ଯଶଓ୍ବନ୍ତ କ’ଣ ଏକାକୀ?
ଗୋଟିଏ ଛୋଟିଆ ନିଆଁ ସବୁକିଛି ଜାଳିପୋଡ଼ି ଭସ୍ମ କରିଦେବାର ଶକ୍ତି ରଖିଛି ବୋଲି ଦିଲ୍ଲୀ ହାଇକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଯଶଓ୍ବନ୍ତ ଭର୍ମାଙ୍କ ଘଟଣାରୁ ପ୍ରମାଣ ମିଳୁଛି। ବିଚାରପତି ଭର୍ମା ଏବେ ଦେଶବ୍ୟାପୀ ପରିଚିତ ହେବା ସହିତ ଭାରତର ନ୍ୟାୟ ବ୍ୟବସ୍ଥାକୁ…
ଆମେରିକା ସହିପାରୁନି
ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ୨୦୦୯ ପର୍ଯ୍ୟନ୍ତ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଆମେରିକା ଓ ୟୁରୋପର ଅଂଶ ୫୦%କୁ ଟପିଯାଇଥିଲା। ୨୦୦୯ରେ ଏହା ୫୧% ଥିଲା ଓ ଏହା ପରେ ହ୍ରାସ ପାଇବାରେ ଲାଗିଛି। ଗତବର୍ଷ ଅର୍ଥାତ୍ ୨୦୨୪ରେ ଏହା ୪୩% ଥିଲା…
ଏଇ ଭାରତରେ
ଉତ୍ତର ଭାରତର କେତେକ ରାଜ୍ୟରେ ଖୁଣ୍ଟା ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣର ଗମ୍ଭୀର ପରିଣାମ ଦେଖିବାକୁ ମିଳୁଛି। କୃଷକମାନଙ୍କୁ ଏହି କାର୍ଯ୍ୟରୁ ବିରତ କରିବା ପାଇଁ କୋର୍ଟ ଏବଂ ରାଜ୍ୟ ସରକାରଗୁଡ଼ିକ ପଦକ୍ଷେପ ନେଲେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସଫଳତା ମିଳିପାରୁନାହିଁ।…
ସଭା ଓ ଶୋଭାଯାତ୍ରା
ଆଜିକାଲି ସଭା ଓ ଶୋଭାଯାତ୍ରା ଏକ ନିତିଦିନିଆ ଘଟଣା ହୋଇଗଲାଣି। ତେବେ ଅନୁଷ୍ଠିତ ସଭାଗୁଡ଼ିକ ମଧ୍ୟରେ ସାହିତ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଭା ଏବେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଗାଁ ଗହଳିଠୁଁ ଆରମ୍ଭ କରି ସହର ବଜାର…
ହିମଖଣ୍ଡ ସଂରକ୍ଷଣରେ ଜଳ ସୁରକ୍ଷା
୧୯୯୨ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ମାର୍ଚ୍ଚ ୨୨ ତାରିଖକୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ରୂପେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲା। ତଦନୁସାରେ ୧୯୯୩ରୁ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ବିଶ୍ୱ…
ରେଖାଙ୍କ ନୂଆ ବ୍ୟବସ୍ଥା
ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା ପରେ କୌଣସି ବିପଦକୁ ବରଣ କରିବାକୁ ଚାହଁୁନାହିଁ। ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ଯୋଜନାବଦ୍ଧ ଭାବେ ଆରମ୍ଭ କରିବାକୁ ଚାହଁୁଛି। ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶଦାତା କିମ୍ବା ଅଫିସର୍ସ…
ଏଇ ଭାରତରେ
ଘରଚଟିଆ ବଂଶ ରକ୍ଷା ପାଇଁ ପ୍ରତିବର୍ଷ ଘରଚଟିଆ ଦିବସ ପାଳନ କରାଯାଉଛି। କିନ୍ତୁ ଏହାର ସଂରକ୍ଷଣ ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ହେଲେ ଏକ୍ଷେତ୍ରରେ ରାକେଶ କ୍ଷତ୍ରୀଙ୍କ ବ୍ୟକ୍ତଗତ ଉଦ୍ୟମ ପ୍ରଶଂସନୀୟ। ସେ ଘରଚଟିଆ ରହିବା ପାଇଁ ବସା ତିଆରି କରି…
ପାକିସ୍ତାନରେ ଆତଙ୍କବାଦ
ଏହା ନିଃସନ୍ଦେହ ଯେ, ଆତଙ୍କବାଦ ସମଗ୍ର ବିଶ୍ୱପାଇଁ ବିପଦ ସୃଷ୍ଟି କରିଛି। ବିଶ୍ୱରେ ଊଣା ଅଧିକେ ପ୍ରାୟ ସମସ୍ତ ଦେଶ ଏହାର ଶିକାର ହେଉଛନ୍ତି। ନିକଟରେ ଗ୍ଲୋବାଲ ଟେରରିଜମ୍ ଇଣ୍ଡେକ୍ସ ୨୦୨୫ ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ବିଶ୍ୱର ୯୯.୭ ପ୍ରତିଶତ…
ଭଲ ଖାଇବା, ଭଲ ଖୁଆଇବା
ଭଲ ଖାଇବା ଓ ଭଲ ଖୁଆଇବା’ ହିଁ ଗୋଟେ ସମ୍ବେଦନଶୀଳ, ଦାୟିତ୍ୱବାନ ସମାଜର ମୂଳ ଭିତ୍ତି। ବ୍ୟକ୍ତି, ଗୋଷ୍ଠୀ, ସମାଜ ଓ ପରିବେଶର ଦୀର୍ଘସ୍ଥାୟୀ ମଙ୍ଗଳକୁ ନିଶ୍ଚିତ କରିବାକୁ ହେଲେ ଭଲ ଖାଇବା ଓ ଭଲ ଖୁଆଇବା ବିଚାରକୁ ବ୍ୟାପକ କରିବାର…
ଟ୍ରମ୍ପ୍ଙ୍କ ଟାରିଫ୍ ଓ ବାଣିଜି୍ୟକ ବିପର୍ଯ୍ୟୟ
ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍କୁ ଫେରିବା ପରେ ଆର୍ଥିକ ନୀତିରେ ନାଟକୀୟ ପରିବର୍ତ୍ତନ ହୋଇଚାଲିଛି, ଯାହାଦ୍ୱାରା ବିଶ୍ୱର ଦେଶଗୁଡ଼ିକରେ ଅଶାନ୍ତ ସ୍ଥିତି ସୃଷ୍ଟି ହେଉଛି। ନୂଆ ପ୍ରଶାସନ ଚାଇନା, ମେକ୍ସିକୋ ଓ କାନାଡା ଉପରେ ଅତ୍ୟଧିକ ଟାରିଫ୍…
ବୁଦ୍ଧ ଓ ଯିଶୁ
ଆଜକୁ ୨୫୦୦ ବର୍ଷ ପୂର୍ବେ ବୌଦ୍ଧଧର୍ମ ଭାରତର ପୂର୍ବଭାଗରେ ସୃଷ୍ଟିହେବା ପରେ ବୁଦ୍ଧଙ୍କ କାହାଣୀ ଆମ ସମ୍ମୁଖକୁ ଆସିଥିଲା । ସେହିଭଳି ୨୦୦୦ ବର୍ଷ ପୂର୍ବର ଯିଶୁଙ୍କ କାହାଣୀ ପଶ୍ଚିମ ଏସିଆରୁ ଆମ ସାମ୍ନାକୁ ଆସିଲା। ଅନେକେ ବିଶ୍ୱାସ କରନ୍ତି, ଯିଶୁ…
ପିଲାବେଳ
ପିଲାବେଳ ଜୀବନର ସର୍ବଶ୍ରେଷ୍ଠ କାଳ। ପିଲାବେଳେ ନା ଥାଏ ଚିନ୍ତା, ନା ଥାଏ ଦାୟିତ୍ୱ, ନା ଥାଏ ପଶ୍ଚାତାପ, ଶୋଚନା କିମ୍ବା ବାହାନା। ନ ଥାଏ ସେମିତି କିଛି ବାଧ୍ୟବାଧକତା,ନିର୍ଦ୍ଦିଷ୍ଟ ଧରାବନ୍ଧା ନିୟମ ଆକଟ କି ବନ୍ଧନ। ବରଂ,ପିଲାଙ୍କର ଥାଏ ଅବାଧ…
Archives


