ସମ୍ପାଦକୀୟ

ଏଇ ଭାରତରେ

ନିଶାଦ୍ରବ୍ୟ ସେବନ ଖରାପ ଅଭ୍ୟାସ। ଏହି ବଦଭ୍ୟାସଠାରୁ ଦୂରେଇ ରହିଛନ୍ତି ଗୋଟିଏ ଗଁ।ର ବାସିନ୍ଦା। ହରିୟାଣାର ଶେଷ ମୁଣ୍ଡରେ ରାଜସ୍ଥାନକୁ ଲାଗିଥିବା ଗାଁ ହେଉଛି ଟିକଲା। ଏହି ଗାଁରେ କେହି କେବେ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ। ଗାଁର ଲୋକସଂଖ୍ୟା…

ଉତ୍କଳର ରାଜବଂଶ ଓ ବାଇଶି ପାହାଚ

ବୈକୁଣ୍ଠନାଥ ମିଶ୍ର ଭୌମକର ବଂଶର ଶାସକମାନେ କଳିଙ୍ଗକୁ ଶାସନ କରୁଥିବା ସମୟରେ ସୋମବଂଶୀମାନେ କୋଶଳର ଶାସନକର୍ତ୍ତା ଥିଲେ। ନବମ ଶତାବ୍ଦୀର ଶେଷଭାଗରେ ଭୌମକର ଶାସନର ପତନ ଘଟିଲା ଓ ପ୍ରବଳ ପରାକ୍ରମୀ ସୋମବଂଶୀମାନେ ଓଡ଼ିଶା ଶାସନର ଭାଗ୍ୟବିଧାତା ସାଜିଲେ। ଏହି ବଂଶର…

ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ, କଞ୍ଜରଭେଶନ୍‌ ଅଫ୍‌ ଏନର୍ଜି। ପଦାର୍ଥ ବିଜ୍ଞାନର ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ।“ ସେ କହିଲେ,…

ଉଦ୍ଭାବନରେ ପଛୁଆ

ଆକାର ପଟେଲ କିଛି ସପ୍ତାହ ତଳେ ଭାରତରେ ସ୍ମାର୍ଟଫୋନ୍‌ ଶିଳ୍ପ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଉଟି ଅର୍ଥନୀତିର ଏହା ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହାର ବିଶାଳ ବାର୍ଷିକ ଅଭିବୃଦ୍ଧି ସହିତ ବିରାଟ ଆକାର ରହିଛି। ଭାରତର ସ୍ମାର୍ଟଫୋନ୍‌…

ଅସ୍ବଚ୍ଛ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର ସାଧାରଣତଃ ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ସରକାର କ’ଣ କ’ଣ ଆଲୋଚ୍ୟ ବର୍ଷରେ ହାସଲ କରିଛନ୍ତି, କେଉଁ ବିଫଳତାର ସମ୍ମୁଖୀନ ହୋଇଛନ୍ତି, ଅର୍ଥନୀତିର ସ୍ଥିତି କିପରି ଅଛି ତାହା ପ୍ରତିଫଳିତ ହୋଇଯାଏ। କିନ୍ତୁ ବଜେଟରେ ଆଲୋଚ୍ୟ ବର୍ଷରେ…

ପୋଲିସ ପର୍ବତରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସର୍ବୋଚ୍ଚରେ ପହଞ୍ଚାଇଥାଏ। ସଫଳତା ପାଉଥିବା ବ୍ୟକ୍ତି ସର୍ବଦା ଆଗକୁ ବଢ଼ିବା ଲାଗି ଉଦ୍ୟମ କରିବା ହେଉଛି ସକାରାତ୍ମକ ଚିନ୍ତାଧାରା। ନିକଟରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ଅପର୍ଣ୍ଣା କୁମାର ସେଭେନ୍‌ ସମିଟ୍‌…

ଏଇ ଭାରତରେ

ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ପ୍ରିୟପରିଜନ ଦୁଃଖରେ କାନ୍ଦିଥାନ୍ତି। ଏହି କାନ୍ଦିବା ସ୍ବତଃସ୍ଫୂର୍ତ୍ତ ଏବଂ ଭାବପ୍ରବଣତାସମ୍ଭୂତ। କିନ୍ତୁ ଭଡାରେ ଲୋକଙ୍କୁ ଆଣି କନ୍ଦାଇବା କଥାଟି ନୂଆ ନିଶ୍ଚୟ। ସେମାନେ ଭାବାବେଗରୁ ନୁହେଁ ବରଂ ଉଦ୍ଦେଶ୍ୟମୂଳକ ଭାବେ କାନ୍ଦିଥାନ୍ତି। ଏହି କାନ୍ଦରେ ନା ଥାଏ…

ମିତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳି ପ୍ରାରମ୍ଭରେ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ ପରି ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳ ଶେଷ ମୁହୂର୍ତ୍ତରେ ବୃଦ୍ଧିକରିଛନ୍ତି, ଯିଏ କି ମେ ୩୧ ତାରିଖରେ ଅବସର ନେବାର…

ରାଜ୍ୟ ବଜେଟରେ ନିଯୁକ୍ତି ପ୍ରସଙ୍ଗ

ନଟବର ଖୁଣ୍ଟିଆ ପଞ୍ଚମ ପାଳିର ନବୀନ ପଟ୍ଟନାୟକଙ୍କ ସରକାରର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବିଧାନସଭାରେ ଗତ ଜୁନ୍‌ ୨୮ ତାରିଖରେ ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ବ୍ୟୟ ବରାଦ କରିଛନ୍ତି ୧,୩୯,୦୦୦ କୋଟି ଟଙ୍କା। ଏହାକୁ ଗଣମାଧ୍ୟମ…

ମୋ ଘର

ଅଲେଖ ଚନ୍ଦ୍ର ମିଶ୍ର ଚାରିକାନ୍ଥ ଓ ଛପର ଦ୍ୱାରା ଆବଦ୍ଧ କ୍ଷେତ୍ର ଗୃହ, ବାସସ୍ଥାନ, ବସାଘର ବା ଭଡ଼ାଘର ହୋଇପାରେ (ହାଉସ)। କିନ୍ତୁ ଘର (ହୋମ୍‌) ନୁହେଁ। ମଣିଷ ଯେଉଁଠି ଖାଏ, ଶୁଏ ଏବଂ ଜିନିଷପତ୍ର ରଖେ ତାହା ଏକ ଆଶ୍ରୟ,…

ଏଇ ଭାରତରେ

ରକ୍ତଦାନ ହେଉଛି ମହତ୍‌ ଦାନ। ଏ କଥା କେହି ବୁଝନ୍ତୁ କି ନ ବୁଝନ୍ତୁ, ବୁଝିଛନ୍ତି ଦିଲ୍ଲୀ ପୋଲିସ୍‌ର ୨ କନ୍‌ଷ୍ଟେବଳ। ରକ୍ତଦାନ କରିବା ଦୁହିଁଙ୍କର ନିଶା ପାଲଟି ଯାଇଛି। ରକ୍ତଦାନ ପାଇଁ ଦେଶରେ ସଚେତନତା ଜାରି ରହିଥିବାବେଳେ ଦିଲ୍ଲୀ ପୋଲିସର…

ଆଜିର ଅର୍ଥନୀତି/ ବାଉଁଶରାଣୀ ଚାଲି

ଏନ୍‌ଡିଏ ସରକାର ମୋଦିଙ୍କ ନେତୃତ୍ୱରେ ତାଙ୍କ ଦ୍ୱିତୀୟ ପାଳିରେ ଜୁଲାଇ ୫ ତାରିଖରେ ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅବସରରେ ଅଭିବୃଦ୍ଧିକୁ ସଂଜୀବିତ କରିବା, ନିଯୁକ୍ତି ସୃଷ୍ଟି କରିବା, ଅର୍ଥନୀତିରେ ସୁଧାର ଆଣିବା, ଟିକସ ରିହାତି ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri