତ କିଏ

ସାଧାରଣ ବଜେଟ ୨୦୨୫-୨୬ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ଉପସ୍ଥାପନ କରିବା ପରଠାରୁ ସମଗ୍ର ଦେଶରେ ଗୋଟିଏ କଥା ଗୁଞ୍ଜରଣ ହେଉଛି ଯେ, ମଧ୍ୟବିତ୍ତ ବର୍ଗ ସବୁଠାରୁ ଅଧିକ ଉପକୃତ ହେବେ। କାରଣ ଆୟକରଦାତାଙ୍କୁ ସବୁଠାରୁ ଅଧିକ ସୁବିଧା…

ୟୁସିସିର ସାମ୍ବିଧାନିକ ଦିଗ

ତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏହି ଆଇନ କାର୍ଯ୍ୟକାରୀ କରିଛି। ଏହା ପରକୁ ଭାଜପା ଶାସିତ ରାଜ୍ୟଗଣ ଉତ୍ତରାଖଣ୍ଡକୁ ଅନୁସରଣ କରିବାର ସମ୍ଭାବନା ରହିଛି। କିନ୍ତୁ ଏ ସଂକ୍ରାନ୍ତ ବିଲ୍‌…

ଦୁଇଟି ବିଚାର

ଭାରତର ପ୍ରଧାନମନ୍ତ୍ରୀ ଦୁଇଟି ବିଚାର ବା ଯୋଜନାକୁ ନେଇ ପ୍ରତିଶ୍ରୁତିବଦ୍ଧ, ଯାହା ତାଙ୍କ ଶାସନକାଳରେ ବି ପ୍ରକାଶ ପାଇଛି। ପ୍ରଥମଟି ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଭାବେ ଗଢ଼ି ତୋଳିବା। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନା ଭଳି…

ଶାନ୍ତି ସନ୍ଧାନରେ ମଣିଷ

ବହୁଦିନର ବ୍ୟବଧାନରେ ସେଦିନ ଜଣେ ବନ୍ଧୁଙ୍କ ଘରକୁ ଯିବାର ସୁଯୋଗ ମିଳିଥିଲା। ଜଣେ ସରକାରୀ ପଦସ୍ଥ ଅଫିସର ଭାବେ ସେ ଏବେ କାର୍ଯ୍ୟରତ ଥିଲେ ବି ତାଙ୍କ ଅବସର ସମୟ ପ୍ରାୟତଃ ପାଖେଇ ଆସିଲାଣି। ମୋଟା ଅଙ୍କରେ ଦରମା ପାଉଛନ୍ତି। କିଛି…

ଭାରତର ଜୋ ହିଲ୍‌ ଭଗବତୀଚରଣ

ଓଡ଼ିଶା କମ୍ୟୁନିଷ୍ଟ୍‌ ପାର୍ଟିର ଜନ୍ମଦାତା, ସର୍ବହରାର ଭରସା-ଥାଳ ଭଗବତୀଚରଣ ପାଣିଗ୍ରାହୀଙ୍କର ଆଜି ଶୁଭ ଜନ୍ମଦିନ। ପହିଲା ଫେବୃଆରୀ ୧୯୦୮ରେ ଅବିଭକ୍ତ ପୁରୀ ଜିଲାର ବିଶ୍ୱନାଥପୁର ଗଁାରେ ତାଙ୍କ ଜନ୍ମ ଓ ୨୩ ଅକ୍ଟୋବର ୧୯୪୩ରେ ପରଲୋକ। ସ୍ବଳ୍ପାୟୁ ଭଗବତୀଙ୍କ ସହ ତୁଳନୀୟ…

ପେନ୍‌ସନ ବ୍ୟୟ ବୋଝ

କେନ୍ଦ୍ର କ୍ୟାବିନେଟ୍‌ର ନୂଆ ଏକୀକୃତ ପେନ୍‌ସନ ଯୋଜନା(ୟୁପିଏସ୍‌)କୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁରୁଣା ପେନ୍‌ସନ ଯୋଜନା(ଓପିଏସ୍‌) ଏବଂ ଜାତୀୟ ପେନ୍‌ସନ ଯୋଜନା(ଏନ୍‌ପିଏସ୍‌)କୁ ଏକାଠି ବିଚାରକୁ ନେଇ ଏହା ଗଠନ କରାଯାଇଥିବା କୁହାଯାଉଛି। ପ୍ରକୃତରେ ଏଥିରେ କିଛି ନୂଆ ଲାଭ ମିଳୁଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri