କୁତ୍ସିତ ବୃତ୍ତି
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଏ ପୃଥିବୀରେ ଯେତେ ସର୍ଭେ କରାଯାଇଛି, ସେଥିରୁ ଜଣାପଡ଼ିଛି ଯେ ନାଳନର୍ଦ୍ଦମା ସଫାକରିବା, ବିଶେଷକରି ପ୍ରାଣୀ (ଗାଈ, ଘୁଷୁରି, କୁକୁଡ଼ା ପ୍ରଭୃତି) ଫାର୍ମ ଓ କଂସେଇଖାନା ପରିସରର ନର୍ଦ୍ଦମା ସଫାକରିବା ସବୁଠାରୁ ତଳସ୍ତରର କାମ। କୋଟି…
ଅସାଧୁ ନିର୍ବାଚନ
ପ୍ରଦୀପ୍ତ ନାୟକ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଭାରତୀୟ ସମ୍ବିଧାନ ଓ ନୀତିନିୟମ ଅନୁସାରେ ପ୍ରତ୍ୟେକ ସାବାଳକ ନାଗରିକ ସ୍ବାଧୀନ ଭାବରେ ନିଜ ଇଚ୍ଛାରେ ଭୋଟ ଦେଇପାରିବେ, ପ୍ରଚାର କରିପାରିବେ ଏବଂ ପ୍ରାର୍ଥୀ ହୋଇପାରିବେ। ଏଥିନିମନ୍ତେ ଭାରତର ପ୍ରଥମ ସାର୍ବଭୌମ ସରକାର…
କ୍ରିକେଟାୟ ନମଃ
ଡ. କୁଳାଙ୍ଗାର ଭାଇରେ କ୍ରିକେଟ ଖେଳ କି ମନ୍ତର କଲା, ବୁଢ଼ାହଡ଼ା ଭେଣ୍ଡିଆ ପିଲା ସଭିଙ୍କୁ ପାଗଳ କଲା…! କ୍ରିକେଟ କ୍ରିକେଟ ଘୋଷିଘୋଷି ଆମେ ଏ ଶବ୍ଦଟିକୁ ମନ୍ତ୍ରରେ ପରିଣତ କରିସାରିଲେଣି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ଅନେକଙ୍କର ରୋଜଗାର ଓ…
ଏଇ ଭାରତରେ
ବିବାହ ଭୋଜିରେ ବରକନ୍ୟାଙ୍କୁ ଉପହାର ପାଣିଭର୍ତ୍ତି ମାଠିଆ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଏଠାରେ ଏକ ବିବାହ ଭୋଜିରେ ଯୋଗଦେଇଥିବା ଲୋକେ ବରକନ୍ୟାଙ୍କୁ ପାଣିଭର୍ତ୍ତି ମାଠିଆ ଉପହାର…
ସମ୍ପାଦକୀୟ/ ଭିତରକୁ ଦେଖ
ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣକରିବା ପରେ ଏବେ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି। ୨୫ ମେ’ରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ ମଧ୍ୟ ତାହାକୁ…
ମରିଯାଉଛି ମଣିଷପଣ
ସୁଧୀର କୁମାର ନାୟକ ସକାଳୁ ସକାଳୁ ମହାପାତ୍ର ବାବୁଙ୍କ ମୁଣ୍ଡଟା ବିଗିଡ଼ିଯାଇଛି। ନିଜ ଝିଅପୁଅଙ୍କ ଚାଲିଚଳନ ଦିନକୁଦିନ ବେଢଙ୍ଗିଆ ହୋଇଯାଉଛି। ପିଲାମାନଙ୍କର ବେଶଭୂଷା, ଆଚାର ବ୍ୟବହାରରେ ଅଶିଷ୍ଟତା ତାଙ୍କ ହୃଦୟକୁ କଷ୍ଟ ଦେଉଛି। ନା କିଛି ଟାଣ କରି କହିହେଉଛି ନା…
ଜଙ୍ଗଲ ନିଅଁା: କାରଣ ଓ ନିରାକରଣ
ଅଲେଖ ଚନ୍ଦ୍ର ସାମଲ ସର୍ବଭାରତୀୟ ସ୍ତରରେ ଜଙ୍ଗଲ ନିଅଁାରେ ଛତିଶଗଡ଼ର ସ୍ଥାନ ପ୍ରଥମ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ସର୍ବଭାରତୀୟ ଫରେଷ୍ଟ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶାର ସ୍ଥାନ ଦ୍ୱିତୀୟ ରହିବା…
ଏଇ ଭାରତରେ
ପଇସାପତ୍ର ଅଭାବରୁ ଏକ ବୃଦ୍ଧ ଦମ୍ପତି ପରିଣତ ବୟସରେ ବାହା ହୋଇଛନ୍ତି। ତାହା ପୁଣି ବୟସ୍କ ଝିଅପୁଅ ଏବଂ ନାତୁଣୀନାତିଙ୍କ ମେଳରେ। ସେମାନେ ଏକତ୍ର ୫୦ ବର୍ଷ ହେଲା ରହିଆସୁଛନ୍ତି। ଏପରି ଏକ ଘଟଣା ଘଟିଛି ଗୁଜରାଟର ଉଦୟପୁରରେ। ଉଦୟପୁର ଅନ୍ତର୍ଗତ…
ସମ୍ପାଦକୀୟ/ଦେଖଣାହାରି
ଗୁଜରାଟ ସୁରଟର ଏକ କୋଚିଂ ସେଣ୍ଟରରେ ୨୪ ମେ’ରେ ହୋଇଥିବା ଅଗ୍ନିକାଣ୍ଡରେ ୨୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ନିଅଁା ଲାଗିଯିବା ପରେ ଭୟରେ ଉକ୍ତ ସୁଉଚ୍ଚ କୋଠା ଉପରୁ ପିଲାମାନେ ତଳକୁ ଡେଇଁ ପ୍ରାଣ ହରାଉଥିବା ଦୃଶ୍ୟସମ୍ବଳିତ ଭିଡିଓ ଏବେ…
ମୋଦି କାହିଁକି ଜିଣିଲେ
ସହଦେବ ସାହୁ ମେ ୨୧ର ଅଧିକାଂଶ ଏକ୍ଜିଟ୍ ପୋଲ୍ ସତ ହେଲା- ଆଉ ୫ବର୍ଷ ମିଳିଗଲା ମୋଦିଙ୍କୁ। ଭାରତର ପସନ୍ଦ- ଆମର ମୋଦି ନା ଏକ ଅସନା ଗଣତନ୍ତ୍ର (The Choice in India: ‘Our Trump’ or a Messier…
ନେତା ଚୟନର ଶାସ୍ତ୍ରୀୟ ବିଧି
ଡ. ଭାରତ ଭୂଷଣ ରଥ ରାଜତନ୍ତ୍ର ଏବଂ ଗଣତନ୍ତ୍ରକୁ ନେଇ ବିଶ୍ୱର ଶାସନ ବ୍ୟବସ୍ଥା ପ୍ରଚଳିତ। କେତେକ ଦେଶରେ ଏବେ ବି ରାଜତନ୍ତ୍ର ଚାଲିଛି। ତେବେ ଭାରତ ଗଣତନ୍ତ୍ରକୁ ଆଦରି ନେଇଛି। ତା’ ସତ୍ତ୍ୱେ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ…
ଏଇ ଭାରତରେ
ବାହାଘରକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କନ୍ୟାକୁ ବିବାହ କରନ୍ତି ବରର ଭଉଣୀ। କାରଣ…
Archives


