ସମ୍ପାଦକୀୟ

ବାବୁଙ୍କ ଉପରେ ଭରସା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରଥମ ପାଳିରେ ଯାହା ଦେଖିବାକୁ ମିଳିଥିଲା ତାହା ଏବେ ଦ୍ୱିତୀୟ ପାଳିରେ ବି ଦେଖିବାକୁ ମିଳୁଛି। ତାହା ହେଉଛି ପୋଖତ ରାଜନେତାମାନେ ଯେଉଁ କାମ କରି ନ ପାରିବେ, କେତେକ…

ନୂଆ ଭାରତ ଓ ନୂଆ ଓଡ଼ିଶା କେତେ ବାସ୍ତବ

ଡ. ସନ୍ତୋଷ କୁମାର ମହାପାତ୍ର ଯିଏ ସରକାର ଗଢୁ ବା ଶାସନ କରୁ ବିଭିନ୍ନ ପ୍ରକାର ଆର୍ଥିକ, ରାଜନୈତିକ ତଥା ସାମାଜିକ ସମସ୍ୟା ସମାଧାନ କରିବା ସହଜ ନୁହେଁ। ଅବଶ୍ୟ ସରକାର ଏଥିପାଇଁ ପ୍ରଚେଷ୍ଟା କରିବା ଉଚିତ। କିନ୍ତୁ ସମ୍ପ୍ରତି ଭାରତ…

ପରିସଂଖ୍ୟାନର ଉଭୟ ଦିଶା

ବିଭୁପ୍ରସାଦ ମହାପାତ୍ର କିଛି କୃତବିଦ୍ୟ ସାହିତି୍ୟକ ସେମାନଙ୍କ ପେନ୍‌ ନେମ୍‌ରେ ପାଠକଙ୍କ ଗହଣରେ ଜଣାଶୁଣା ଅଥଚ ପ୍ରକୃତ ନାମ ବହୁତ କମ୍‌ ଲୋକ ଜାଣିଥାନ୍ତି। ଆମ ଓଡ଼ିଆ ସାହିତ୍ୟରେ ଫତୁରାନନ୍ଦ ଏକ ପରିଚିତ ନାମ, କିନ୍ତୁ ରାମଚନ୍ଦ୍ର ମିଶ୍ର କହିଲେ ବହୁତ…

ଏଇ ଭାରତରେ

ନାଶିକର ଜଣେ ୮ବର୍ଷର ବାଳକ ସାଇକେଲ ଯୋଗେ ୩୬୦ କିଲୋମିଟର ଯାତ୍ରା କରିବାକୁ ଉଦ୍ୟମ କରିବା ନିଆରା ନିଶ୍ଚୟ। ଏହି ବାଳକ ନାଶିକଠାରୁ ପଣ୍ଢରପୁର ‘ସାଇକେଲ ଓ୍ବାରି’ ଯାତ୍ରା କରିଥିଲେ। ପ୍ରେମ ସଚିନ ନିଫାଡେ ନାମକ ଏହି ବାଳକଙ୍କ ମାତାପିତା ମଧ୍ୟ…

ଆଜିର ଅର୍ଥନୀତି/ ବାହାପିଆ କଥା

ଚଳିତ ମାସରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ଗଭର୍ନିଂ କାଉନ୍‌ସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଇଚ୍ଛା ପ୍ରକଟ କରିଛନ୍ତି କି ୨୦୨୪ ବା ତାଙ୍କ ବର୍ତ୍ତମାନ ସରକାରର ଅବଧି ଶେଷ ହେଉଥିବା ବର୍ଷ ସୁଦ୍ଧା ଭାରତ ୫ ଟ୍ରିଲିୟନ…

ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି ଆସିବାର ଅଭିପ୍ରାୟ ଜଣାଇଲେ। ଆପାଦ-ମସ୍ତକ ନିରୀକ୍ଷଣ କରି ସାଧୁ ପଚାରିଲେ, ”ବତ୍ସ, ତୁମର ବୃତ୍ତି…

ହସ୍ପିଟାଲରେ ସୌରଶକ୍ତିର ବ୍ୟବସ୍ଥା

ସଞ୍ଜୟ ସାନ୍ୟାଲ, ସଙ୍ଗୀତା ରାଣେ ଓ ଅରବିନ୍ଦ ଶାଶ୍ୱତ ଏହା ଥିଲା ଏକ ବର୍ଷାମୁଖର ସଂଧ୍ୟା, ଯେତେବେଳେ ଡାକ୍ତର କାନିଲି ଜିମୋଙ୍କ ରୋଗିଣୀଙ୍କୁ ଜରୁରୀ ଅସ୍ତ୍ରୋପଚାର କରାଇବାର ଆବଶ୍ୟକତା ଥିଲା। ଏକ ସନ୍ତାନକୁ ଜନ୍ମ ଦେବା ପରେ ରୋଗିଣୀଙ୍କ ଦେହରୁ ପ୍ରବଳ…

ଏଇ ଭାରତରେ

ଭାତଥାଳିକୁ ଗୋଡ଼ରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା। ପରମ୍ପରା ନାଁରେ ଏବେ ବି ଅନେକ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଥିବା ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରଷିବା ପରେ ଥାଳିଟିକୁ ଗୋଡରେ ଠେଲି ଦେଇଥାଆନ୍ତି। ଏହା ପଛରେ…

କୁକୁର ଓ ମାଲିକ ଭିତରେ ସାଦୃଶ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅଧିକାଂଶ ଲୋକ ଯେଉଁ ଜାତିର କୁକୁର ପାଳିବାକୁ ବାଛିଥାନ୍ତି, ସେହି କୁକୁରଙ୍କ ସହ ସେମାନଙ୍କର କିଛି ଶାରୀରିକ ସାଦୃଶ୍ୟ ଥିବା ପରି ମନେହୁଏ। ହାଇ ହିଲ୍‌ ପିନ୍ଧା କବରୀ ବନ୍ଧା ମହିଳାମାନେ ଲମ୍ବା ଗୋଡ଼ ଥିବା…

ଋଷି ବଙ୍କିମଚନ୍ଦ୍ର ଓ ବନ୍ଦେ ମାତରମ୍‌

ଅରୁଣ କୁମାର ପଣ୍ଡା ଏ ବେ ସମଗ୍ର ଦେଶରେ ରାଷ୍ଟ୍ରବାଦ, ଜାତୀୟତା ଓ ଦେଶଭକ୍ତି ଆଦି ବିଷୟକୁ ନେଇ ଖୁବ୍‌ ତର୍କବିତର୍କ ଚାଲିଛି। ଏହି ଶବ୍ଦଗୁଡିକର ଉପଯୋଗ କେବଳ ଭୋଟ ପାଇଁ କରାଯାଉଛି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରୁଥିବା ବେଳେ…

ଚାଷ ଦୂର କରିବ ବେକାରି

ବିଚିତ୍ର ବିଶ୍ୱାଳ ସଂପ୍ରତି ଆମ ଦେଶରେ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ ଓ ଦିନକୁ ଦିନ ଏହା କାୟା ବିସ୍ତାର କରିଚାଲିଛି। ନିକଟ ଅତୀତରେ ମହାରାଷ୍ଟ୍ର ସଚିବାଳୟରେ ୧୩ଟି ୱେଟର ପଦବୀ ପାଇଁ ୭୦୦୦ ସ୍ନାତକୋତ୍ତର ପ୍ରାର୍ଥୀ ଆବେଦନ କରିଥିଲେ। ତାମିଲନାଡୁରେ…

ଏଇ ଭାରତରେ

ପ୍ରେମ ଦୁଇ ଆତ୍ମାର ମିଳନ ଘଟାଏ। ଏଥିରେ ଲିଙ୍ଗଗତ ଭେଦଭାବ କିଛି ନ ଥାଏ। ଏ କଥା ବୁଝିଛନ୍ତି କୋଲକାତାର ଦୁଇ କିନ୍ନର ତିସ୍ତା ଦାସ (ଟ୍ରାନ୍ସଓମ୍ୟାନ୍‌) ଏବଂ ଦୀପନ ଚକ୍ରବର୍ତ୍ତୀ (ଟ୍ରାନ୍ସମ୍ୟାନ୍‌)। ଅଗଷ୍ଟ ୮ ତାରିଖରେ ସେମାନେ ପାରମ୍ପରିକ ବିଧିବିଧାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri