ବିଜ୍ଞାନ ପାଇଁ ପଦଯାତ୍ରା
କମଳାକାନ୍ତ ଜେନା ପ୍ରକୃତି ଓ ପରିବେଶରୁ ବିଜ୍ଞାନର ଜନ୍ମ। ପ୍ରକୃତିରେ ଘଟୁଥିବା ଘଟଣାଗୁଡ଼ିକୁ ବୁଝିବା, ତା’ ପଛର କାରଣକୁ ଖୋଜିବା ଏବଂ ସେହି ଜ୍ଞାନକୁ ପ୍ରୟୋଗକରି ନୂଆ ନୂଆ ଜିନିଷ ତିଆରି କରିବା ହେଉଛି ଆମର ବୈଜ୍ଞାନିକ ଗବେଷଣା। ଅନ୍ତର୍ଜାତୀୟ ବିଜ୍ଞାନ…
ଏଇ ଭାରତରେ
ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ପଛରେ ପକାଇ ବିଜ୍ଞାନ ବହୁତ ଆଗକୁ ଯାଇପାରିଛି। ତଥାପି ଲୋକମାନେ ଅନ୍ଧବିଶ୍ୱାସ ଉପରେ ଭରସା ରଖୁଛନ୍ତି। ଏମିତି ଏକ ଅନ୍ଧବିଶ୍ୱାସଭିତ୍ତିକ ନାଗ ଅଦାଲତ ଆୟୋଜନ କରାଯାଉଛି ମଧ୍ୟପ୍ରଦେଶର ରାୟସେନ ତହସିଲ ଅନ୍ତର୍ଗତ ସିହୋରା ଖୁର୍ଦରେ। ତହସିଲ ମୁଖ୍ୟାଳୟ…
ସମ୍ପାଦକୀୟ/ଉପହାର ଲୋଭ
ସମ୍ପାଦକୀୟ/ଉପହାର ଲୋଭ ଉପହାର ଦିଆଯାଏ କାହିଁକି? ସେହି ମର୍ମରେ ଅଧିକ ଭାବିଲେ ପିଲାଙ୍କୁ ଚକୋଲେଟ କିମ୍ବା ବଡ଼ଙ୍କୁ ଉପଢ଼ୌକନ ବା ଉପହାର ଦେବାର ଏକମାତ୍ର କାରଣ ବା ଲକ୍ଷ୍ୟ ହେଉଛି ସେହି ପିଲା ବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ଖୁସି…
ଜଳ ସଂରକ୍ଷଣ ମାନସିକତା
ବୈକୁଣ୍ଠନାଥ ମିଶ୍ର ଆମ୍ଭେମାନେ ଶିଶୁ ଥିବାବେଳେ ପରିବାରରେ ଗୋଟିଏ କଥା ଆମ୍ଭମାନଙ୍କୁ କୁହାଯାଉଥିଲା ଯେ ଖାଦ୍ୟ ନଷ୍ଟ କରନାହିଁ। ଏପରିକି ଖାଦ୍ୟ ବଳକା ରହିଲେ କିମ୍ବା ଥାଳି ପାର୍ଶ୍ୱରେ ବିଞ୍ଚିଗଲେ ପରିବାରରୁ ଗାଳି ଶୁଣିବାକୁ ହେଉଥିଲା। କୁହାଯାଉଥିଲା ଅନ୍ନ ହିଁ ଲକ୍ଷ୍ମୀ।…
ଚାଇନା-ଭାରତ ବାଣିଜ୍ୟ ସମ୍ପର୍କ
ଇଂ. ମାୟାଧର ସ୍ବାଇଁ ଭାରତ ଓ ଚାଇନା ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇ ଦେଶରେ ଅନେକ ଜ୍ଞାନବିଜ୍ଞାନ ବିକଶିତ ହୋଇ ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଛି। ଚାଇନା ଗତ ଶତାବ୍ଦୀର ପଚାଶ ଦଶକରେ ତିବ୍ବତ ଅଧିକାର କରିନେବା ପରେ…
ଏଇ ଭାରତରେ
ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ ହେଉଛି ମଲାଣା। ଏହି ଗାଁରେ ନିଜସ୍ବ ସଂସଦ ରହିଛି। ଗୋଟିଏ ହେଉଛି ଜ୍ୟେଷ୍ଠାଙ୍ଗ ଏବଂ…
ସମ୍ପାଦକୀୟ/୩୭୦ ଉଚ୍ଛେଦ ସ୍ବାଗତଯୋଗ୍ୟ
କୁହାଯାଉଛି ଭାରତୀୟ ଇତିହାସ ଫର୍ଦ୍ଦରେ ୫ ଅଗଷ୍ଟ ୨୦୧୯ ଯୋଡ଼ି ହୋଇଯାଇଛି। ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ଏହାର ସ୍ବତନ୍ତ୍ର ମର୍ଯ୍ୟାଦା ଅନୁଚ୍ଛେଦ ୩୭୦କୁ ଏହି ଦିନ ହଟାଇ ଦିଆଯାଇଛି। ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଣିକି ଜମ୍ମୁ ଓ…
ଅହିଂସା – ବୀରର ଭାଷା
ଅରୁଣ କୁମାର ପଣ୍ଡା ଦୁଇ ବିରୋଧୀ ବିଷୟକୁ ଆମେ ଦ୍ୱନ୍ଦ୍ୱ କହିଥାଉ। ଯେପରି ଥଣ୍ଡା ଓ ଗରମ, ଦିନ ଓ ରାତି। ସେହିପରି ଭୀରୁ ଓ ବୀର। ଭୀରୁ କିଛି କରିବା ପାଇଁ ସମର୍ଥ ନ ଥାଏ, ସବୁବେଳେ ଡରୁଥାଏ। ବୀର…
ନାଳନ୍ଦା ଓ ଭାରତର ବିଶ୍ୱବିଦ୍ୟାଳୟ
ଗିରିଜାଶଙ୍କର ତରାସିଆ ସମଗ୍ର ବିଶ୍ୱକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରିଥିବା ବିହାରର ପ୍ରାଚୀନତମ ଶ୍ରେଷ୍ଠ ନାଳନ୍ଦା ବିଶ୍ୱବିଦ୍ୟାଳୟର ସାତଶହ ବର୍ଷ ପରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଗଢ଼ିଉଠିଥିଲା। ଐତିହାସିକମାନଙ୍କ ମତରେ, ଏହି ବିଶ୍ୱବିଦ୍ୟାଳୟ ୧୦୯୬ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା ୧୧୬୭…
ଏଇ ଭାରତରେ
ଅଙ୍ଗଦାନ ମହାପୁଣ୍ୟ। ବେଙ୍ଗାଲୁରୁରେ ଜଣେ କୃଷକ ମୃତ୍ୟୁପରେ ତାଙ୍କ ଶରୀର ଦାନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଟୁମାକୁରୁର ଶ୍ରୀଦେବୀ ହସ୍ପିଟାଲ୍କୁ ଛାତ୍ରୀଛାତ୍ରଙ୍କ ଗବେଷଣା ପାଇଁ କୃଷକ ଜଣକ ତାଙ୍କ ଶରୀର ଦାନ କରିଛନ୍ତି। ଏହି କୃଷକ ହେଉଛନ୍ତି ହନମନ୍ଥ ସିଦ୍ଦାପ୍ପା…
ଜନବିରୋଧୀ ଆଇନ
ଆକାର ପଟେଲ ଭାରତ ତା’ର ଆତଙ୍କବାଦ-ନିରୋଧୀ ଆଇନ, ଦ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ ଆକ୍ଟ (ୟୁଏପିଏ)ରେ ଏକ ପରିବର୍ତ୍ତନ କରିଛି। ଏହି ଆଇନ ଅନୁସାରେ କୌଣସି ଅପରାଧ ଘଟାଇବା ପୂର୍ବରୁ ବିନା ଅଭିଯୋଗରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଅଟକ ବା ଜେଲରେ…
ନୀତିବିହୀନ ରୀତି
ଚିତ୍ର-ଚରିତ୍ର/ନିରଞ୍ଜନ ପାଢ଼ୀ ମାନବ ସମାଜରେ ସଭ୍ୟତାର ବିକାଶ ହେବା ପରଠୁଁ ପୁଅଟିଏ ଝିଅଟିଏକୁ ବାହା ହୋଇ ସଂସାର ବାନ୍ଧିବାର ସ୍ବୀକୃତି ହାସଲ କରିଆସୁଛି। ପୂର୍ବ କାଳରେ ବରକନ୍ୟା ମିଳନର ଏହି ବିବାହ ପର୍ବଟି ଭିନ୍ନ ଭିନ୍ନ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ ସମ୍ପନ୍ନ…
Archives


