ସମ୍ପାଦକୀୟ/ଭୁଶୁଡ଼ିଲା ମେଣ୍ଟ
ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା ରାଜନୈତିକ ଦଳଗୁଡ଼ିକ ବିଫଳତାର କାରଣ ଖୋଜିବାରେ ଲାଗିଛନ୍ତି। କେତେକ ଦଳର ତୁଙ୍ଗ ନେତା ଇସ୍ତଫା ଦେବା ବିଷୟ ଘୋଷଣା କରିଥିବା ବେଳେ ଆଉ କେତେ ଜଣ ନୈତିକ ଦୃଷ୍ଟିକୋଣରୁ ଦାୟିତ୍ୱରୁ ଓହରିଯାଇଥିବା ଦେଖିବାକୁ ମିଳିଛି।…
ବାୟୁ ପ୍ରଦୂଷଣର ବିଷମ ପରିଣତି
ଡ. ଦେବାନନ୍ଦ ବେଉରା ପରିବେଶର ଅନ୍ୟତମ ଅଙ୍ଗ ବାୟୁମଣ୍ଡଳ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ମଧ୍ୟରେ ପୃଥିବୀକୁ ଘେରି ରହିଛି। ବିଭିନ୍ନ ବାଷ୍ପର ଆନୁପାତିକ ମିଶ୍ରଣର ପରିପ୍ରକାଶ ହେଉଛି ବାୟୁମଣ୍ଡଳ। ଜୀବର ବଞ୍ଚିବାରେ ସହାୟକ ବାୟୁମଣ୍ଡଳ କ୍ରମଶଃ ସଂହାରକ ସାଜୁଛି। ତା’ର କାରଣ…
ପାରିବେଶିକ ଅସନ୍ତୁଳନ
ସବ୍ୟସାଚୀ ଅମିତାଭ ଜୁନ୍ ୫ ବିଶ୍ୱ ପରିବେଶ ଦିବସ। ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ପ୍ରକୃତି ବିଗିଡ଼ିବାରେ ଲାଗିଲାଣି, ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେକାର ଫନୀ ମହାବାତ୍ୟା ହେଉ ଅବା ୧୯୯୯ ସୁପର ସାଇକ୍ଲୋନ୍ କିମ୍ବା ଅତୀତର…
ଏଇ ଭାରତରେ
ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ପୋଷା କୁକୁର। ମଧ୍ୟପ୍ରଦେଶର ସେଓନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ କୁରଇ ଜଙ୍ଗଲକୁ ପରଷ୍ପନି ଗଁାର ପଞ୍ଚମ ନାମକ ଯୁବକ ଶୌଚ ହେବା ପାଇଁ ଯାଇଥିଲେ।…
ସମ୍ପାଦକୀୟ/ଥିଲେ ନଷ୍ଟ, ନ ଥିଲେ କଷ୍ଟ
ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଳସଙ୍କଟ ଏବେ ଏଭଳି ସ୍ତରରେ ପହଞ୍ଚିଛି ଯେ, କେତେକ ଲୋକ ସହର ଛାଡ଼ିବା ଆରମ୍ଭ କଲେଣି। ଆଉ କେତେକେ ଯେଉଁ ଅଞ୍ଚଳରେ ଜଳର ଉପଲବ୍ଧି ରହିଛି ସେଠାକୁ ବାସସ୍ଥାନ ବାଛିଲେଣି। ଅର୍ଥାତ୍ ଜୀବନଯାକର ଅର୍ଥ ସଞ୍ଚି ସୁନ୍ଦର…
କ୍ରୂର ପ୍ରବଞ୍ଚନା
ବୈକୁଣ୍ଠନାଥ ମିଶ୍ର ବର୍ତ୍ତମାନ ସମାଜ ଭଦ୍ରମୁଖାପିନ୍ଧା ରାକ୍ଷସମାନଙ୍କର କ୍ରୀଡ଼ାଙ୍ଗନରେ ପରିଣତ ହୋଇଛି। ପରର ସର୍ବସ୍ବ ଲୁଣ୍ଠନ, ପରକୁ ବିପଦମୁହଁକୁ ଠେଲି ତା’ ଅସହାୟତାର ଫାଇଦା ନେବା, ସତ୍ୟକୁ ଉପେକ୍ଷା କରି ମିଥ୍ୟାର ପକ୍ଷ ଗ୍ରହଣ କରିବା, କୋମଳମତି ବାଳିକାଙ୍କୁ ଯୌନ ଉତ୍ପୀଡ଼ନ…
ଜୀବନ ଅନ୍ୟର ଦାନ
ଡ. ବାସୁଦେବ ମିଶ୍ର ମଣିଷ ଜୀବନ ଯେ ଅନ୍ୟର ଦାନ ଏ କଥାକୁ ବୁଝିବା ହେଉଛି ସଂସାରରେ ଜୀବନ ବଞ୍ଚତ୍ବାର ସର୍ବୋତ୍କୃଷ୍ଟ କଳା। ଏହି କଳା ବାସ୍ତବରେ ଖୁବ୍ କମ୍ ଲୋକଙ୍କୁ ଜଣାଥାଏ। ସମସ୍ତେ କେବଳ ନିଜ ସହିତ ଛଳନା କରିବାକୁ…
ଏଇ ଭାରତରେ
ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ। ସୋସିଆଲ୍ ମିଡିଆରେ ଏହି ବିଷୟ ଭାଇରାଲ ହେବାରେ ଲାଗିଛି। ମଣିଷ ଏବଂ ସର୍ପ ମଧ୍ୟରେ ସମ୍ପର୍କ ନିଆରା। ବିଷାକ୍ତ ସାପକୁ ଦେଖିଲେ କେହି ଭୟ କରିଥାନ୍ତି ଅଥବା ବାଡେଇ…
ହିନ୍ଦୀକୁ ବିରୋଧ
ଭାରତର ବିବିଧତା ଉପରେ ପୁନର୍ବାର ଆକ୍ରମଣ ହୋଇଗଲା। ବିବିଧତାରେ ଯେଉଁ ସୌନ୍ଦର୍ଯ୍ୟ ରହିଛି, ତା’ର ମୂଳ ସ୍ରୋତ ଭିନ୍ନ ଭାଷା, ଖାଦ୍ୟ ଓ ବେଶପୋଷାକର ରୁଚିରୁ ଜଣାପଡ଼ିଥାଏ। ବିଶେଷକରି ଭାଷାକୁ ମାରିଦେଲେ ସଂସ୍କୃତି ଏବଂ ଚରିତ୍ର ଧ୍ୱଂସ ପାଇଯାଏ। ଏବେ ଅଣ-ହିନ୍ଦୀ…
ପ୍ରେମର ଦିବ୍ୟତା ଓ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ
ଡ. ପ୍ରଫୁଲ୍ଲ କୁମାର ସାହୁ ମୁକ୍ତିର ମାନ୍ତ୍ରିକ ମହାଯୋଗୀ ଶ୍ରୀଅରବିନ୍ଦ। ଜଣେ ମହାନ୍ ଦାର୍ଶନିକ, ମହାକବି ତଥା ଅଧିବିଦ୍ୟା ବିଶାରଦ। ତାଙ୍କ ମତରେ ମଣିଷ ଏକ ବୁଦ୍ଧିମାନ ପ୍ରାଣୀ ଏବଂ ତା’ ଭିତରେ ରହିଛି ଏକ ବିକାଶଶୀଳ ଅଭୀପ୍ସାପରାୟଣ ଅନ୍ତଃସତ୍ତା ବା…
କକ୍ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି
ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍ଖା ଜରିକୁ ଖୋଲି ଏକାଠି ଫେଣ୍ଟିବା ପରେ ସେବନ କଲେ। ଘଟଣାଟି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଆବେଗ ସମ୍ବରଣ…
ଏଇ ଭାରତରେ
ଈଶ୍ୱରଙ୍କ ନିକଟତର ହେବା ପାଇଁ କିଏ କେତେ ପ୍ରକାର ସାଧନା କରନ୍ତି। କିନ୍ତୁ ଜଣେ ବୃଦ୍ଧ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଜୀବନ୍ତ ସମାଧି ନେବାକୁ ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏପରି…
Archives


